Apr 4, 2025, 14:24 IST

ଶେଷରେ ସ୍ବାମୀ କହୁଛି ଏମିତି ରାକ୍ଷୀ ଲୋ ମୋ ପାଖକୁ ଫେରିଆ ତୋ ବିନା ମ-ରିଯିବି

Ff

ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ସ୍ଵାମୀ ତାର ସ୍ତ୍ରୀକୁ ଡାକୁଛି । ବିବାହ ପରେ ଝିଅ ଶାଶୁଘରେ ରହେ ଆଉ ଝିଅର ବାପା ମାଆ ଶାଶୁଘରେ ପଶିଲେ ଘର ଭାଙ୍ଗି ଯାଇଥାଏ । ଏହି ଯୁବକ ଜଣକ ହେଉଛନ୍ତି ଗଣେଶ ନାଏକ । ଗଣେଶ ନାଏକ ଦଶ ବର୍ଷ ତଳେ ବିବାହ କରିଥିଲା । ଆଉ ଏବେ ଏହି ଝିଅକୁ ଘରକୁ ନେଇ ଚାଲି ଯାଇଛନ୍ତି ତାର ବାପା ମାଆ । ଏହି ସ୍ତ୍ରୀ ଜଣକ ହେଉଛନ୍ତି ରାକ୍ଷୀ। ଆଜି ପାରିବାରିକ କଳହରେ ହାର ମାନି ଯାଇଛନ୍ତି ଗଣେଶ ନାଏକ । 
Vg
ଗଣେଶ ନାଏକ ପାରିବାରିକ ଯୁଦ୍ଧରେ ହାର ମାନି ଯାଇ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଦୁଃଖରେ ଭାଙ୍ଗି ପଡ଼ି ସେ ଅନେକ କଥା କହିଛନ୍ତି, ଏବେ ମିଡିଆ ଆଗରେ ସବୁକିଛି ଜଣାଇଛନ୍ତି ଗଣେଶ ନାଏକ । ଗଣେଶ ନାଏକ ଆଉ ରାକ୍ଷୀ ଦଶ ବର୍ଷ ତଳେ ବିବାହ କରିଥିଲେ । ଆଉ ତାଙ୍କର ପରିବାର ହସଖୁସିରେ ଚାଲିଥିଲା । ହସଖୁସିରେ ପରିବାର ଚାଲିଥିବା ବେଳେ ରାକ୍ଷୀର ବାପା ମାଆ ତାଙ୍କ ପରିବାରରେ ପଶି ଯାଇଥିଲେ । ଆଉ ରାକ୍ଷୀଙ୍କୁ ତାର ବାପା ମାଆ ସ୍ଵାମୀ ଠାରୁ ଅଲଗା କରି ଦେଇଛନ୍ତି । 
Cf
ଏହି ସ୍ବାମୀଙ୍କ ଠାରୁ ରାକ୍ଷୀ ଅଲଗା ହେବା ପରେ ଏବେ ସ୍ଵାମୀ ଜଣକ ଦୁଃଖରେ ଭାଙ୍ଗି ପଡିଛନ୍ତି ଆଉ ସ୍ତ୍ରୀ ଘରକୁ ଫେରି ଆସିବାକୁ କହୁଛି । ଏହି ଘଟଣା ଢେଙ୍କାନାଳ ଜିଲ୍ଲା ଗଞ୍ଜେଇଡିହି ଅଞ୍ଚଳର ନୂଆସାହିରେ ଦେଖିବାକୁ ମିଳିଛି । ଆଜିକୁ ଦୁଇବର୍ଷ ହେବ ଏହି ଯୁବକ ଜଣକ ନିଜ ସ୍ତ୍ରୀ ଆଉ ଛୁଆଙ୍କୁ ଘରେ ପାଉ ନାହାନ୍ତି । ଏହି ସ୍ତ୍ରୀ ଜଣକ ନିଜ ବାପଘର କଥାରେ ନିଜ ସ୍ଵାମୀ ଆଉ ଶାଶୁଘରକୁ ଛାଡି ଦୁଇବର୍ଷ ହେବ ପଳାଇ ଯାଇଛି । ଏହି ସ୍ତ୍ରୀ ଜଣକୁ ଏବେ ସ୍ଵାମୀ ଜଣକ ଘରକୁ ଫେରି ଆସିବାକୁ କହୁଛନ୍ତି । 
ରାକ୍ଷୀର ଶାଶୁ ଶଶୁର ବୟସର ଅପରାହ୍ନରେ ନିଜ ନାତି ନାତୁଣୀଙ୍କ ସହ ଖେଳିବାକୁ ଚାହୁଁଥିବା ବେଳେ ସେମାନେ ଘରେ ନାହାଁନ୍ତି । ଆଉ ଏବେ ଏହି ମିଡିଆ ଦ୍ଵାରା ସେମାନେ ମଧ୍ୟ ଗୁହାରି କରିଛନ୍ତି ତାଙ୍କ ଘରକୁ ଫେରାଇ ଆଣିବାକୁ । ସବୁଝିଅର ବାପା ମାଆ ଖରାପ ବୋଲି କେହି କୁହନ୍ତି ନାହିଁ । କିନ୍ତୁ କୌଣସି ଝିଅର ବାପା ମାଆ ଏଭଳି କାମ କରିବା ଉଚିତ୍ ନୁହେଁ । ଏବେ ଗଣମାଧ୍ୟମ ସାମ୍ନାରେ ରାକ୍ଷୀ ଆଉ ପୁଅଝିଅଙ୍କୁ ଘରକୁ ଆଣିବାକୁ ମିଡିଆ ଆଗରେ ଅନୁରୋଧ କରିଛନ୍ତି ତାଙ୍କ ସ୍ଵାମୀ ଆଉ ତାଙ୍କ ପରିବାର ।

Advertisement