ଦଶମ ଶ୍ରେଣୀର ଝିଅ ଗର୍ଭବତୀ ହୋଇ ଛୁଆ ଜନ୍ମ କରିଥିବା ଘଟଣା ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ଏବେ ସାରା ରାଜ୍ୟରେ ଏହି ଘଟଣାକୁ ନେଇ ଅନେକ ଖବର ଆସୁଛି । ଏବେ ଏହି ଘଟଣା ବିଷୟରେ କିଛି କଥା ସାମ୍ନାକୁ ଆସିଛି । ଏହି ଖବର ହେଉଛି ଦଶମ ଶ୍ରେଣୀର ଝିଅ ସହ ଏଭଳି କାମ ଯିଏ କରିଛି ସେ ଏବେ ସାମ୍ନାକୁ ଆସିଛି । ଦଶମ ଶ୍ରେଣୀର ଝିଅ ସକାଳେ ପରୀକ୍ଷା ଦେଇ ଘରକୁ ଆସିଲା ଆଉ ସନ୍ଧ୍ୟା ବେଳେ ଛୁଆ ଜନ୍ମ କରିବା ଘଟଣା ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଆଣିଥିଲା ।

ଏବେ ଏହି ଘଟଣାକୁ ନେଇ ଜଣାପଡିଛି ଏହି ଝିଅ ସହ ଏଭଳି କାମ କରିଥିବା ପୁଅ ଜଣକ କିଏ । ଏହି ପୁଅ ଏବେ ସାମ୍ନାକୁ ଆସିଛି । ଏବେ ଏହି ଯୁବକ ଜଣଙ୍କୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ଯୁବକ ଜଣକ ନୀଳ ରଙ୍ଗର ପୋଷାକ ପିନ୍ଧି ପୋଲିସ ପାଖରେ ଛିଡ଼ା ହୋଇଛନ୍ତି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ । ଏହି ନୃଶଂସ ଜଣଙ୍କୁ ଆପଣମାନେ ଏବେ ଦେଖିପାରିବେ ଯିଏ କି ଦଶମ ଶ୍ରେଣୀର
ଝିଅକୁ ମାଆ ବନାଇ ଦେଇଛି ।

ଝିଅ ଜଣକ ନାବାଳିକା ଥିଲା । ଆଉ ଝିଅକୁ ମାତ୍ର ୧୬ ବର୍ଷ ହୋଇଥିଲା । ସୋମବାର ଦିନ ଯେତେବେଳେ ଝିଅ ଦଶମ ଶ୍ରେଣୀର ଇଂରାଜୀ ପରୀକ୍ଷା ଦେବାକୁ ଯାଇଥିଲା ସେତେବେଳେ ତାର ପେଟ କଣ ହୋଇଥିଲା । ଆଉ ଏହାପରେ ସେ ହଷ୍ଟେଲକୁ ଆସିଥିଲା । ହଷ୍ଟେଲରେ ପହଞ୍ଚିବା ପରେ ତାର ପେଟ ଅଧିକ ଯନ୍ତ୍ରଣା ହୋଇଥିଲା । ଆଉ ତାପରେ ସେ ହଷ୍ଟେଲ ଉପର ରୁମକୁ ଯାଇଥିଲା ଆଉ ସେଠାରେ ସନ୍ତାନଟିଏ ଜନ୍ମ ଦେଇଥିଲା । ଏହି ଘଟଣା ପରେ ଅନେକ ପ୍ରଶ୍ନ ଆସିଥିଲା ।
ଏବେ ଏହି ଘଟଣାରେ ପୁଅ ଜଣକ ସାମ୍ନାକୁ ଆସିଛି । ଏହି ଯୁବକ ଜଣକ ନାବାଳିକା ଝିଅ ସହ ଶା-ରି-ରୀ-କ ସମ୍ପର୍କ ରଖି ତାକୁ ଗର୍ଭବତୀ କରାଇ ମାଆ ବନାଇ ଦେଇଛି । ଏବେ ପୋଲିସ ଏହି ଯୁବକ ଜଣଙ୍କୁ ଗିରଫ କରିଛି । ଚିତ୍ରକୋଣ୍ଡା ପୋଲିସ ଏବେ ଏହି ଘଟଣାର ଫର୍ଦ୍ଦାଫାସ କରିଥିଲା । ଏବେ ସାରା ରାଜ୍ୟରେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ କରି ଯୁବକ ଜଣଙ୍କୁ ଗିରଫ କରିଛି । ଏବେ ମାଆ ଆଉ ଛୁଆ ଉଭୟ ସୁସ୍ଥ ଅଛନ୍ତି ବୋଲି ଜଣାପଡିଛି ।