Feb 25, 2025, 09:32 IST

ଶେଷରେ ସମାଜସେବୀ ମହିଳା କହିଲେ ଏମିତି ଲୋକଙ୍କ ସେବା କରି ମୋ ଚରିତ୍ରରେ ଆଜି ଦାଗ ଲାଗିଛି

Gg

ସମାଜସେବୀ ଶୁଭଲକ୍ଷ୍ମି ରାଉତ ଏବେ ଏଭଳି କିଛି କହିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ ଅନେକ ସମାଜ ସେବା କରୁଥିବା ପରେ ମଧ୍ଯ ତାଙ୍କୁ ଏଭଳି ସବୁ ଫୋନ କଲ୍ ଆସୁଛି। ଏଭଳି କି ଲୋକମାନେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଉଛନ୍ତି। ଯାହା କହିବା ସମୟରେ ସେ ଖୁବ ଜୋରେ କାନ୍ଦୁ ଥିବା ସହ ତାଙ୍କର ଦେହ ମଧ୍ୟ ଥରୁ ଥିବା କଥା ସେ କହିଥିଲେ। ତାଙ୍କର ଅନେକ ସହଯୋଗୀ ମାନେ ମଧ୍ୟ ତାଙ୍କୁ ନ୍ୟାୟ ମିଳୁ ବୋଲି ଦାବୀ କରିଛନ୍ତି।
Vv
ମହିଳା ଥାନା ଆଇଆଇସି ଙ୍କ ଉପରେ ତାଙ୍କର ଭରଷା ଥିବା ବେଳେ ସେହି ଭରଷାରେ ମଧ୍ୟ ସେ ଆସିଛନ୍ତି ବୋଲି କହିଥିଲେ। ଯାହାବି କିଛି ଏବେ ହୋଇଛି ତାଙ୍କର ଚରିତ୍ର ଉପରେ ଦାଗ ଲାଗିଥିବା କଥା ସେ କହିଥିଲେ। ସେ ଏବେ ନ୍ୟାୟ ଚାହୁଁଛନ୍ତି କାରଣ ଗୋଟେ ଲୋକର ସାହାଯ୍ୟ କରି ଯଦି ଏଭଳି ଫଳ ମିଳିବ ତେବେ ସେ ଏହାକୁ ନେଇ ଆଉ କିଛି କହି ପାରିବେନି ବୋଲି କହିଥିଲେ। ତାଙ୍କୁ କୁହା ଯାଉଛି କି ଲୋକଙ୍କ ପାଖରେ ପହଞ୍ଚି ସେ ପରିଚୟ ପାଉଛନ୍ତି।
Vg
ଲୋକମାନେ ତାଙ୍କୁ ଏହା ଧମକ ଦେଉଛନ୍ତି କି ତୁମେ ପଛରେ ଲାଗୁଛ ଆମେ ତମକୁ ମାରିଦେବୁ ବୋଲି ମଧ୍ୟ ଧମକ ଦେଉଛନ୍ତି। ଯାହା କହିବା ସମୟରେ ସମାଜସେବୀ ଶୁଭଲକ୍ଷ୍ମୀ ରାଉତ ଭାବ ବିହ୍ୱଳ ହୋଇ ଯାଇଛନ୍ତି। ସେ ଆଉ ସଠିକ୍ ଭାବରେ କଥା ମଧ୍ୟ କହି ପାରୁ ନାହାଁନ୍ତି। ଯାହାକୁ ନେଇ ସେ ନିଜର ମତାମତ ଦେବା ସହ ଅନେକ କଥା ମଧ୍ୟ କହିଛନ୍ତି। ଏଥି ସହ ତାଙ୍କର ସହଯୋଗୀ ମାନେ ମଧ୍ଯ ତାଙ୍କ କଥାରେ ଏକମତ ଥିଲେ।
ଏବେ ସୋସିଆଲ ମିଡ଼ିଆ ରେ ଏହି ଘଟଣା ମଧ୍ୟ ଖୁବ୍ ଚର୍ଚ୍ଚାରେ ବିଷୟ ପାଲଟିଛି। ଯାହାକୁ ନେଇ ଅନେକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଆଉ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Advertisement