ସବୁଠି ଭାଇରାଲ୍ ହେଉଛି ଇନ୍ଷ୍ଟାଗ୍ରାମ ଗାର୍ଲ୍ ଙ୍କ ଏକ ଭିଡ଼ିଓ । ହୋଟେଲ ଭିତରେ ମୋବାଇଲ୍ କ୍ୟାମେରାରେ ଭିଡିଓ କରି ପ୍ରେମିକ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା। ପରେ ଓଡ଼ିଶାର ରଶ୍ମିକା ମନ୍ଦାନା କହୁଥିବା ଝିଅର ସେହି ଉଲଗ୍ନ ଭିଡିଓ ସବୁଆଡେ ଭାଇରାଲ କରିଦେଲା। ଯେଉଁ ଭିଡିଓ କୁ ନେଇ ଏବେ ଘଟଣା ପଛର ସବୁ ସତ ଜଣା ପଡ଼ି ଯାଇଛି। ଜଣେ ଓଡିଆ ଘରର ଝିଅ ଅଥବା ଜଣେ ବାର୍ ଡାନ୍ସର ଭାବରେ କାମ କରୁଥିବା ଝିଅ,
ଯିଏକି ଓଡ଼ିଶାର ରଶ୍ମିକା ମନ୍ଦାନା ନାମରେ ବେଶ ପରିଚିତ ମଧ୍ୟ ଅଟନ୍ତି। ହେଲେ ଆଜି ଏହି ଝିଅର ଉଲଗ୍ନ ଭିଡିଓ ଏବେ ସବୁଠାରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସେହି ଭିଡିଓ କୁ ଭାଇରାଲ୍ କରିଛି ନିଜେ ସେହି ଭିଡିଓ କରିଥିବା ପ୍ରେମିକ। ଯୁବତୀ ଜଣକ ଭୁବନେଶ୍ୱର ଏକ ବାର୍ ରେ ଏକ ଡାନ୍ସର୍ ଭାବରେ କାମ କରୁଥିଲେ। ଆଉ ଯେଉଁଠାରେ ସେ ବାର୍ ରେ ଏକ ଡାନ୍ସର୍ ଭାବରେ କାମ କରୁଥିଲେ ସେଠାରେ ବାର୍ ରେ ଡିଜେ ପ୍ଲେୟର ଯୁବକ ପ୍ରେମ ନିବେଦନ କରିଥିଲେ।
ଏହାପରେ ସେ ଯୁବକଙ୍କୁ ଏକ ଛୋଟ ଜାତିର ଝିଅ ବୋଲି କହିଥିଲେ। ଆଉ ତାଙ୍କୁ ତାଙ୍କର ଘରେ ପୂରେଇବେ ନାହିଁ ବୋଲି ମଧ୍ୟ କହିଥିଲେ। ସେଥିପାଇଁ ସେଠାରେ ହିଁ ଯୁବକକୁ ପ୍ରେମ ପାଇଁ ମନା କରି ଦେଇଥିଲେ। ହେଲେ ଯୁବକ ଜୋର୍ ଜବରଦସ୍ତି ତାକୁ ଭଲ ପାଇଥିଲା ଆଉ ବିଭିନ୍ନ ହୋଟେଲ, ପାର୍କ ନେଇ ବୁଲିବାକୁ ଯାଉଥିଲା। ଅନେକ ସମୟରେ ତାଙ୍କ ସହ ଖରାପ୍ ସମ୍ପର୍କ ମଧ୍ୟ ରଖୁଥିଲା ସେହି ଯୁବତୀ ସହ।
ସବୁଦିନ ଯୁବକର ଇଛା ବିରୁଦ୍ଧରେ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ। ଆଉ ଭିଡିଓ ଅନ୍ କରି ଉଲଗ୍ନ ଭିଡିଓ ମଧ୍ୟ ସୁଟ୍ କରିବାରେ ଲାଗିଥିଲା। ଏହାପରେ ସେ ସବୁ ଭିଡିଓ କୁ ମଧ୍ୟ ସେ ସୋସିଆଲ ମିଡ଼ିଆ ରେ ଭାଇରାଲ୍ କରି ଦେଇଥିଲା। ଏହାପରେ ଯୁବତୀ କଟକ ବାଙ୍କୀ ଥାନାରେ ଉକ୍ତ ଯୁବକ ନାମରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ଏବେ ମଧ୍ଯ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।