Mar 7, 2025, 11:12 IST

ଶେଷରେ ଜଣାପଡ଼ିଲା ସତ ପରିବାରର ସମସ୍ତଙ୍କୁ ହ-ତ୍ୟା କରି କାହିଁକି କାନ୍ଦିଲା ପୁଅ

Gt

ଆପଣମାନେ ତ ନିକଟରେ ଏକ ଖବର ଶୁଣିଥିବେ । ଗୋଟିଏ ପରିବାରର ତିନିଜଣଙ୍କୁ ମାରି ଦେଇଛି ସେହି ପରିବାରର ଲୋକ । ପୁରା ପରିବାରକୁ ସଫା କରିଦେଲା ସାନ ପୁଅ । ଗାଁ ଲୋକମାନେ ଏହି ଘଟଣାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ପୁଅ ହୋଇ ଏଭଳି କାମ କରିଛି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ଘରର ସାନ ପୁଅ ତାର ଜନ୍ମ କରିଥିବା ମାଆ ବାପା ଆଉ ରାକ୍ଷୀ ବାନ୍ଧୁଥିବା ଭଉଣୀକୁ ମାରିଦେଲା । ଏହି ସାନ ପୁଅ ବାପା ମାଆ ସହ ଭଉଣୀକୁ ହାଣି ଦେଲା ।
Gg
ଏହି ସାନ ପୁଅ ସୂର୍ଯ୍ୟକାନ୍ତ ଏଭଳି କାମ କରିଛି । ଘରର ସାନ ପୁଅ ଗେହ୍ଲା ପୁଅ ସୂର୍ଯ୍ୟକାନ୍ତ ଏଭଳି ନିଜ ପରିବାରକୁ ଶେଷ କରିଦେବ ଏହି କଥା କେହି କେବେ ଭାବି ନଥିଲେ । ପୁରା ଗାଁର ଲୋକମାନେ ଏହି ଖବର ପାଇବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଆଉ ଘର ଭିତରକୁ ଗଳି ଦେଖୁଛନ୍ତି । ଘର ଭିତରେ ଭାସୁଛି ରକ୍ତ ଆଉ ପଡ଼ିଛି ବାପା ମାଆ ଭଉଣୀର ମୃ-ତଦେହ । କିନ୍ତୁ କାହିଁକି ଏଭଳି ସାନ ପୁଅ ବାପା ମାଆ ଆଉ ଭଉଣୀକୁ ଆରପାରିକୁ ପଠାଇଦେଲା ।ଏବେ ଏହାକୁ ନେଇ ପ୍ରଶ୍ନ ଆସୁଛି ।
Yt
ଏବେ ଛାତି ଫଟେଇ ସମ୍ପର୍କୀୟ କାନ୍ଦୁଛନ୍ତି । ସାନ ପୁଅ ଏଭଳି କଣ କରିଦେଲା ବୋଲି ସମସ୍ତେ ଭାବୁଛନ୍ତି । ଏଭଳି କାହିଁକି କରିଥିଲା ଏହି ସାନ ପୁଅ ଜଣକ । କଣ ଥିଲା ଏହାର କାରଣ ତାହା ଧୀରେ ଧୀରେ ସାମ୍ନାକୁ ଆସୁଛି । କୁଳାଙ୍ଗାର ପୁଅ ବାପା ମାଆ ଆଉ ଭଉଣୀକୁ ପିଟି ପିଟି ହ-ତ୍ୟା କରିଦେଲା । ସାନ ପୁଅ ସୂର୍ଯ୍ୟକାନ୍ତର ମୁଣ୍ଡ ଦୋଷ ଥିଲା । ଆଉ ସେ ଟିକେ ଟିକେ କଥାରେ ରାଗି ଯାଏ । ସେ ବେଳେବେଳେ ଘରୁ ରାଗି କେଉଁଆଡେ ପଳେଇ ଯାଏ । 
ଆଉ ଦୀର୍ଘ ସମୟ ପରେ ଘରକୁ ଆସେ । ଜଗତସିଂହପୁର ଜିଲ୍ଲା ଜୟଗଡା ଗାଁରେ ଏହି ଘଟଣା ଘଟିଛି । ଏହି ପରିବାରରେ ତିନି ପୁଅ ଆଉ ଗୋଟିଏ ଝିଅ ଆଉ ବାପା ମାଆ ରହିଥାନ୍ତି । ଆଉ ଏହି ପରିବାରର ସାନ ପୁଅ ସୂର୍ଯ୍ୟକାନ୍ତ । ବିଳମ୍ବିତ ରାତିରେ ସୂର୍ଯ୍ୟକାନ୍ତ ବାପା ମାଆ ଆଉ ଭଉଣୀକୁ ମାରି ଦେଇଥିଲା । ମାରିବା ପରେ ପଡୋଶୀଙ୍କ ଘରକୁ ଯାଇ ଏହି ବିଷୟରେ ଜଣାଇଥିଲା । ଏହାପରେ ପୋଷାକ ବଦଳି ଘରୁ ପଳାଇ ଯାଇଥିଲା । ଏବେ ପୋଲିସ ଏହି ସାନପୁଅକୁ ଗିରଫ କରିଛି । ଘରେ ଝଗଡ଼ା ହୋଇଥିଲା ନା ସୂର୍ଯ୍ୟକାନ୍ତ ମୋବାଇଲରେ ଗେମ୍ ଖେଳୁଥିଲେ ଆଉ ସେଥିପାଇଁ ଝଗଡ଼ା ହେବାରୁ ଏଭଳି କାମ କରିଲେ ତାହା ଜଣାପଡ଼ି ନାହିଁ ।

Advertisement