Feb 5, 2025, 10:11 IST

ଶେଷରେ ଗିରଫ ହେଲା ମୋ ବସ୍ ଡ୍ରାଇଭର ନୃସିଂହ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ତ ମୋ ବସକୁ ନେଇ ଘଟିଥିବା ଘଟଣା ବିଷୟରେ ଜାଣିପାରିବେ । ବନ୍ଧା ହେଲା ମୋ ବସ୍ ଡ୍ରାଇଭର । ଏବେ ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଆପଣମାନେ ପାଇପାରିବେ । ବେପରୁଆ ଗାଡ଼ି ଚାଳନା ପଡ଼ିଲା ମହଙ୍ଗା । ଭୁବନେଶ୍ୱର ସହରରେ ଏହି ଘଟଣା ଘଟିଛି ଯାହା ଏବେ ସହସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ମୋ ବସ୍ ଡ୍ରାଇଭର ଜଣେ ଯାହାଙ୍କ ନାମ ହେଉଛି ନୃସିଂହ ସେ ଏବେ ଗିରଫ ହୋଇଛନ୍ତି । ଏହି ଖବର ଏବେ ଚର୍ଚ୍ଚାକୁ ଆସିଛି । ତାଙ୍କର ବେପରୁଆ ଗାଡ଼ି ଚାଳନା ଜଣଙ୍କ ଜୀବନ ନେଇଗଲା ।
Hh
ଡ୍ରାଇଭର ଜଣଙ୍କର ବେପରୁଆ ଗାଡି ଚାଳନା ପାଇଁ ଜଣେ ଝିଅର ଜୀବନ ଚାଲିଗଲା । ଅଭିଯୋଗକାରିଣୀ ସାବିତ୍ରୀ ଯୁଆଣଙ୍କ ଅଭିଯୋଗ ଆଧାରରେ ନନ୍ଦନକାନନ ଥାନା ପୋଲିସ ଏବେ ଏହି ମୋ ବସ୍ ଡ୍ରାଇଭର ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଋତୁକାନ୍ତ ସେଠୀଙ୍କୁ ଏବେ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ ଅଭିଯୋଗକାରିଣୀଙ୍କ ୧୨ ବର୍ଷର ଝିଅ ନନ୍ଦନକାନନ ଥାନା ଅନ୍ତର୍ଗତ ଆଚାର୍ଯ୍ୟବିହାର ଅଞ୍ଚଳ ରୁ ଦୋକାନକୁ ଯାଉଥିଲା । ଏହି ସମୟରେ ଏହି ଗାଡ଼ି ଡ୍ରାଇଭର ବେପରୁଆ ଭାବରେ ଗାଡ଼ି ଚଲାଇ ଝିଅକୁ ଧକ୍କା ଦେଇଥିଲା । 
Hg
ପରିବାର ଲୋକେ ଏବଂ ସ୍ଥାନୀୟ ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଘଟଣା ସ୍ଥଳରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଏବେ ଅଭିଯୋଗକାରିଣୀ ବସ୍ ଚାଳକ ନାଁରେ ଅଭିଯୋଗ କରିଛି । ଅଭିଯୋଗକାରିଣୀ ମାଆ ଏବେ ନ୍ୟାୟ ଦାବି କରିଛନ୍ତି । ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ଏବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ଏବେ ଏହି ଅଭିଯୁକ୍ତ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ନିଜର ଦୋଷ ସ୍ବୀକାର କରିଛନ୍ତି ।
ଏହି ଅଭିଯୁକ୍ତ ଜଣକୁ ପଚରାଉଚରା ପରେ ଏବେ ଏହି କଥା ସାମ୍ନାକୁ ଆସିଛି । ଏହି ୨ ମାସ ଭିତରେ ଦୁଇଜଣଙ୍କ ଅବସ୍ଥା ଏଭଳି ହେଲାଣି । ସରକାର ତାଙ୍କୁ କୌଣସି ଦଣ୍ଡ ଦେଉଛନ୍ତି ବୋଲି ତାହା ଜଣା ପଡୁନି ଆଉ ସେଥିପାଇଁ ସେମାନେ ଏଭଳି କରୁଛନ୍ତି । ସେମାନେ ବେଖାତିର ହୋଇ ଗୋଟିଏ ପରେ ଗୋଟିଏ ମର୍ଡର କରି ଚାଲିଛନ୍ତି । ଏହି ଡ଼୍ରାଇଭରଙ୍କୁ କଠିନ ରୁ କଠିନ ଦଣ୍ଡ ଦେବା ଉଚିତ୍ । ଏହି ଡ୍ରାଇଭରମାନେ ଦଣ୍ଡ ପାଇଲେ ଆଉ ଏଭଳି ଭୁଲ କରିବେ ନାହିଁ ବୋଲି ସୂଚନା ମିଳିଛି । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।

Advertisement