Feb 8, 2025, 11:05 IST

ଶେଷରେ ଏମିତି କହିଲେ ଯୁବକ ଏଡେ ଏଡେ ଟୋକା ହେଇଛ ଯିଏ କରୁଛି ତାକୁ ଧରିକି ପିଟ ଆଉ ତାପରେ....

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ଓଲିଉଡ, ବଲିଉଡ୍ ଏବଂ ସିନେମା ଜଗତକୁ ନେଇ ଆସିଥିବା ଖବର ସବୁ ଜାଣି ପାରୁଛନ୍ତି । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଦେଖିପାରିବେ ।ଓଲିଉଡ ଜଗତର ଏହି ଖବର ଏବେ ଚର୍ଚ୍ଚାକୁ ଆସିଛି । ଓଲିଉଡ ଜଗତର ଅଭିନେତା ତପି ମିଶ୍ର ଏବେ ତାତି ଯାଇଛନ୍ତି । ସେ କହିଛନ୍ତି ସନାତନ ଧର୍ମକୁ ନେଇ ହୋଇଥିବା ଫିଲ୍ମକୁ ନେଇ । ଏବେ ଏହି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । 
Gg
ଆଇନ ବାହାରିଛି ଲୋକଙ୍କୁ ଜାଗ୍ରତ କରିବା ପାଇଁ । ଏବେ ଏହି ଘଟଣାକୁ ନେଇ ଅନେକ ଲୋକ ଅନେକ କଥା କହିଛନ୍ତି । ପୁର୍ବରୁ ତପି ମିଶ୍ର ଧର୍ମକୁ ନେଇ ଯାହା ସବୁ କହିଛନ୍ତି ତାହାକୁ ନେଇ ଆସୁଥିବା ଖବର ସବୁ ଆପଣମାନେ ଜାଣିପାରିବେ । ସେ ଏବେ ହିନ୍ଦୁ ଲୋକମାନଙ୍କୁ ଅନେକ କିଛି କଥା କହିଛନ୍ତି । ସେ କହିଛନ୍ତି ହିନ୍ଦୁ ଲୋକ ହେଉଛ ମାଡ ମାର । ଆଉ ତାପରେ କଣ ହେବ କିଛି ହେବ ନାହିଁ । ଥାନାକୁ ଯିବ ଆଉ ସରି କହି ପଳେଇ ଆସିବ । ଏବେ ଏଭଳି ସବୁ ଲୋକମାନେ କାମ କରୁଛନ୍ତି ଯାହାକୁ ନେଇ ରାଗି ଯାଇଛନ୍ତି ତପି ମିଶ୍ର ।
Bb
ତପି ମିଶ୍ର କହିଛନ୍ତି, ସାଲିଆ ସାହିରେ ୨୧ଟି ଚର୍ଚ୍ଚ ଆଉ ୨ଟି ମନ୍ଦିର ରହିଛି । ଏବେ ସେମାନେ ଏଠାକୁ କେଉଁଠୁ ଆସିଲେ ? ତାଙ୍କର ପ୍ରମାଣ କାହିଁ? ଏବେ ଏଭଳି ଅନେକ ପ୍ରଶ୍ନ ଆସୁଥିବା ବେଳେ ଏହାକୁ ନେଇ ଅନେକ କିଛି କଥା ଆସୁଛି । ଏହି ପ୍ରଶ୍ନ ସବୁ ତପି ମିଶ୍ର ଉଠାଇବାରୁ ଆଜି ସେ ବିବାଦରେ ରହିଛନ୍ତି । ଏମାନଙ୍କୁ ସାମାଜିକ ବୈକଠ କରିବା ଉଚିତ୍ ବୋଲି ତପି ମିଶ୍ର କହିଛନ୍ତି । ଯିଏ କହୁଛନ୍ତି ସେ ଖ୍ରୀଷ୍ଟିଆନ୍ ଆଉ ହିନ୍ଦୁ ଘରେ ଜନ୍ମ ହୋଇଥିଲେ ସେମାନଙ୍କ ଘରକୁ ଯାଅ ନାହିଁ ।
ଆଉ ଅନେକ କେହି ଥିଲେ ଯେଉଁମାନେ ଏହି ସନାତନ ଧର୍ମ ଫିଲ୍ମକୁ ରିଲିଜ୍ କରାଇ ଦେବେ ନାହିଁ ବୋଲି କହୁଥିଲେ । ବର୍ଣ୍ଣ ଶଙ୍କର ମାନେ ଏହାର ବିରୋଧ କରିଥିଲେ । ଏହି ବର୍ଣ୍ଣ ଶଙ୍କରମାନେ ଯୁବ ଗୋଷ୍ଠୀକୁ ନଷ୍ଟ କରୁଛନ୍ତି । ଏଭଳି ଅନେକ ପ୍ରଶ୍ନ ଆସିବା ପରେ ଏବେ ତପି ମିଶ୍ର ଅନେକ କିଛି କଥା କହିଛନ୍ତି । ହିନ୍ଦୁ କେତେବେଳେ ବି ପ୍ରଥମେ ଯୁଦ୍ଧ କରେ ନାହିଁ ଆଉ ଯୁଦ୍ଧ ହେଲେ ହିନ୍ଦୁ ହିଁ ଜିତିଥାଏ । ଏହି ଫିଲ୍ମକୁ ନେଇ ଏବେ ଅନେକ ବିବାଦ ଦେଖା ଦେଉଛି । ଯିଏ ଏଭଳି କରୁଛି ତାକୁ ମାଡ ମାର । ତପି ମିଶ୍ର ଚାହୁଁଛନ୍ତି ଦଙ୍ଗା ହେଉ ଆଉ ଅନେକ କିଛି ଘଟଣା ଏବେ ସାମ୍ନାକୁ ଆସିବ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ଏହି ମୋହନ ସରକାରରେ ଏନେଇ କିଛି ଘଟଣା ଘଟିବ ବୋଲି ତପି ମିଶ୍ର କହିଛନ୍ତି । ଏହାସହ ସେ ଅନେକ କିଛି କଥା କହିଛନ୍ତି ବୋଲି ସୂଚନା ମିଳିଛି ।

Advertisement