ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ମହିଳାଙ୍କ ସହିତ ଘଟିଥିବା ଘଟଣା ବିଷୟରେ ଜାଣିପାରିବେ । ଏହି ମହିଳା ଜଣକ କାମ କରନ୍ତି । ଆଉ ସେ କାମ କରି ଘରକୁ ଫେରୁଥିଲେ । ସେ ଯେଉଁ ଅଟୋରେ ଘରକୁ ଆସୁଥିଲେ ସେହି ଅଟୋ ଡ୍ରାଇଭର ଜଣକ ଏଭଳି କାଣ୍ଡ କରିଥିଲା ।

ଏହି ଅଟୋ ଡ୍ରାଇଭର ଜଣକ ମହିଳା ଜଣଙ୍କୁ ତାର ଅଟୋରେ ବସାଇ ନେଉଥିଲା । ଆଉ ମଝି ରାସ୍ତାରେ ଅଟୋକୁ ଅଟକେଇ ଏଭଳି କାମ କରିଥିଲା । ଅଟୋ ପଛରେ ମହିଳା ଜଣକ ବସିଥିଲେ । ଆଉ ଏହି ଅଟୋ ଡ୍ରାଇଭର ଜଣକ ମହିଳା ଜଣଙ୍କୁ ଏକା ଦେଖି ଏକ ଶୁନଶାନ୍ ରାସ୍ତାରେ ଅଟୋ ଅଟକାଇ ଏଭଳି କାଣ୍ଡ କରିଥିଲା । ଏହି ଅଟୋ ଚାଳକ ଜଣକ ମହିଳା ଜଣକ ବସିଥିବା ସିଟକୁ ଯାଇ ତାଙ୍କ ସହ ଜୋର୍ ଜବରଦସ୍ତ କରିଥିଲା । ଆଉ ତାଙ୍କର ଇଜ୍ଜତ ଲୁଟି ନେଇଥିଲେ ।

ଏହି ଅଟୋ ଚାଳକ ଏବଂ ଏହି ୩୩ ବର୍ଷୀୟ ମହିଳା ଜଣଙ୍କୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ମହିଳା ଜଣକ ବହୁତ ବିଶ୍ୱାସ କରି ଅଟୋ ଚାଳକ ଜଣଙ୍କର ଗାଡ଼ିରେ ବସିଥିଲେ । ଆଉ ଭାବିଥିଲେ କି ଏହି ଯୁବକ ଜଣକ ତାଙ୍କୁ ତାଙ୍କ ଘରେ ପହଞ୍ଚାଇ ଦେବେ କିନ୍ତୁ ଏଭଳି କିଛି ଘଟି ଯାଇଥିଲା । ଏହି ମହିଳା ଜଣକ ଡ୍ୟୁଟି ରୁ ଫେରିବା ସମୟରେ ବିଳମ୍ବ ହୋଇ ଯାଇଥିଲା ।ଆଉ ସେ ରାତି ୧୧ ବେଳକୁ ଘରକୁ ଅଟୋ ନେଇ ଫେରୁଥିଲା ଆଉ ଏହି ସମୟରେ ଏଭଳି ଘଟଣା ଘଟି ଯାଇଥିଲା ।
ଅଟୋ ଡ୍ରାଇଭର ଜଣକ ଅଧା ଘଣ୍ଟାରେ ଘରେ
ପହଞ୍ଚାଇ ଦେବ ବୋଲି କହିଥିଲା । ଆଉ ଶେଷରେ ଏଭଳି କାମ କରିଥିଲା । ମହିଳା ଜଣକ ତାଙ୍କର ଲାଇଭ ଲୋକେସନ୍ ତାଙ୍କ ଭାଇକୁ ପଠାଇ ଦେଇଥିଲେ । ଭାଇ ଜଣକ ଏହା ପୋଲିସକୁ ପଠାଇ ଦେଇଥିଲେ । କିନ୍ତୁ ଭାଇ ଆଉ ପୋଲିସ ଏହି ସ୍ଥାନରେ ପହଞ୍ଚିବା ପୂର୍ବରୁ ଏହି ଅଟୋ ଚାଳକ ଜଣକ ମହିଳା ଜଣଙ୍କୁ ଦୁ-ଷ୍କ-ର୍ମ କରିଥିଲା । ଆଉ ସେ ତାଙ୍କୁ ଦୁ-ଷ୍କ-ର୍ମ କରି ମାରି ଦେଇଥିଲେ । ଏବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଏବେ ଏହି ଦୋଷୀ ଜଣକ ଗିରଫ ହୋଇଛି । ଏହି ଘଟଣା ଲକ୍ଷ୍ନୌ ଅଞ୍ଚଳରେ ଘଟି ଯାଇଛି ।