Jul 11, 2024, 15:24 IST

ସୁନ୍ଦରୀ ସ୍ତ୍ରୀ ସହ ଏମିତି କରି ମା-ରିଦେଲା ସ୍ୱାମୀ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଦୁଃଖ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣା ବିଷୟରେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଜଣେ ଯୁବତୀ ବିବାହ କରିଥିଲେ । ଆଉ ଏହି ଯୁବତୀ ଜଣକ ଦେଖିବାକୁ ବହୁତ ସୁନ୍ଦରୀ ଥିଲେ । 
Hh
ରାତିରେ ସୁନ୍ଦରୀ ସ୍ତ୍ରୀ ସହ ଏଭଳି କରି ସ୍ବାମୀ ଜଣକ ତାର ଜୀବନ ନେଇଗଲା । ଏବେ ଏହି ସୁନ୍ଦରୀ ଝିଅ ଘରଲୋକ ଥାନାରେ ଅଭିଯୋଗ କରିଛନ୍ତି । ଝିଅ ଘରଲୋକେ ଅଭିଯୋଗ ଆଣିଛନ୍ତି କି ତାଙ୍କ ଝିଅକୁ ତାଙ୍କ ଜ୍ବାଇଁ ମାରି ଦେଇଛନ୍ତି । ଏହି ସ୍ବାମୀ ଜଣକ ନିଜ ସୁଖର ସଂସାର ନିଜ ହାତରେ ଭାଙ୍ଗି ଦେଲା । ନିଜ ଖୁସିର ସଂସାର ନିଜ ହାତରେ ନଷ୍ଟ କରିଦେଇଛି ଏହି ସ୍ବାମୀ ଜଣକ । ଏହି ସ୍ବାମୀ ଜଣକ ଏଭଳି କାମ କରିବା ପୂର୍ବରୁ ଭାବିବା ଉଚିତ୍ କି ତାର ସ୍ତ୍ରୀକୁ ନେଇ ତାର ସଂସାର । ଏଭଳି ଅଭାବନୀୟ ଘଟଣାକୁ ନେଇ ଏବେ ଚର୍ଚ୍ଚା ହେଉଛି ।
Hf
ଏଭଳି ନିନ୍ଦନୀୟ ଆଉ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ । ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ବେଣାକୁଦା ଗାଁରେ । ଗତକାଲି ବିଳମ୍ବିତ ରାତିରେ ଏହି ସ୍ବାମୀ ଜଣକ ଏଭଳି କାମ କରିଛନ୍ତି । ଏଭଳି କଣ ଘଟଣା ଘଟିଗଲା ଆଉ ଯେଉଁଥିପାଇଁ ସ୍ବାମୀ ଜଣକ ଏଭଳି କାମ କରିଲେ ।ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି । ଏବେ ଏହି ଯୁବକ ଜଣଙ୍କୁ ଅନେକ ପ୍ରଶ୍ନ ପଚରା ଯିବା ସହ ସେ ଏଭଳି କାମ କାହିଁକି କରିଲେ ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।
ହ-ତ୍ୟା କରାଯାଇଥିବା ଏହି ମହିଳା ଜଣକ ହେଉଛନ୍ତି ଜାଗୃତି ଜେନା । ଏହି ମହିଳା ଜଣକ ୯ ବର୍ଷ ପୂର୍ବେ ବିବାହ କରିଥିଲେ । ଗତକାଲି ରାତିରେ ଏଭଳି କଣ ପରିସ୍ଥିତି ଉପୁଜିଲା ଯାହା କାରଣରୁ ଏଭଳି ଘଟଣା ଘଟିଗଲା । ଏହି ଘଟଣା ବିଷୟର ଝିଅର ମା ଜାଣିବା ପରେ ମାଆ ଜଣକ ଥାନାରେ ପହଞ୍ଚି ତାଙ୍କ ଝିଅକୁ ଯୋଜନା ବଦ୍ଧ ଭାବରେ ହ-ତ୍ୟା କରଯାଇଛି ବୋଲି ଅଭିଯୋଗ ଆଣିବା ପରେ ଏବେ ଏହି ମହିଳାଙ୍କ ସ୍ବାମୀ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଇଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Advertisement