May 16, 2024, 17:17 IST

ଗୃହମନ୍ତ୍ରୀ ଅମିତଶାହାଙ୍କ ମହାନତା ଦେଖି କାନ୍ଦି ପକାଇଲେ ମହିଳା ଦେଖନ୍ତୁ କଣ ଏମିତି କଲେ ଅମିତ ଶାହା

Bh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ରାଜନୀତିକୁ ନେଇ ଆସିଥିବା ଖବର ସବୁ ଜାଣି ପାରୁଛନ୍ତି ।
ଏବେ ପୁଣି ରାଜନୀତିକୁ ନେଇ ଆସିଛି ଖବର । କଟକକୁ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଏବେ ତ ରାଜନୀତିକୁ ନେଇ ସବୁଆଡେ ମାହୋଲ ସରଗରମ ରହୁଛି । ଆଉ ଏହି ସମୟରେ ଅନେକ ନେତା ମନ୍ତ୍ରୀ ଆସି ରୋଡ ଶୋ କରିଥାନ୍ତି । ଏବେ କଟକରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ।
Hh
ଗୃହମନ୍ତ୍ରୀ ଅମିତ୍ ଶାହା କଟକରେ ପହଞ୍ଚିବା ପରେ ଆରମ୍ଭ କରି ଦେଇଛନ୍ତି ରୋଡ ଶୋ । କିନ୍ତୁ ଏହି ରୋଡ ଶୋରେ ଏଭଳି କିଛି ଘଟଣା ଘଟି ଯାଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ବ୍ୟବହାର ଦେଖି ଜଣେ ମହିଳାଙ୍କ ଆଖିରୁ ଲୁହ ଝରି ଯାଇଛି । ଗହଳି ଭିତରେ ଏହି ମହିଳା ଜଣଙ୍କ ଥିଲେ । ଆଉ ସେ ଅପେକ୍ଷା କରିଥିଲେ କି ସେ ମନ୍ତ୍ରୀ ତାଙ୍କ ପାଖକୁ ଆସିବେ ଆଉ ସେ ତାଙ୍କୁ ସ୍ବାଗତ କରିବେ । 
କିନ୍ତୁ ତା ପୂର୍ବରୁ ଏଭଳି କିଛି ଘଟିଲା ଯାହା ମହିଳା ଜଣକ କେବେବି ଭାବି ନଥିଲେ । ଶହ ଶହ ଲୋକଙ୍କ ଭିତରେ ଅମିତ୍ ଶାହାଙ୍କୁ ଦେଖିବା ପାଇଁ ଏହି ମହିଳା ଜଣକ ଥିଲେ । ଯେତେବେଳେ ଅମିତ୍ ଶାହା ଗାଡିରୁ ଓହ୍ଲାଇଥିଲେ ସେତେବେଳେ ସେ ଦେଖିଥିଲେ ଗୋଟିଏ ଚଷମା ତଳେ ପଡି ଯାଇଛି ।
Gh
ଆଉ ତାଙ୍କ ସୁରକ୍ଷା କର୍ମୀ ଏହି ଚଷମା ଉଠାଇଲେ । ଏହି ଚଷମା ଯେଉଁ ମହିଳାଙ୍କର ସେ ତାଙ୍କର ବୋଲି କହିବା ଅମିତ୍ ଶାହା ଶୁଣି ଦେଇଥିଲେ । ଏହାପରେ ସେ ତାଙ୍କ ସୁରକ୍ଷା କର୍ମୀଙ୍କ ଠାରୁ ଚଷମା ଆଣି ସେହି ମହିଳା ଜଣଙ୍କୁ ଦେଇଥିଲେ । 
ଆଗକୁ ସାଧାରଣ ନିର୍ବାଚନ ଥିଲା । ଆଉ ଏହି ବିଶାଳ ରୋଡ ଶୋ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ନେତା ଜଣଙ୍କର ଏହି କାମକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ନେତା ଜଣଙ୍କ ମହିଳାଙ୍କୁ ତାଙ୍କ ଚଷମା ଦେଉଥିବାର ଭିଡିଓ ଆପଣମାନେ ଦେଖି ପାରିବେ ।
ସତରେ ମନ୍ତ୍ରୀଙ୍କ ବ୍ୟବହାର ଦେଖି ମହିଳାଙ୍କ ଆଖିରୁ ଲୁହ ଝରି ପଡିଥିଲା । କଟକରେ ଅମିତ୍ ଶାହା ପହଞ୍ଚି ବିଶାଳ ରୋଡ ଶୋ କରିଥିଲେ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏବେ ଏହି ରୋଡ ଶୋ ରେ ତାଙ୍କର ବ୍ୟବହାରକୁ ନେଇ ସବୁ ମହଲରେ ତାଙ୍କୁ ପ୍ରଂଶସା କରାଯାଉଛି ।

Advertisement