ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।ତେବେ ବନ୍ଧୁଗଣ ବର୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ବୀର ଯବାନ ମୃ-ତ୍ୟୁ ପାଇଁ ଆଜି କାନ୍ଦୁଛନ୍ତି ହଜାର ହଜାର ଲୋକେ। ଯବାନଙ୍କ ମୃ-ତ-ଦେ-ହକୁ ଦେଖି କାନ୍ଦୁଛି ପୁରା ଗାଁ। କାନ୍ଦି କାନ୍ଦି ପୁଅର ମା ଆଉ ଯବାନଙ୍କ ପତ୍ନୀ ଗଡି ଯାଉଛନ୍ତି। ସହିଦ ସ୍ବାମୀଙ୍କ ପାର୍ଥିବ ଶରୀର ଦେଖି ଚେତା ଫେରୁନି ସ୍ତ୍ରୀ'ର।
ବନ୍ଧୁଗଣ ଉତ୍ତରପ୍ରଦେଶ ବରୈଲିରେ ଓଡ଼ିଆ ଯବାନଙ୍କ ମୃ-ତ୍ୟୁ ହୋଇଛି। ମନ୍ଦିରରେ ପ୍ରସାଦ ଖାଇ ଯବାନଙ୍କ ମୃ-ତ୍ୟୁ ହୋଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ସହୀଦ ଯବାନ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ଗାଁର ସନ୍ତୋଷ କୁମାର ବେହେରା। ସୂଚନା ଅନୁଯାୟୀ, ଗତ ଶନିବାର ଦିନ ବରୈଲିରେ ଏକ ମନ୍ଦିରରେ ଯବାନମାନେ ପ୍ରସାଦ ଖାଇବା ପରେ ସେମାନଙ୍କ ମଧ୍ୟରୁ ୨୨ ଜଣ ଯବାନ ଅସୁସ୍ଥ ହୋଇଥିଲେ।
ଫଳରେ ଚିକିତ୍ସିତ ଅବସ୍ଥାରେ ଓଡ଼ିଆ ଯବାନ ସନ୍ତୋଷଙ୍କର ମୃ-ତ୍ୟୁ ଘଟିଛି। ସନ୍ତୋଷ ୨୦୦୬ ମସିହାରେ ସେନାରେ ଯୋଗ ଦେଇଥିଲେ। ବାପା ହାଡିବନ୍ଧୁ ବେହେରା ଓ ମାଆ ପିତା ବେହେରାଙ୍କର ବଡ଼ ପୁଅ ହେଉଛନ୍ତି ସନ୍ତୋଷ। ସେ ବାପା ମାଆଙ୍କର ୬ ଝିଅ ଏବଂ ୨ ପୁଅଙ୍କ ମଧ୍ୟରେ ଅତି ଗେହ୍ଲା ଥିଲେ। ତାଙ୍କ ମୃ-ତ୍ୟୁରେ ଭାଙ୍ଗି ପଡିଛି ସମ୍ପୂର୍ଣ୍ଣ ପରିବାର। ତେବେ ବନ୍ଧୁଗଣ ବର୍ତମାନ ଏହି ଦୁଃଖଦ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।