May 17, 2024, 20:02 IST

ପୁଣି ଅକାରଣେ ଜୀବନ ହାରିଲେ ଏହି ଲୋକପ୍ରିୟ ଅଭିନେତ୍ରୀ ଦେଖନ୍ତୁ କାହିଁକି କରିଦେଲେ ଆ-ତ୍ମ-ହ-ତ୍ୟା

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ।
ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
Bh
ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ। ଏହି ଦେଶରେ କଳାକାର ମାନେ ଭରପୂର ହେଇ ରହିଛନ୍ତି। ହେଲେ ଅଚାନକ ଏମିତି ଅଭିନେତ୍ରୀ ମାନଙ୍କର ମୃ-ତ୍ୟୁ ସମସ୍ତଙ୍କ ମନରେ ଶୋକର ଲହରୀ ଖେଳି ଯାଇଥାଏ।
ବର୍ତମାନ ଚଳଚ୍ଚିତ୍ର ଜଗତରୁ ଆପଣ ମାନଙ୍କ ପାଇଁ ଆସିଲା ଏକ ବହୁତ ବଡ ଦୁଃଖଦ ଖବର। ଆଉ ଆପଣ ମାନଙ୍କର ପ୍ରିୟ ଅଭିନେତ୍ରୀଙ୍କ ଅଭିନୟ ଦେଖିବାକୁ ମିଳିବ ନାହିଁ। ଚଳଚ୍ଚିତ୍ର ଜଗତରେ ଖେଳି ଯାଇଛି ଶୋକର ଲହରୀ। 
ଆପଣ ମାନେ ତ ସମସ୍ତେ ଓଡିଆ ଅଭିନେତ୍ରୀ ମାନଙ୍କୁ ଜାଣିଥିବେ। ସେମିତି ଏବେ ଜଣେ ଅଭିନେତ୍ରୀ ଆ-ତ୍ମ-ହ-ତ୍ୟା କରିଛନ୍ତି। ତାଙ୍କର ଏମିତି ଅଚାନକ ବିୟୋଗରେ ଭାଙ୍ଗି ପଡିଛନ୍ତି ଓଡ଼ିଶାବାସୀ। ଜଣେ ସୁନାମଧନ୍ୟ ଅଭିନେତ୍ରୀଙ୍କ ମୃ-ତ୍ୟୁ ଘଟିଛି।
Bh
ଅଭିନେତ୍ରୀ ଜଣଙ୍କ ନାମ ହେଉଛି ପ୍ରିୟେ। ସେ ଅନେକ ଓଡ଼ିଆ ଫିଲ୍ମରେ ଅଭିନୟ କରିଛନ୍ତି। ହିରୋଇନ୍ ଭାବରେ ଅନେକ ଫିଲ୍ମରେ ବେଶ ଅଭିନୟ କରିଛନ୍ତି। ସେ ଆଜି ଆଉ ଏ ଦୁନିଆରେ ନାହାଁନ୍ତି। 
ଅଭିନେତ୍ରୀଙ୍କ ମୃ-ତ୍ୟୁରେ ଦୁଃଖରେ ଭାଙ୍ଗି ପଡ଼ିଛି ଅଲିଓଡ ଜଗତର ଅଭିନେତା ଅଭିନେତ୍ରୀ ମାନେ। ତାଙ୍କର ଅନ୍ତିମ ସତ୍କାରରେ ମଧ୍ୟ ଅଲିଓଡ ଜଗତର ଅଭିନେତା ଅଭିନେତ୍ରୀ ମାନେ ସାମିଲ ହେଇଛନ୍ତି।
ସୂଚନା ଅନୁସାରେ ସେ ତାଙ୍କର ନିଜ ବାସଭବନରେ ଫାସୀ ଦେଇ ଆ-ତ୍ମ-ହ-ତ୍ୟା କରିଥିବା ଜଣାପଡିଛି। ପୋଲିସ ଘଟଣାକୁ ନେଇ ତଦନ୍ତ ଜାରି ରଖିଛି। ଏବଂ ରିପୋର୍ଟ ଆସିବା ପରେ ସମସ୍ତ ସତ୍ୟ ତଥ୍ୟ ଜଣାପଡିବ ବୋଲି କହିଛନ୍ତି ପୋଲିସ।

Advertisement