May 12, 2024, 15:58 IST

କାହିଁକି ବାରମ୍ବାର ଓଡ଼ିଶା ଆସୁଛନ୍ତି ମୋଦୀ ଦେଖନ୍ତୁ ଆଉ ଜାଣନ୍ତୁ ଏହାର ପ୍ରକୃତ କାରଣ

Fg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ତ ଏବେ ରାଜନୀତି ଆଉ ରାଜନେତାମାନଙ୍କୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ । ଆପଣମାନେ ତ ଜାଣିଥିବେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର ଓଡ଼ିଶା ଆସିଲେଣି । ସେ ଏତେ ଥର ଓଡ଼ିଶା ଆସିବାର କାରଣ ଆପଣମାନେ ଜାଣିଛନ୍ତି କି ?
Tt
ଏହାର କାରଣ ଏବେ ଜଣେ ବ୍ୟକ୍ତି କହିଛନ୍ତି । ବ୍ୟକ୍ତି ଜଣଙ୍କର ନାମ ହେଉଛି ରବି ଦାସ ଆଉ ସେ ଜଣେ ବରିଷ୍ଠ ସାମ୍ବାଦିକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କେନ୍ଦ୍ରୀୟ ନେତାମାନେ ମଧ୍ୟ ଓଡ଼ିଶାକୁ ସମୟ ଦେଉଛନ୍ତି ।
୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିଥିଲେ କିନ୍ତୁ ଏବେ ଅଧିକା ଆସୁଛନ୍ତି । କାରଣ ଓଡ଼ିଶାରେ ସୁଯୋଗ ଅଛି ଆଉ ସେଠାରେ ଜିତିବାର ଆଶା ଅଛି । ଅନେକ ରାଜ୍ୟରେ ବିଜେପି ରାଜୁତି କରିବାର ସୁଯୋଗ କମ୍ ଅଛି । 
କିନ୍ତୁ ଓଡ଼ିଶାରେ ଅଧିକ ସୁଯୋଗ ଅଛି । ଓଡ଼ିଶାରେ ବିଧାନସଭା ନିର୍ବାଚନ ହେଉଛି ଆଉ ସେଥିରେ ବିଜେପି ନେତାମାନେ କହୁଛନ୍ତି ମୋଦି ଆସିଲେ ତାଙ୍କୁ ଭୋଟ ମିଳିପାରେ ଆଉ ଏହା ମଧ୍ୟ ସେ ଓଡ଼ିଶା ଆସିବାର ଏକ କାରଣ ବୋଲି ରବି ଦାସ କହିଛନ୍ତି ।
Hh
ବିଜେପି ସରକାର ଜାଣିଛନ୍ତି ଓଡ଼ିଶାର ଲୋକମାନଙ୍କୁ କିଭଳି କହିଲେ ବା ତାଙ୍କୁ ନିଜର କିଭଳି କରି ହେବ ସେ ସେହି କଥା ଜାଣିଛନ୍ତି । ଆଉ ସେଥିପାଇଁ ସେ ଓଡ଼ିଶା ଆସୁଛନ୍ତି । ବିଜେପି ସରକାର ଓଡ଼ିଆ ଭାଷା ଜାଣିଥିବା ବ୍ୟକ୍ତିଙ୍କୁ ସରକାର କିଭଳି କରାଯିବ ସେ ଏନେଇ ଭାବୁଛନ୍ତି । 
ଓଡ଼ିଶାର ଲୋକମାନେ ଯେଉଁ ଦଳକୁ ଭଲପାଇ ତାଙ୍କୁ ୫ ଥର ବିଜେତା କରିଛନ୍ତି ଏବେ ତାଙ୍କ ଉପରେ ପ୍ରଶ୍ନ ଉଠୁଛି । ଏହା ହେଉଛି ଏକ ଆଞ୍ଚଳିକ ଦଳ । ଓଡ଼ିଶାରେ ଅନେକ ମାହୋଲ୍ ସୃଷ୍ଟି କରିବା ତାଙ୍କର କାମ । ଅନେକ ଦଳ କହୁଛନ୍ତି କି ସେ ଓଡ଼ିଶା ଆସିଲେ କିଛି କରିବେ ଆଉ ଏନେଇ ଅନେକ କଥା ସେ କହୁଛନ୍ତି ।
ଆଉ ଏହି କଥା ଅନେକ ଲୋକ ବିଶ୍ୱାସ କରୁଥିବା ବେଳେ କେହି ଏହାକୁ ବିଶ୍ୱାସ କରନ୍ତି ନାହିଁ । ଲୋକମାନଙ୍କ ପାଖରେ ପହଞ୍ଚି ଅନେକ କଥା ସବୁ ଦଳ କହୁଛନ୍ତି । ନିର୍ବାଚନ ପାଇଁ ଏବେ ଅନେକ କଥା ଆସୁଛି ।

Advertisement