May 25, 2024, 16:23 IST

ପତ୍ନୀଙ୍କ ଠାରୁ କାହିଁକି ଅଲଗା ହୋଇଗଲେ ହାର୍ଦ୍ଧିକ ପାଣ୍ଡ୍ୟା ଦେଖନ୍ତୁ ଏବେ ଏବେ ଆସିଲା ବହୁତ୍ ବଡ଼ ଖବର ସତ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଲଗା ହେବେ କି ଷ୍ଟାର୍‌ ଦମ୍ପତି କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ‌ଷ୍ଟୋନ୍‌କୋଭିକ୍‌? ଏପରି ଏକ ଚର୍ଚ୍ଚା ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ହେଉଛି।
ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଯେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକ୍ ଛାଡପତ୍ର ହେବାକୁ ଯାଉଛନ୍ତି। ଅନେକ କାରଣ ଅଛି ଯେଉଁଥିପାଇଁ ସେମାନଙ୍କ ଅଲଗା ହେବାର ଖବର ଏବେ ଚର୍ଚ୍ଚାରେ ରହିଛି। 
Jj
ପ୍ରାୟ ୭ ବର୍ଷ ପୂର୍ବେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ୍ ପରସ୍ପର ପରସ୍ପରଙ୍କୁ ଭେଟିଥିଲେ। ବହୁ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ, ସେମାନେ ମେ ୩୧, ୨୦୨୦ରେ କୋର୍ଟ ବିବାହ କରିଥିଲେ।
ହାର୍ଦ୍ଦିକ ଏବଂ ତାଙ୍କ ସାଥୀ ପୂର୍ବରୁ କହିଥିଲେ ଯେ ନତାଶା ଗର୍ଭବତୀ ଥିଲେ ଏବଂ ଜୁଲାଇ ୨୦୨୦ ରେ ସେମାନେ ଏକ ପୁତ୍ର ସନ୍ତାନର ପିତାମାତା ହେବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ। ତାଙ୍କ ପୁଅର ନାମ ଅଗସ୍ତ୍ୟା। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ୍ ଅଲଗା ହେବାର ପ୍ରଥମ ପ୍ରମାଣ ହେଉଛି। 
ଯେ ନତାଶା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ 'ପାଣ୍ଡ୍ୟା' ସର୍ ନେମ୍ ହଟାଇ ଦେଇଛନ୍ତି ଏବଂ ହାର୍ଦ୍ଦିକଙ୍କ ସହ ପୋଷ୍ଟ ହୋଇଥିବା ଅନେକ ଫଟୋ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରୁ ଡିଲିଟ୍ କରାଯାଇଛି। ସେମାନଙ୍କ ଛାଡପତ୍ର ଖବର ଆସିବାର ଦ୍ୱିତୀୟ ବଡ଼
Gh
କାରଣ ହେଉଛି ଦୁହେଁ ଦୀର୍ଘ ଦିନ ଧରି ସୋସିଆଲ ମିଡିଆରେ ପରସ୍ପର ସହ କୌଣସି ଫଟୋ ବା ଭିଡିଓ ସେୟାର କରିନାହାଁନ୍ତି। ମାର୍ଚ୍ଚ ୪ରେ ମଧ୍ୟ ନତାଶାଙ୍କ ଜନ୍ମଦିନ ଥିଲା, କିନ୍ତୁ ହାର୍ଦ୍ଦିକ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କିଛି ପୋଷ୍ଟ କରିନଥିଲେ। 
ଆପିଏଲରେ ଖରାପ ପ୍ରଦର୍ଶନ ପରେ ହାର୍ଦ୍ଦିକଙ୍କୁ ଅନେକ ପ୍ରକାରର ଟ୍ରୋଲିଂର ସାମ୍ନା କରିବାକୁ ପଡ଼ିଥିଲା। ପୁଣି ଏବ ଲୋକମାନେ ସୋସିଆଲ ମିଡିଆରେ ହାର୍ଦ୍ଦିକଙ୍କ ପାଇଁ ଅନେକ ଅପମାନଜନକ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଛି।
କେହି କେହି କହୁଛନ୍ତି ଯେ ହାର୍ଦ୍ଦିକ ପାଣ୍ଡ୍ୟା ନତାଶାଙ୍କୁ ଧୋକା ଦେଇଛନ୍ତି, ତାଙ୍କ ସହ ପ୍ରତାରଣା କରିଛନ୍ତି ଏବଂ ତାଙ୍କୁ ଲଣ୍ଡନରେ ଅନ୍ୟ ଜଣେ ଝିଅଙ୍କ ସହିତ ଦେଖିବାକୁ ମିଳିଛି। ତେବେ ବନ୍ଧୁଗଣ ବର୍ତମାନ ଏହି ଖବରଟି ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement