Updated: Jun 16, 2024, 19:22 IST

କେଉଁ ନେତାଙ୍କୁ ମିଳିଲା କେଉଁ ମନ୍ତ୍ରୀପଦ ଦେଖନ୍ତୁ ମୋହନ ମାଝୀ କଲେ ବଡ଼ ଖୁଲାସା ଦେଖନ୍ତୁ ବର୍ତ୍ତମାନ କେଉଁମାନଙ୍କୁ ନେଇ ଗଢ଼ି ଉଠିଲା ମନ୍ତ୍ରୀ ମଣ୍ଡଳ

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଆପଣମାନେ ସମସ୍ତେ ଓଡ଼ିଶାରେ ବିଜେଡି ସରକାର ହାରି ଯାଇଥିବା ଖବର ତ ଜାଣିଥିବେ । ଏବେ ଓଡ଼ିଶାରେ ବିଜେପି ସରକାର ଶାସନ କରୁଛି । ଆଉ ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜେପି ଦଳର ନେତା ମୋହନ ମାଝୀ ହୋଇଛନ୍ତି । 
B
ଏବେ ମନ୍ତ୍ରୀ ମଣ୍ଡଳକୁ ନେଇ କିଛି ଖବର ଆସିଛି । ଏବେ ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ମୁଖ୍ୟମନ୍ତ୍ରୀ ଶପଥ ନେଇଥିବାର ତିନିଦିନ ପରେ ବଛା ଯାଇଥିବା ମନ୍ତ୍ରୀ ମାନଙ୍କୁ ସେମାନଙ୍କ ବିଭାଗ ମିଳିଲା । ରାଜ୍ୟରେ ପ୍ରଥମ ଥର ବିଜେପି ସରକାର ଶାସନ ଭାର ସମ୍ଭାଳୁଥିବା ବେଳେ କେଉଁ ମନ୍ତ୍ରୀ କେଉଁ ବିଭାଗ ସମ୍ଭାଳିବେ ଏହାକୁ ନେଇ ଏବେ ଅନେକ କଥା ଆସୁଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମନ୍ତ୍ରୀମାନଙ୍କ ନାମ ଘୋଷଣା କରିଛନ୍ତି । କେଉଁ ମନ୍ତ୍ରୀଙ୍କୁ କେଉଁ ଗୁରୁ ଦାୟିତ୍ବ ମିଳିଛି ତାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । 
Bh
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୃହ ସାଧାରଣ ପ୍ରଶାସନ, ଲୋକ ଅଭିଯୋଗ, ଲୋକ ସୂଚନା ଏବଂ ଜଳ ସମ୍ପଦ, ଏବଂ ଅନ୍ୟ ବିଭାଗ ମିଳିଛି । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ କୃଷି ଓ କୃଷକ ସଶକ୍ତି କରଣ, ଶକ୍ତି ବିଭାଗ ଓ ପ୍ରଭାତୀ ପରିଡ଼ାଙ୍କୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ଓ ପର୍ଯ୍ୟଟନ ବିଭାଗ ମିଳିଛି । ସେହିପରି କ୍ୟାବିନେଟ୍ ମନ୍ତ୍ରୀଙ୍କ ଭିତରୁ ସୁରେଶ ପୂଜାରୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ରବି ନାରାୟଣ ନାୟକଙ୍କୁ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମିଳିଛି । 
ନିତ୍ୟାନନ୍ଦ ବଟଙ୍କୁ ସ୍କୁଲ, ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତିଙ୍କ ବିକାଶ ଦାୟିତ୍ଵ ମିଳିଛି । କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଖାଉଟି , ଖାଦ୍ୟ ଯୋଗାଣ , ବିଜ୍ଞାନ ଓ ବୈଷୟିକ ବିଭାଗର ଦାୟିତ୍ଵ ମିଳିଛି । ପୃଥ୍ଵୀରାଜ ହରିଚନ୍ଦନଙ୍କୁ ଆଇନ୍, ପୂତ୍ତ ଓ ଅବକାଶ ଦାୟିତ୍ଵ । ଏବଂ ସବୁଠାରୁ ଚର୍ଚ୍ଚିତ ସୂର୍ଯ୍ୟବଂଶୀ ସୁରଜଙ୍କୁ ଉଚ୍ଚ ଶିକ୍ଷା କ୍ରୀଡା, ଓ ଯୁବା ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଭଳି ଓଜନିଆ ପଦ ମିଳିଛି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସବୁ ମନ୍ତ୍ରୀ କେଉଁ କେଉଁ ଗୁରୁ ଦାୟିତ୍ବ ନେଇଛନ୍ତି ତାହା ଆପଣମାନେ ଜାଣିପାରିବେ ।

Advertisement