ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ଏବେ ଜିଏସଟି ଟିମ ଗୋଟି ଗୋଟି ଦୋକାନକୁ ଯାଞ୍ଚ କରୁଛି। ଆଉ ସଙ୍ଗେ ସଙ୍ଗେ ଆକ୍ସନ ମଧ୍ୟ ନେଉଛି। ଦୋକାନରେ ଦୀର୍ଘଦିନ ହେବ ଜିଏସଟି ଠକେଇ କାର୍ଯ୍ୟ ଚାଲିଥିଲା। ଗ୍ରାହକଙ୍କ ଠାରୁ ସବୁ ସାମଗ୍ରୀରେ ଜିଏସଟି ଅଧିକ ନେଉଥିଲେ।
ଦିନେ କି ଦୁଇଦିନ ନୁହେଁ ଏମିତି କାର୍ଯ୍ୟ ଦୋକାନୀ ଦୀର୍ଘଦିନ ଧରି କରି ଆସୁଥିଲେ। ଯାହାଫଳରେ ଗ୍ରାହକ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଆଉ ଏଇ ଖବର ଶୁଣିଶୁଣି ପହଞ୍ଚି ଯାଇଥିଲେ ଜିଏସଟି ଟିମର ସଦସ୍ୟ ମାନେ। ଦୋକାନରେ ପସି ଯାଞ୍ଚ କରିବା ପରେ ଦୋକାନରୁ ବାହାରିଲା ଲକ୍ଷ ଲକ୍ଷ ଟଙ୍କାର ଜିଏସଟି ଠକେଇ କାଗଜପତ୍ର। ଆଉ କିଛି ପୋଲିସ ବାବୁ ମାନେ ମଧ୍ୟ ଏହି ଚଢାଉରେ ସାମିଲ ଅଛନ୍ତି ବୋଲି ଜଣାପଡିଛି।
ତେବେ ଏବେ ପୋଲିସ ହାତରେ ଲାଗିଛି ଜିଏସଟିର ଏକ ଲମ୍ବା ଚିଠା ଯାହାକୁ ସମସ୍ତେ ଦେଖି ଚକିତ ହେଇଗଲେ। ସମ୍ବଲପୁର ଜିଏସଟିର ଏକ ବଡଧରଣର ରେଡ ଚାଲିଛି। ସହରର ଦୁଇଟି ସ୍ଥାନରେ ଚାଲିଛି ରେଡ। ତେବେ ହିନ୍ଦୁସ୍ଥାନ ପ୍ଲାଏଉଡ ଗୋଦାମ ସମେତ ମାଲିକଙ୍କ ଘରେ ମଧ୍ୟ ରେଡ କରାଯାଇଥିଲା। ତେବେ ଦୀର୍ଘଦିନ ହେଇଗଲାଣି ଜିଏସଟି ଫାଙ୍କିଥିବା ଅଭିଯୋଗରେ ରେଡ ଚାଲିଥିବା ବେଳେ ସିଟି ଜିଏସଟିର ଏଥିରେ ୩ଟି ଟିମ୍ ସାମିଲ ଅଛନ୍ତି।