ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ଏଭଳି କାମ କରନ୍ତି ଯାହା ଏହି ସମାଜ ପାଇଁ ଖରାପ ଅଟେ । ଏବେ କୁନି ଝିଅଟିଏ ଭିଡିଓ କରିଛି । ଆଉ ଏହି ଭିଡିଓରେ ସେ ଏଭଳି କିଛି କହିଛି ଯାହା ଶୁଣିଲେ ଆପଣ ବି କାନ୍ଦି ପକେଇବେ ।
ଏହି କୁନି ଝିଅଟିର ଦୁଃଖ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଖକୁ ଦୁଇ ଦୁଇଥର ଏହି କୁନି ଝିଅଟି ଦେଖା କରିବାକୁ ଯାଇଥିଲା କିନ୍ତୁ କୁନି ଝିଅଟି ମୁଖ୍ୟମନ୍ତ୍ରୀଙ୍କ ସହିତ ଦେଖା କରିପାରି ନଥିଲା । ଏହି କୁନି ଝିଅଟି ଏବେ ଭିଡିଓ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି କୁନି ଝିଅଟି ଭିଡିଓରେ କହିଛି ତାଙ୍କ ଘରକୁ ବଞ୍ଚାଇ ଦିଅନ୍ତୁ । ଏହି କୁନି ଝିଅର ଘରକୁ ଜବର ଦଖଲକାରୀ ଜୋର ଜବରଦସ୍ତ ଦଖଲ କରିଛନ୍ତି ।
ଆଉ ଏବେ ସେମାନଙ୍କୁ ସେ ଘରୁ ବାହାର କରି ଦେଇଛନ୍ତି । ତାଙ୍କର ସାହାଯ୍ୟ କେହି କରୁନାହାନ୍ତି । ଏହି କୁନି ଝିଅଟି ଏବଂ ତାର ପରିବାର ତାର ବଡ ଭଉଣୀର ଭଡା ଘରେ ରହୁଥିଲେ । କିନ୍ତୁ ତାଙ୍କୁ ଜ ଅଗଷ୍ଟ ୧୫ ତାରିଖରେ ବାହାରି ଯିବାକୁ ଘର ମାଲିକ କହିଛନ୍ତି । ଏବେ ଏହି କୁନି ଝିଅଟି ଭିଡିଓ କରି କହିଛି ମୁଖ୍ୟମନ୍ତ୍ରୀଙ୍କୁ ଏହି ବିଷୟରେ । ଝିଅଟି କହିଛି ତାର ଘରକୁ ଯବର ଦାଖଲକାରୀ ମାନେ ପଶି ଜୋର୍ ଜବରଦସ୍ତ ଦଖଲ କରି ନେଇଛନ୍ତି । ଆଉ ସେମାନଙ୍କୁ ଘରୁ ବାହାର କରି ଦେଇଛନ୍ତି । ଏବେ ତାଙ୍କୁ ତାଙ୍କ ଘର ଦିଅନ୍ତୁ ବୋଲି କୁନି ଝିଅଟି କହିଛି ।
ଏହି କୁନି ଝିଅଟିର ପରିବାର ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ ପୋଲିସ କିଛି କରୁନାହିଁ । ଏବେ ପୋଲିସ ଏହି ଘଟଣାକୁ ନେଇ ତଦନ୍ତ କରୁ ବୋଲି ସେ ଚାହୁଁଛନ୍ତି । ଏହି କୁନି ଝିଅଟି କାନ୍ଦି କାନ୍ଦି ଭିଡିଓ କରିଛି । କୁନି ଝିଅର ଦୁଃଖ ଶୁଣିବାକୁ ସେ କହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ ମଧ୍ଯ ସେ ନିରାଶ ହୋଇଛି । ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଭିଡିଓ ଦେଖି କୁନି ଝିଅଟିକୁ ନ୍ୟାୟ ଦେବେ ତ ? ଏବେ କୁନି ଝିଅର ଦୁଃଖ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଣିବେ ତ? ଏଭଳି ଅନେକ ପ୍ରଶ୍ନ ଆସୁଛି । ଦେଖାଯାଉ ଏହି ଘଟଣା ଆଗକୁ କଣ ହେଉଛି ।