May 31, 2024, 16:56 IST

ପ୍ରଧାନମନ୍ତ୍ରୀ ପାଦ ଧରି ନମସ୍କାର କଲେ ଦେଖନ୍ତୁ କଣ କହିଲେ ଏହି ମା ଜଣଙ୍କ - Exclusive

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଣ କରିଛନ୍ତି ତାହା ଜାଣିପାରିବେ ଆଉ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଖବର ଜାଣନ୍ତୁ । ଆପଣମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବା ଖବର ତ ଜାଣିଥିବେ । 
Hh
ସେ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆସିଥିଲେ । ଆଉ ସେଠାରେ ସେ ଜଣେ ବୃଦ୍ଧା ମହିଳାଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିଲେ ଯାହା ଆପଣମାନେ ଜାଣିଥିବେ ବା ଦେଖିଥିବେ । ଯେଉଁ ମନ୍ତ୍ରୀଙ୍କୁ ସାରା ଭାରତବାସୀ ନମସ୍କାର କରୁଛନ୍ତି ସେ ବୃଦ୍ଧା ମହିଳାଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ ।
ପ୍ରଧାନମନ୍ତ୍ରୀ ଏହି ବୃଦ୍ଧାଙ୍କୁ କାହିଁକି ନମସ୍କାର ହେଲେ ଏହାର କାରଣ ଜାଣନ୍ତୁ । ଏହି ବୃଦ୍ଧା ଜଣକ ଜରି କାମ କରିଥାନ୍ତି । ଆଉ ସେହି କାମ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କର ମନ କି ବାତ କାର୍ଯ୍ୟକ୍ରମ ପ୍ରଂଶସା ମଧ୍ୟ ପାଇଛନ୍ତି । ଆଉ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ଏହି ବୁଢ଼ୀ ମାଉସୀର ଇଚ୍ଛା ଥିଲା ।
Hh
ସେ କେନ୍ଦ୍ରାପଡ଼ା ସମ୍ମିଳନୀକୁ ଯାଇଥିଲେ । ସେଠାରେ ସେ ପ୍ରଧାନମନ୍ତ୍ରୀଙ୍କୁ ନମସ୍କାର ମାରିବା ସମୟରେ ପ୍ରଧାନମନ୍ତ୍ରୀ ବୃଦ୍ଧା ମହିଳାଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିଲେ । ସେତେବେଳେ ମହିଳା ଜଣଙ୍କୁ କାନ୍ଦ ଲାଗିଲା । ଏହି ମହିଳା ଜଣକ ବଡ ଭାଇ ଦୃଷ୍ଟିରୁ ତାଙ୍କ ପାଖକୁ ରାକ୍ଷୀ ପଠାଇଥିଲେ । ତାଙ୍କୁ ସେ ନମସ୍କାର କରିଲେ ତାଙ୍କୁ ବହୁତ କଷ୍ଟ ହେଲା । ସେ ବିଭିନ୍ନ ପ୍ରକାରର ହାତ ବୁଣା ପାଚିଆ, ଆସନ, ବିଛଣା, ଡାଲା, ପାପୋଛ ଆଦି କରନ୍ତି । ସେ ପ୍ରଥମେ ପଲିଶ୍ରୀ ମେଳାକୁ ଯାଇଥିଲେ ଆଉ ଏହାପରେ ତାଙ୍କ ପାଖକୁ ଲୋକମାନେ ଆସିଥିଲେ ।
ସେ ପ୍ରଧାନମନ୍ତ୍ରୀଙ୍କୁ ଦେଖି ବହୁତ ଖୁସି ଅଛନ୍ତି । ଆଉ ଯଦି ସେ ତାଙ୍କୁ ତାଙ୍କ ହାତ ତିଆରି କିଛି ଜିନିଷ ଦେଇଥାନ୍ତେ ଆହୁରି ଅଧିକ ଖୁସି ହୋଇଥାନ୍ତେ । ଏହି ବୃଦ୍ଧା ମହିଳାଙ୍କୁ ସମସ୍ତେ ପାଗେଳି ବୋଲି ଡାକନ୍ତି । ଯେତେବେଳେ ନରେନ୍ଦ୍ର ମୋଦୀ ତାଙ୍କୁ ନମସ୍କାର ହେଲେ ତାଙ୍କ ମୁଣ୍ଡ ଟିଣା ହୋଇଗଲା । ଆଉ ଏହାପରେ ସେ କଣ କହିଲେ ସେ କିଛି ଶୁଣି ନାହାଁନ୍ତି । ଏହି ବୃଦ୍ଧା ମହିଳାଙ୍କ ନାମ କମଳା ଆଉ ତାଙ୍କୁ ସ୍ନେହରେ ଓ ପାଗେଳି ବୋଲି ଡାକିଥାନ୍ତି । ଏବେ ଏହି ଖବରକୁ ନେଇ ତାଙ୍କ ଘରେ ଆଉ ସେ ବହୁତ ଖୁସି ଅଛନ୍ତି ।

Advertisement