May 17, 2024, 17:07 IST

ନିର୍ବାଚନ ଲଢ଼ିବାକୁ ସବୁଟଙ୍କା ଦେଇଦେଲେ ଏହି କୁନି ଝିଅ ଦେଖନ୍ତୁ କଣ କହିଲେ ଜନସାଧାରଣ ମାନଙ୍କୁ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ନିର୍ବାଚନକୁ ନେଇ କିଛି ଖବର ଆସିଛି ।
ଏବେ ସବୁ ଆଡେ ନିର୍ବାଚନକୁ ନେଇ ସରଗରମ ରହିଥିବା ବେଳେ ସାମ୍ନାକୁ ଆସିଛି କିଛି ଖବର । ଏବେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଭରି ଭୋଟ ପାଇଁ ଗାଁ ଗାଁ ରାଲି କରୁଛନ୍ତି । ଏବେ ନିର୍ବାଚନକୁ ନେଇ କିଛି ଖବର ଆସିଛି ।
Bb
ରାଲି ହେଉଥିବା ସମୟରେ କୁନି ଝିଅ ଜଣକ କରିଲା ଏଭଳି କାମ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି କୁନି ଝିଅ ଜଣକ କଂଗ୍ରେସ ପ୍ରାର୍ଥୀ ରାଲି କରୁଥିବା ସମୟରେ ସେଠାରେ ଛିଡ଼ା ହୋଇଥିଲେ । ଆଉ ହାତରେ କିଛି ଜିନିଷ ଧରିଥିଲେ ।
ଏହାକୁ ଦେଖି ପ୍ରାର୍ଥୀ ଜଣକ ସେହି କୁନି ଝିଅ ପାଖରେ ଗାଡ଼ି ଅଟକାଇ ଛିଡ଼ା ହେଲେ । ଏହି କୁନି ଝିଅ ହାତରେ ଏଭଳି କଣ ଧରିଥିଲା ଯେଉଁଥିପାଇଁ ନିର୍ବାଚନ ରାଲି ଚାଲିଥିବା ସମୟରେ କୁନି ଝିଅ ପାଖରେ ଅଟକି ଯାଇଥିଲେ କଂଗ୍ରେସ ପ୍ରାର୍ଥୀ । 
ଏହି କୁନି ଝିଅ ହାତରେ ଧରିଥିବା ଜିନିଷ କଂଗ୍ରେସ ପ୍ରାର୍ଥୀ ଜଣଙ୍କୁ ଦେଇଦେଲେ । ଏହି କୁନି ଝିଅଟି ନିଜ ହାତ ଖର୍ଚ୍ଚରୁ ବଞ୍ଚାଇ ରଖିଥିବା ଟଙ୍କାକୁ କଂଗ୍ରେସ ପ୍ରାର୍ଥୀଙ୍କୁ ଦେଇଦେଲା । ଏହାକୁ ଦେଖି କଂଗ୍ରେସ ପ୍ରାର୍ଥୀ ଦେବାଶିଷ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।
Hh
ଆଉ ଏହି କୁନି ଝିଅ କହିଛି ତାର ଏହି ଟଙ୍କା ସବୁ ନିଅ ଆଉ ଗରିବ ଲୋକଙ୍କ ଦୁଃଖ ଦୂର କର । ଏହି କୁନି ଝିଅର ମାନବିକତାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି କୁନି ଝିଅ ଦିବ୍ୟାଂଶି ପ୍ରଧାନ । କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ବଅଁରା ପଞ୍ଚାୟତ ବଅଁରା ଗାଁର ଏହି ଦୃଶ୍ୟ ।
ଏହି ଗ୍ରାମର ତୋଫାନ ପ୍ରଧାନଙ୍କ ଝିଅ ଦିବ୍ୟାଂଶି ପ୍ରଧାନ । ଯାହାଙ୍କ ବୟସ ହେଉଛି ମାତ୍ର ୮ ବର୍ଷ । ତାଙ୍କୁ ହାତ ଚିହ୍ନ ବହୁତ ଭଲ ଲାଗେ । ଆଉ ସେ ନିର୍ବାଚନ ରାଲି ଚାଲୁଥିବା ବେଳେ ତାଙ୍କୁ ତାଙ୍କ ସଂଚିତ ଧନ ଦେଇଥିଲେ । ଆଉ ଏଥିପାଇଁ ଏହି ଝିଅର ପରିବାର ବହୁତ ଖୁସି ଅଛନ୍ତି ।
ଝିଅଟି କଂଗ୍ରେସ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକଙ୍କ ହାତକୁ ଏହି ଟଙ୍କା ଦେଇ ଗରିବ ଲୋକଙ୍କ ସେବା କରିବାକୁ କହିଥିଲେ । ସତରେ ଦ୍ଵିତୀୟ ଶ୍ରେଣୀରେ ପାଠ ପଢୁଥିବା ଏହି କୁନି ଝିଅର ମାନସିକତାକୁ ନେଇ ଆଜି ସବୁଠି ଚର୍ଚ୍ଚା ହେଉଛି । ଏହାକୁ ଦେଖି ଭାବବିହ୍ୱଳ ହୋଇ ପଡ଼ିଥିଲେ ପ୍ରାର୍ଥୀ ଜଣକ ।

Advertisement