Jul 23, 2024, 18:10 IST

ପ୍ରଥମ ଦିନରୁ ଗର୍ଜିଲେ ସୋଫିଆ ଫିର୍ଦୋଶ ଦେଖନ୍ତୁ କଣ କହିଲେ ସିଧା ସିଧା

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏବେ ବିଧାନସଭାରେ କଣ ସବୁ ହେଉଛି ତାହା ବିଷୟରେ ବା ତାହାକୁ ନେଇ ଆସୁଥିବା ଖବର ସବୁ ଜାଣିପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ବିଧାନସଭା ପ୍ରାର୍ଥୀନୀ ସୋଫିଆ ଫିରଦୋଷ କଣ ସବୁ କହିଛନ୍ତି ସେହି ବିଷୟରେ ଜାଣିପାରିବେ ।
Bh
ଆପଣମାନେ ସମସ୍ତେ ତ ଏହି ମହିଳା ସୋଫିଆ ଫିରଦୋଷଙ୍କୁ ଜାଣିଥିବେ । ଏହି ମହିଳା ଜଣକ ସବୁବେଳେ ତାଙ୍କ କାମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସେ ସବୁବେଳେ ତାଙ୍କ କାମ ଆଉ ରାଜନୀତିକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ଆପଣମାନେ ସେ ରାଜନୀତିକୁ ନେଇଥିବା କଥା ବିଷୟରେ ଜାଣିପାରିବେ । ନିର୍ବାଚନ ପରେ ଏହା ପ୍ରଥମ ସଭା ହୋଇଥିଲା । ଆଉ ନିର୍ବାଚନ ପରେ ବିଧାନସଭାରେ ହୋଇଥିବା ପ୍ରଥମ ସଭାରେ କଂଗ୍ରେସ ଦଳର ବିଧାନସଭା ପ୍ରାର୍ଥୀନୀ ସୋଫିଆ ଫିରଦୋଷ ତାଙ୍କ ଭାଷଣରେ କିଛି କଥା କହିଛନ୍ତି ।
Hh
ସୋଫିଆ ଫିରଦୋଷ କଂଗ୍ରେସ ଦଳର ନେତ୍ରୀ ଅଟନ୍ତି । ସେ ବିଧାନସଭା ଆସି ତାଙ୍କ ଆକ୍ସନ ଦେଖାଇଛନ୍ତି । ଆଉ ଅନେକ କିଛି କଥା କହିଛନ୍ତି । ଆପଣମାନେ ସମସ୍ତେ ତ ଜାଣିଥିବେ ରାଜ୍ୟପାଳଙ୍କ ପୁଅଙ୍କ ବିଷୟରେ । ରାଜ୍ୟପାଳଙ୍କ ପୁଅ ଜଣେ ବ୍ୟକ୍ତିଙ୍କ ସହିତ ଏଭଳି ବ୍ୟବହାର କରିଛନ୍ତି ଯାହା ଆଇନ୍ ବିରୁଦ୍ଧ ଅଟେ । ଆଇନ୍ ସମସ୍ତଙ୍କ ପାଇଁ ସମାନ ଅଟେ । ଆଉ ଏବେ ଏହି କଥାକୁ ନେଇ ସୋଫିଆ ଫିରଦୋଷ କିଛି କଥା କହିଛନ୍ତି । କଂଗ୍ରେସ ଦଳର ବିଧାୟିକା ଏବେ ଚର୍ଚ୍ଚାରେ ରହିଛନ୍ତି । 
ସେ କହିଛନ୍ତି କଂଗ୍ରେସ ଦଳ ଏବେ ଅପେକ୍ଷା କରିଛି ସବୁ କିଛି ଠିକ୍ ହେବାକୁ । ଆଉ ଏହା ଠିକ୍ ହେବ ବୋଲି ସମସ୍ତେ ଆଶା କରୁଛନ୍ତି । ଆଉ ଏହି ଘଟଣାର ତଦନ୍ତ ହେଉ ବୋଲି ସମସ୍ତେ ଚାହୁଁଛନ୍ତି । ଏହି ଘଟଣାର ତଦନ୍ତ ହେବା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ । ଆଉ ସତ ସାମ୍ନାକୁ ଆସିଲେ ଅନେକ କିଛି କଥା ଜଣାପଡ଼ିବ । ଏବେ ପ୍ରଥମ ଦିନରେ ସୋଫିଆ ଫିରଦୋଷ ଏହି କଥା ସବୁ କହି ଚର୍ଚ୍ଚାକୁ ଆସିଛନ୍ତି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

Advertisement