Jul 9, 2024, 18:42 IST

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗାମୀ ପ୍ଲାନ୍ ବିଷୟରେ କହିଲେ ରବି ଦାସ ଦେଖନ୍ତୁ କଣ କହିଲେ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ବିଜେଡି ଦଳକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଏବେ ବିଜେଡି ଦଳ ଏବଂ ନବୀନ ସରକାରଙ୍କୁ ନେଇ ବରିଷ୍ଠ ସାମ୍ବାଦିକ ରବି ଦାସ କିଛି କଥା କହିଛନ୍ତି । ସେ ଅନେକ କିଛି କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ସାଂଗଠନିକ ଦଳର ପୁନର୍ଗଠନ ହେବାକୁ ଏବେ ସୂଚନା ଜିପ୍ଆସିଛି । 
Hh
ଓଡ଼ିଶାରେ ୨୪ ବର୍ଷ ହେଲା ବିଜେଡି ସରକାର ଶାସନ କରୁଥିଲା । ଆଉ ଏବେ ଓଡ଼ିଶାରେ ବିଜେପି ସରକାର ଶାସନ କରୁଛି । ବିଜେପି ସରକାର ଶାସନ ଭାରକୁ ଆସିବା ପରେ ବିଜେଡି ଦଳ ବିରୋଧୀ ଦଳ ହୋଇଯାଇଛି । କେହି ବି ଭାବିନଥିଲେ କି ଓଡ଼ିଶାର ବିଜେଡି ଦଳ ହରିଯାଇ ବିଜେପି ଦଳ ଆସି ଶାସନ କରିବ କିନ୍ତୁ ତାହା ହିଁ ହେଲା । ବିଜେଡି ଦଳର ପରାଜୟ କାହିଁକି ହେଲା ଆଉ ଏବେ ବିଜେଡି ଦଳ ବିରୋଧୀ ଦଳ ହୋଇଛି ଏନେଇ ସବୁ ପ୍ରକାରର ସୂଚନା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ ।
Gh
ଏବେ ସବୁ ସ୍ତରରେ ଦଳର ପୁନର୍ଗଠନ ହେବାକୁ ଯାଉଛି । ସଙ୍ଗଠନ ସ୍ତରରେ କିଏ ମିଡ଼ିଆ ସହିତ କଥା ହେବ ଜାତୀୟ ସ୍ତରରେ, ରାଜ୍ୟ ସ୍ତରରେ ଏବଂ ସାମାଜିକ ସ୍ତରରେ କେଉଁମାନେ କହିବେ ନାହିଁ ଏନେଇ ନବୀନ ସରକାର ସୂଚନା ଦେଇଛନ୍ତି । ଏହି କେତେଜଣଙ୍କ ଛଡ଼ା ମିଡିଆରେ ଆଉ କେହି କିଛି କହିବେ ନାହିଁ । ଏହା କରିଲେ ଦଳର ବିଶୃଙ୍ଖଳା ଆଉ ବାହାରକୁ ଆସିବେ ନାହିଁ । ଗତକାଲି ବିଜେଡି ଦଳ ରାଜନୀତିକ ସଚିବ ନିଯୁକ୍ତ କରିଛନ୍ତି । ସେ ରାଜନୀତିରେ ଥିବା ପୁରୁଖା ଲୋକ ନୁହଁନ୍ତି ସେ ବ୍ୟବସାୟିକ ଲୋକ ।
ବିଜେଡି ଦଳ ହେଉଛି ଆଞ୍ଚଳିକ ଦଳ । ନବୀନ ପଟ୍ଟନାୟକଙ୍କ ନିଜର ବ୍ୟକ୍ତିଗତ ବିଶ୍ବାସ ଅଛି ଆଉ ଏହି ବିଶ୍ଵାସରେ ସେ ସବୁକିଛି କରିଛନ୍ତି । ବିଜେଡି ଦଳର ରାଜନୀତିକ ସଚିବଙ୍କ ଉପରେ ନବୀନ ସରକାରଙ୍କ ବିଶ୍ବାସ ରହିଛି । ସେ ଦଳର ସମ୍ପାଦିକ ନୁହଁନ୍ତି ସେ ନବୀନ ପଟ୍ଟନାୟକଙ୍କ ସମ୍ପାଦିକ । ଏବେ ସବୁ ବର୍ଗର ପୁନର୍ଗଠନ ହେବ ଆଉ ସେତେବେଳେ ବବି ଦାସ ସମ୍ପାଦିକ ରହୁଛନ୍ତି ନା ନାହିଁ ଏନେଇ ଆସୁଛି ଖବର । ଏବେ ବିଜେଡି ଦଳର ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହେଲେ ଅନେକ କିଛି କଥା ସାମ୍ନାକୁ ଆସିବ ।

Advertisement