Jun 9, 2024, 18:11 IST

ରଥ କାମର ସବୁ ରହସ୍ୟ ଖୋଲି କହିଦେଲେ ନିଜେ ମହାରଣା ଦେଖନ୍ତୁ କଣ କହିଲେ

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟୁଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। କିନ୍ତୁ ଏବେ ସବୁସୁବିଧା ଧିରେ ଧିରେ ଦେଖିବାକୁ ମିଳୁଛି।
Hh
ରଥଯାତ୍ରା ଧିରେ ଧିରେ ପାଖି ଆସିଲାଣି। ସେଥିପାଇଁ ଏବେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ଦେଖିବାକୁ ମିଳିଛି। ବନ୍ଧୁଗଣ ମହାରଣାଙ୍କ କହିବା ଅନୁସାରେ ସରିବାକୁ ଲାଗିଛି ରଥ କାମ। ଆଉ କିଛି ଅଳ୍ପ କାମ ବାକି ରହିଛି। ତିନିରଥ ପାଞ୍ଚଦଣ୍ଡା ଚଉପାଟ କାର୍ଯ୍ୟ ଜାରୀ ରହିଛି। ତିନିରଥ ପାଞ୍ଚଦଣ୍ଡା ଚଉପାଟ କାର୍ଯ୍ୟ ଶେଷ ହେବା ପରେ ତିନିରଥ ଗର୍ଗରା ଏବଂ ନାହାକା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିସହ ଆଜି କରକି ସେବକ ମାନେ ନନ୍ଦିଘୋଷ ରଥର ପୋଲଗୟଳ ଚିରଟ ପାଇଁ ୪୦ ଫୁଟିଆ ପୋଲଗୟଳ କାଠର ଗୋଟିଏ ପାର୍ଶ୍ଵ ଚାଞ୍ଛି ସମତଳ କରିଛନ୍ତି। 
ଅନ୍ୟ ପାର୍ଶ୍ଵ ସମତଳ କାର୍ଯ୍ୟ ଶେଷ ପରେ ଚିରଟ କାର୍ଯ୍ୟ ଆରମ୍ଭ ହେବ। ରୂପକାର ସେବକ ମାନେ ତିନିରଥର କୋଣଗୁଜରେ ରୂପକ ଗୁଡ଼ିକର ପଲିସି କାର୍ଯ୍ୟ ଜାରି ରଖିଛନ୍ତି। ଦଳବେଦି ଅସ୍ଥାୟୀ କମାର ଶାଳରେ ମଛା ସେବକ ମାନେ ଦଣ୍ଡା କଣ୍ଟା, ଗର୍ଗରା କଣ୍ଟା ଶେଷ କଲା ପରେ ଗୟଳ କଣ୍ଟା ଏବଂ ଭୁଇଁ କଣ୍ଟା ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ସେବକ ମାନେ ଜନ୍ତାଗାଡ କାର୍ଯ୍ୟ ଶେଷ ହେଇଥିବାରୁ ଜନ୍ତାଗାଡରେ ମାଟି ପକାଇ ଜନ୍ତାଗାଡ ବନ୍ଦ କରିଛନ୍ତି।

Advertisement