Updated: Jun 26, 2024, 18:58 IST

ରାମ ମନ୍ଦିର ଛାତରୁ ପାଣି ଗଳିବାର ସାଙ୍ଘାତିକ ସତ ଦେଖନ୍ତୁ ଶେଷରେ ମୁଁହ ଖୋଲିଲେ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏକ ସାଙ୍ଘାତିକ ସତ ବିଷୟରେ ଜାଣିପାରିବେ । ଅଯୋଧ୍ୟା ରାମ ମନ୍ଦିରକୁ ନେଇ କିଛି ଖବର ଆସିଛି । ଅଯୋଧ୍ୟା ରାମ ମନ୍ଦିର ଏବେ ହେଉ ହେଉ ଛାତରୁ ପାଣି ଗଡୁଛି ବୋଲି ଖବର ଆସିଛି । ଏହାର କାରଣ ଆଉ ପ୍ରକୃତ ସତ କଣ ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
Gh
ଏବେ ସାମ୍ନାକୁ ଆସିଲା ବଡ ସତ । ରାମ ମନ୍ଦିର ଛାତରୁ କାହିଁକି ଗଳୁଛି ପାଣି । ଏହାର କାରଣ କହିଲେ ମନ୍ଦିର ନିର୍ମାଣ କରିଥିବା ସମିତି ଅଧ୍ୟକ୍ଷ । ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରୁ ପାଣି ଗଳୁଛି । ଭବ୍ୟ ରାମ ମନ୍ଦିରର ଗର୍ଭ ଗୃହରୁ ପାଣି ଗଳୁଛି । ଗର୍ଭ ଗୃହରେ ମନ୍ଦିର ଛାତରୁ ପାଣି ଗଳିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ଦିରର ପୂଜକ ସତେନ୍ଦ୍ର ଦାସ । ଗତ ଶନିବାର ଦିନ ରାତିରେ ଅଯୋଧ୍ୟାରେ ପ୍ରବଳ ବର୍ଷା ହୋଇଥିଲା । ଏହି ବର୍ଷାରେ ପ୍ରଭୁ ରାମଲାଲାଙ୍କ ଜଳ ମଗ୍ନ ହୋଇ ଯାଇଥିଲା । 
Bb
ଆଚାର୍ଯ୍ୟ ସତେନ୍ଦ୍ର ଦାଶ ଏନେଇ ଅନେକ କଥା କହିଛନ୍ତି । ସକାଳେ ରାମଲାଲାଙ୍କ ପୂଜା ପାଇଁ ଯିବା ବେଳେ ଏଭଳି ଦେଖିବାକୁ ମିଳିଥିଲା । ସବୁଆଡ଼େ ଜଳ ମଗ୍ନ ହୋଇ ଯାଇଥିଲା । ଗର୍ଭ ଗୃହରେ ପାଣି ଭର୍ତ୍ତି ହୋଇ ଯାଇଥିଲା । ପ୍ରଥମ ବର୍ଷାରେ ମନ୍ଦିରର ଏଭଳି ଅବସ୍ଥା ହୋଇଥିବା ବେଳେ ଆଗକୁ ହେବାକୁ ଥିବା ବର୍ଷାରେ ମନ୍ଦିରର ଅବସ୍ଥା କଣ ହେବ ତାହା କହିଥିଲେ ଆଚାର୍ଯ୍ୟ ସତେନ୍ଦ୍ର ଦାଶ । ଅନେକ ବିଜ୍ଞ ଇଞ୍ଜିନିୟର ଆଉ କୁଶଳ କର୍ମଚାରୀ ମନ୍ଦିର ନିର୍ମାଣରେ ଲାଗିଥିଲେ । ଆଉ ଏଭଳି ଭୁଲ କିପରି ହେଲା ।
ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସୁଛି । ନିର୍ମାଣ ସମିତି ଅଧ୍ୟକ୍ଷ କହିଛନ୍ତି ମନ୍ଦିରର ଦ୍ଵିତୀୟ ମହଲା କାମ ବାକି ଅଛି । ଦ୍ଵିତୀୟ ମହଲା ଛାତ ପଡିବା ପରେ ହିଁ ଆଉ ମନ୍ଦିରରେ ପାଣି ପଡ଼ିବ ନାହିଁ । ଅସ୍ଥାୟୀ ରୂପେ ଏହି ଛାତ ପକାଯାଇଛି । ଗର୍ଭ ଗୃହରେ ପ୍ରଭୁଙ୍କ ସ୍ନାନ ଜଳ ରହିଥାଏ । ମନ୍ଦିରର ବାମ ଆଉ ଡାହାଣ ପାର୍ଶ୍ଵ ଖୋଲା ରହିଛି । ମନ୍ଦିରରେ ବର୍ଷାର ଛିଟା ପଡ଼ିଥିବ ବୋଲି ସେ କହିଛନ୍ତି । ମନ୍ଦିରରେ ପାଣି ଗଳିବା କଥାକୁ ସେ ବିଶ୍ବାସ କରି ପାରୁନାହାନ୍ତି ବୋଲି କହିଛନ୍ତି । ଏଭଳି ଅନେକ କିଛି ଉପାୟ କରାଯାଇଛି ।

Advertisement