Jun 22, 2024, 16:58 IST

ପ୍ରେମିକ ଶହ ମିଶି ଭଉଣୀ ଭାଇ ବିରୁଦ୍ଧରେ କଲା ମାଷ୍ଟର ପ୍ଲାନ୍ ଦେଖନ୍ତୁ ଟଙ୍କା ଲୁଟିବାକୁ କରିଥିଲେ ଏମିତି ଷଡ଼ଯନ୍ତ୍ର

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏକ ଅପହରଣ ଖବର ପାଇପାରିବେ । ଜଣେ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ କଲ୍ କରିଥିଲା । ଏହି ଦୁର୍ବୃତ୍ତ ଜଣକ ଏହି ବ୍ୟକ୍ତି ଜଣଙ୍କର ଭଉଣୀକୁ ଅପହରଣ କରି ନେଇଥିଲେ । ଆଉ ଏହାପରେ ତାଙ୍କୁ ଅପହରଣ କରି ବ୍ଲାକମେଲ କରୁଥିଲା । 
Gg
ଏହି ବ୍ଲାକମେଲର ଜଣକ ବ୍ୟକ୍ତିଙ୍କ ପାଖକୁ କଲ୍ କରି ତାଙ୍କ ଭଉଣୀକୁ ଉଠାଇ ନେଇଛି ବୋଲି କହିଥିଲା । ଆଉ ତାଙ୍କ ଭଉଣୀଙ୍କୁ ପାଇବାକୁ ହେଲେ ତାଙ୍କୁ ଏକ କୋଟି ଟଙ୍କା ମାଗିଥିଲେ । ଏହି ଦୁର୍ବୃତ୍ତ ଜଣକ ଏହି ବ୍ୟକ୍ତି ଜଣଙ୍କର ସବୁ ଡାଟା ତାଙ୍କ ପାଖରେ ରଖିଥିଲେ । ଆଉ ଏହାପରେ ତାଙ୍କ ଭଉଣୀକୁ ସେ ଅପହରଣ କରିଥିଲେ । ସେ ତାଙ୍କ ଭଉଣୀକୁ ରାସ୍ତାରୁ ଉଠାଇ ନେଇଥିଲେ । ଏହି ବ୍ୟକ୍ତି ଜଣଙ୍କର ଟଙ୍କା ପ୍ରବଳ ଅଛି ବୋଲି ଏହି ଅପହରଣକାରୀ ଜାଣିଥିଲେ । ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ କେତେ ଟଙ୍କା ଅଛି କଣ ସବୁ କିଛି ତାଙ୍କ ପାଖରେ ଖବର ଥିଲା । 
Vv
ଏହି ଅପହରଣକାରୀ ଜଣକ ଅପହରଣ କରିବା ଜଣକ ସବୁ ଡାଟା ଆଣି ସାରିବା ପରେ ବ୍ୟକ୍ତି ଜଣଙ୍କର ଭଉଣୀକୁ ଅପହରଣ କରିଲା । ଆଉ ଏହାପରେ ତାଙ୍କୁ ବ୍ଲାକମେଲ କରିଲା । ଏହି ବ୍ୟକ୍ତି ଜଣକ ପାଖକୁ ଫୋନ କରି ସେ ତାଙ୍କ ଭଉଣୀକୁ ଉଠାଇ ନେଇଛି ବୋଲି କହିବା ପରେ ସେ ତାଙ୍କ ଭଉଣୀ ସହିତ କଥା ମଧ୍ୟ ହେଲେ । ଏହି ଅପହରଣକାରୀ ଜଣକ ଜାଣିଥିଲେ କି ଏହି ବ୍ୟକ୍ତି ଜଣଙ୍କର ବିଜନେସ ଅଛି । ଆଉ ସେ ଜୟପୁର ଅଞ୍ଚଳର ଜଣେ ବଡ ଲୋକ । ଏହାପରେ ସେ ତାଙ୍କୁ ସେହି କଥା କହିଥିଲା ।
ଏହି ବ୍ୟକ୍ତି ଜଣକ ତାଙ୍କ ଭଉଣୀକୁ ପାଇବା ପାଇଁ ଏକ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ହୋଇଥିଲେ । ଅପହରଣକାରୀ ଜଣକ ତାଙ୍କ ଆକାଉଣ୍ଟ ନମ୍ବର ଦେବା ସହ ଟଙ୍କା ଆସି ସାରିଲେ ସେ ତାଙ୍କ ଭଉଣୀକୁ ଛାଡିବେ ବୋଲି କହିଥିଲେ । ଏହି ଘଟଣା ଜଣେ ଭୁବନେଶ୍ୱର ସହରର ବାସିନ୍ଦାଙ୍କ ସହିତ ଘଟିଛି । ଏହି ଅପହରଣକାରୀ ଜଣକ ହିନ୍ଦୀ ଭାଷାରେ କଥା ହେଉଛନ୍ତି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେବା ସହିତ ଅନେକ କଥା ସାମ୍ନାକୁ ଆସୁଛି । ଦେଖାଯାଉ ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି ।

Advertisement