ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ସରକାର ମହିଳାମାନଙ୍କ ଉନ୍ନତି ପାଇଁ ଏକ ଯୋଜନା ଆରମ୍ଭ କରିଛନ୍ତି । ଆପଣମାନେ ସୁଭଦ୍ରା ଯୋଜନା ବିଷୟରେ ଜାଣିପାରିବେ । ମୋଦୀ ସରକାରଙ୍କ ତରଫରୁ ଆସିଛି ନୂଆ ଯୋଜନା ଆଉ ଏହି ଯୋଜନା ବିଷୟରେ ଆପଣମାନେ ତ ଜାଣିଥିବେ । ମୋଦୀ ସରକାର ସୁଭଦ୍ରା ଯୋଜନା ବାହାର କରିଛନ୍ତି । ଏହି ଯୋଜନା ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ ।
ସୁଭଦ୍ରା ଯୋଜନାରେ ବିବାହିତା ମହିଳାମାନେ ୫୦ ହଜାର ଟଙ୍କାର ଇ ଭାଉଚର ପାଇପାରିବେ । ଆଉ ଏହା ଅନଲାଇନ୍ କିମ୍ବା ଅଫଲାଇନରେ ଏହି ଯୋଜନା ଆପଣ ଆବେଦନ କରିବେ ତାହା ମଧ୍ୟ ଜାଣି ନିଅନ୍ତୁ । ଆବେଦନ ପାଇଁ କେଉଁ ସବୁ ଦସ୍ତାବିଜ୍ ଦରକାର ଏବଂ ଏହାସହ କେଉଁମାନେ ଆବେଦନ କରିପାରିବେ ଏବଂ ପରିବାରର କେତେଜଣ ସଦସ୍ୟ ଏହା ଆବେଦନ କରିପାରିବେ । କେତୋଟି କିସ୍ତିରେ ଆପଣ ଟଙ୍କା ପାଇପାରିବେ, ଟଙ୍କା ସୁଝିବେ କି ନାହିଁ ଆଉ ସୁଧ ଦେବାକୁ ପଡ଼ିବ କି ନାହିଁ ଏହିସବୁ କଥା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ।
ଓଡ଼ିଶାରେ ମୋଦୀ ସରକାର ଆସିବା ପରେ ସୁଭଦ୍ରା ଯୋଜନା ଆସିଛି । ଅନଲାଇନରେ ଆପଣ ଆବେଦନ କରିପାରିବେ । ଜୁନ ୧୦ ତାରିଖ ପରେ ଏହା ଲାଗୁ ହେବ ବୋଲି ଜଣାପଡିଛି । ପ୍ରତିବର୍ଷ ଦୁଇଟି କିସ୍ତିରେ ୫୦ ହଜାର ଟଙ୍କା ଦିଆଯିବ । ଆଉ ଏହି ଟଙ୍କା ସୁଝିବାକୁ ପଡ଼ିବ । ବିଜେପି ସରକାର ଏହି ଯୋଜନା ବାହାର କରିଛନ୍ତି । ଆପଣଙ୍କୁ ଗୋଟିଏ ପେପରରେ ଆପଣଙ୍କର ତଥ୍ୟ ଦେବାକୁ ପଡ଼ିବ । ଓଡ଼ିଶାର ବିବାହିତ ମହିଳାମାନେ ଏହାର ଲାଭ ଉଠାଇପାରିବେ । ଘରର ଜଣେ ମହିଳାଙ୍କୁ ଏହି ସେବା ମିଳିବ । ଆପଣଙ୍କୁ ଏହି ଟଙ୍କା ପାଇଁ କୌଣସି ସୁଧ ପଡ଼ିବ ନାହିଁ ।
ମୋଦୀ ସରକାରଙ୍କ ଦ୍ଵାରା ବଡ ପଦକ୍ଷେପ ଦେଖାଯାଇଛି । ଅଫଲାଇନରେ ଆପଣଙ୍କ ସବୁ ତଥ୍ୟ ଦେବାକୁ ପଡ଼ିବ । ଓଡ଼ିଶାର ଲୋକ ହୋଇଥିଲେ ଏହା ଆବେଦନ କରିପାରିବେ । ରାସନ୍ କାର୍ଡର ମୁରବିଙ୍କୁ ଏହି ଯୋଜନା ମିଳିବ । ବୟସ ସୀମା ୨୩ ରୁ ୬୦ ବର୍ଷ । ଯେଉଁମାନେ ଅଙ୍ଗନୱାଡ଼ି ଚାକିରୀ କରୁଛନ୍ତି ସେମାନେ ଅଧିକ ଇ ଭାଉଚର ପାଇପାରିବେ । ବିବାହିତା ହୋଇଥିଲେ ଏହି ସେବା ମିଳିବ । ଗୋଟିଏ ରାସନ୍ କାର୍ଡରେ ଜଣଙ୍କୁ ଏହି ସେବା ମିଳିବ । ଆଧାର କାର୍ଡ, ବ୍ୟାଙ୍କ୍ ଆକାଉଣ୍ଟ ତଥ୍ୟ, ଠିକଣା, ମୋବାଇଲ୍ ନମ୍ବର, ପାସପୋର୍ଟ ସାଇଜ ଫଟୋ, ଇନକମ୍ ସାର୍ଟିଫିକେଟ, ରାସନ୍ କାର୍ଡ ଏହିସବୁ ଦସ୍ତାବିଜ୍ ଦରକାର ।