Jun 26, 2024, 17:43 IST

ଜୁଲାଇ ମାସରୁ ହେବାକୁ ଯାଉଚି ବଡ଼ ପରିବର୍ତ୍ତନ ଦେଖନ୍ତୁ କଣ କଣରେ ଆସିବ ନୂଆ ବଡ଼ ନିୟମ

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ଜୁଲାଇ ୧ରୁ ଆସୁଛି ନୂଆ ନିୟମ। ଏବେ ପୁଣିଥରେ ସିମ କାର୍ଡ ସହିତ ସମ୍ବନ୍ଧିତ ନିୟମ ବଦକିବାକୁ ଯାଉଛି। ମୋବାଇଲ ନମ୍ବର କୋଟାବିଲେଟି ନିୟମରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। 
Bb
ସିମ କାର୍ଡ ଚୋରୀ କିମ୍ବା ଡ୍ୟାମେଜ୍ ହେବ ପରିସ୍ଥିତିରେ ଏବେ ଆପଣଙ୍କୁ ଟିକେ ଅପେକ୍ଷା କରିବାକୁ ପଡ଼ିବ। ପୂର୍ବରୁ ସିମ କାର୍ଡ ଚୋରୀ କିମ୍ବା ଡ୍ୟାମେଜ୍ ହେବା ପରେ ସିମ କାର୍ଡ ସଙ୍ଗେ ସଙ୍ଗେ ମିଳିଯାଉଥିଲା। କିନ୍ତୁ ଏବେ ଏହାକୁ ଲକ୍ଷରେ ରଖି ବୃଦ୍ଧି କରାଯାଇଛି।ଏବେ ୟୁଜରଙ୍କୁ ଅତିକମରେ ୭ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଏହାପରେ ଯାଇ ମିଳିପାରିବ ସିମ କାର୍ଡ। ଯାହା ଏହି ଏମଏଣ୍ଟି ନିୟମରେ ପରିବର୍ତ୍ତନ ପରେ ଲାଗୁ କରାଯାଇଛି। 
Hh
ବନ୍ଧୁଗଣ ପ୍ରକୃତରେ କହିବାକୁ ଗଲେ ଟ୍ରାମି ତରଫରୁ ଏହି ନିଷ୍ପତି ନିଆଯାଇଛି। କାରଣ ଫ୍ଲଟ ରୋକିବା ପାଇଁ କିଛି ଏଭଳି ନିଷ୍ପତି ନିଆଯାଇଛି। ଆଉ ଅନେକ ମାମଲାରେ ସାମ୍ନାକୁ ଆସୁଥିଲା ଯେ, ଥରେ ସିମ୍ କାର୍ଡ ଚୋରୀ ହେବା ମାମଲାରେ କୌଣସି ଅନ୍ୟ ସିମ କାର୍ଡର ଯଦି ନମ୍ବରକୁ ଆକ୍ଟିଭେଟ କରାଯାଏ। ଆଉ ଏହାପରେ ଅନ୍ୟ ଘଟଣାକୁ ସଫଳ କରି ଦିଅନ୍ତି ଠକ। ହେଲେ ବର୍ତ୍ତମାନ ଏଭଳି ଅନଲାଇନ୍ ଠକେଇକୁ ରୋକିବା ପାଇଁ ଏଭଳି ନିଷ୍ପତି ନିଆଯାଇଛି। 
ଏହାକୁ ନେଟ୍ରାୟଟ ପକ୍ଷରୁ ମାର୍ଚ୍ଚ ମାସରେ ନୋଟିଫିକେସନ୍ ମଧ୍ୟ ଜାରି କରାଯାଇଥିଲା। ତେବେ ସିମ ସ୍ୱାପିଂର ଅର୍ଥ ହେଲା ଗୋଟିଏ ନମ୍ବରକୁ ଅନ୍ୟ ସିମ କାର୍ଡରେ ଆକ୍ଟିଭ୍ କରାଇଦେବା। ତେବେ ଏମିତି ଘଟଣା ଦ୍ରୁତ ମାତ୍ରାରେ ବଢିବାରେ ଲାଗିଛି। ଯେତେବେଳେ ଅନ୍ୟ କୌଣସି ସିମ କାର୍ଡରେ ସିମ ନମ୍ବରକୁ ୟୁଜ କରାଯାଉଛି ଆଉ ଏମିତି ଘଟଣାରୁ ରକ୍ଷା ପାଇବା ପାଇଁ ସିମ ସ୍ୱାପିଂ ବୃଦ୍ଧି ପାଇଁ ନିଷ୍ପତି ନିଆଯାଇଥିଲା।

Advertisement