ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଆପଣମାନେ ସମସ୍ତେ ତ ଆଜିକାଲି ଦୁନିଆରେ ସବୁ ଘଟଣା ଜାଣି ପାରୁଛନ୍ତି । ଏବେ ଆପଣମାନେ ସିମକୁ ନେଇ ଆସିଥିବା ଖବର ସବୁ ଜାଣି ପାରୁଛନ୍ତି । ଲୋକମାନେ ଏୟାରଟେଲ, ଜିଓ ଏବଂ ଭୋଡାଫୋନ୍ ଏବଂ ବିଏସନାଲ ସିମ ବ୍ୟବହାର କରୁଛନ୍ତି । ଏବେ ଗ୍ରାହକଙ୍କ ପାଇଁ କିଛି ଖବର ଆସିଛି । ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
ଏବେ BSNL ଗ୍ରାହକ ମାନଙ୍କ ପାଇଁ ଅନେକ ଅଫର୍ ଆଣୁଛି । ଲୋକମାନେ ଏବେ BSNL ପ୍ରତି ଆକୃଷ୍ଟ ହୋଇ ପଡିଛନ୍ତି । ଏବେ କିଛି ଖବର ଆସିଛି ଏହାକୁ ନେଇ । ଏବେ ମୋବାଇଲ କମ୍ପାନୀଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଛି । ଏବେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଆଣୁଛନ୍ତି ନୂଆ ନୂଆ ପ୍ଲାନ୍ । ଏବେ ପୁଣି ଜିଓ, ଏୟାରଟେଲର ଚିନ୍ତା ବଢିଲା ବିଏସଏନଏଲ ।ବିଏସଏନଏଲ ଏବେ ଆଣିଛି ୧୮୪ ଟଙ୍କିଆ ପ୍ଲାନ୍ ।
ଆଉ ଏହି ପ୍ଲାନକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏବେ ଗ୍ରାହକଙ୍କ ମନ କିଣିଛି ୧୮୪ ଟଙ୍କିଆ ପ୍ଲାନ୍ । ଏବେ ଟେଲିକମ କମ୍ପାନୀମାନେ ପରସ୍ପର ସହ ଟକ୍କର ଦେଇ ବିଭିନ୍ନ ପ୍ରକାରର ପ୍ଲାନ୍ ଆଣୁଛନ୍ତି । ଗ୍ରାହକଙ୍କୁ ନିଜ ଆଡକୁ ଟାଣିବାକୁ ଅନେକ ଦମଦାର ଆଉ ଶସ୍ତା ପ୍ଲାନ୍ ଆଣୁଛନ୍ତି । ଏହି ଭିଡ ଭିତରେ ବିଏସଏନଏଲ ବି ରହିଛି । ଆପଣମାନେ ଏହି ୧୮୪ ଟଙ୍କିଆ ପ୍ଲାନ୍ ଭିତରେ ଅନ ଲିମିଟେଡ କଥାର ଫାଇଦା ପାଇବେ । ଆପଣମାନେ ୨୮ ଦିନ ପାଇଁ ପ୍ରତିଦିନ ୧ ଯିବି ଡାଟା ପାଇବେ । ଆଉ ଏହାସହ ପ୍ରତିଦିନ ୧୦୦ ମେସେଜ ମଧ୍ୟ ପାଇବେ ।
ଏହି ରିଚାର୍ଜ୍ ପ୍ଲାନ୍ ସହିତ ଆପଣମାନେ ବିଏସଏନଏଲ ଟ୍ୟୁନ ପାଇବେ । ଆପଣମାନେ ଏହା ମାଗଣାରେ ପାଇବେ । ଯଦି ଆପଣମାନେ ଶସ୍ତା ଆଉ ସୁନ୍ଦର ପ୍ଲାନ୍ ରିଚାର୍ଜ କରିବାକୁ ଚାହୁଁଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ବହୁତ ଭଲ ଅଟେ । ବିଏସଏନଏଲ ୧୧୮ ଟଙ୍କିଆ ପ୍ଲାନ୍ ମଧ୍ୟ ଆଣିଛି ଯାହାର ସମୟ ଅବଧି ହେଉଛି ୨୦ ଦିନ । ଏଥିରେ ଆପଣମାନେ ଅନ ଲିମିଟେଡ କଲ ସୁବିଧା ପାଇବା ସହ ଅନେକ ଗେମ୍ ଆଉ ୱାଓ ଏଣ୍ଟରଟେନମେଣ୍ଟ ସେବା ମଧ୍ୟ ପାଇପାରିବେ । ଏହାସହ ଅନେକ କିଛି ସୁବିଧା ଏବେ BSNL କମ୍ପାନୀ ଗ୍ରାହକଙ୍କ ପାଇଁ ଆଣିଛି ।