Aug 24, 2024, 19:22 IST

ସତ ହେବ ମାଳିକା ବଚନ ଦେଖନ୍ତୁ ଜଣା ପଡ଼ିଲା ରହସ୍ୟମୟ ତଥ୍ୟ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପୃଥିବୀ ଗ୍ରହକୁ ନେଇ ଆସିଥିବା ଖବର ଜାଣିପାରିବେ । ପୃଥିବୀ ଗ୍ରହରେ ଜୀବଜଗତ ରହିଛି । ଆଉ ଆମେ ହେଉଛେ ସବୁ ପୃଥିବୀ ବାସୀ । ଆଉ ଏବେ ପୃଥିବୀ ଗ୍ରହକୁ ନେଇ ଯାହା ସବୁ ଖବର ଆସିଥାଏ ତାହା ସମସ୍ତେ ଜାଣିବା ଉଚିତ୍ । ଏବେ ଏହି ଖବର ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।
Gg
ଏବେ ଖବର ଆସିଛି କି ପୃଥିବୀକୁ ଅଗ୍ନି ଗ୍ରାସିବ । ଏହି ଅଗ୍ନି ଅନେକ କ୍ଷୟକ୍ଷତି କରାଇବ । ଆଉ ଏବେ ଏହି ଅଗ୍ନି କଲିକତା ସହରରେ ଏହି ଅଗ୍ନି ପହଞ୍ଚିବ ଆଉ ଏହି ଅଗ୍ନି କଲିକତା ସହରର ସବୁକିଛି ନଷ୍ଟ କରିଦେବ ବା ପୋଡ଼ି ଦେବ ବୋଲି ଆସିଛି ଖବର । ଏବେ ଏହି ଖବର ଜଣାପଡିଛି । କଲିକତା ସହର ପୋଡ଼ି ନାରଖାର ହେବ । ଗଛ ଲତା ସବୁ ଜଳି ଯିବ ବୋଲି ସୂଚନା ମିଳିଛି । ଏହିସବୁ କଥା ମାଳିକାରେ ଲେଖା ହୋଇଛି । ଏଭଳି ଅନେକ କଥା ମାଳିକାରେ ଲେଖା ହୋଇଛି ଆଉ ଏହିସବୁ ବିଷୟରେ ଆପଣମାନେ ଜାଣି ରଖନ୍ତୁ ।
Hh
ଅଚ୍ୟୁତାନନ୍ଦ ମହାରାଜ ତାଙ୍କର ଶିବ କଳ୍ପ ନିର୍ଘଣ୍ଟ ମାଳିକାରେ ଏହି ବିଷୟରେ ଲେଖିଛନ୍ତି । ଏହି ମାଳିକାରେ ଲେଖା ହୋଇଛି କି ହିଙ୍ଗୁଳା ଫେରିବେ । ଆଉ ଆପଣମାନେ ଅଷ୍ଟ ଚଣ୍ଡୀଙ୍କ କଥା ତ ଜାଣିଥିବେ । ଏହାକୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ମାଙ୍କୁ ନେଇ ମାଳିକାରେ କୁହାଯାଇଥିବା କଥା ଜାଣିପାରିବେ । ଯାଜପୁରରେ ମାଆ ବିରଜା ଅଛନ୍ତି, ଝଙ୍କଡରେ ରହିଲେ ମାଆ ସାରଳା , ଆଉ ବାଙ୍କିରେ ରହିଲେ ମାଆ ଚର୍ଚ୍ଚିକା ।
ପୁରୀରେ ରହିଲେ ମାଆ ବିମଳା, କାକଟପୁରରେ ମାଆ ମଙ୍ଗଳା ଅଛନ୍ତି , ବାଣପୁରରେ ମାଆ ଭଗବତୀ ଆଉ ସମ୍ବଲପୁରରେ ମାଆ ସମଲେଇ ଏବଂ ତାଳଚେର ଗୋପାଳପୁରରେ ମାଆ ହିଙ୍ଗୁଳା ଅଛନ୍ତି । ମାଳିକାରେ ମହାପୁରୁଷ ଲେଖିଛନ୍ତି ସାତ ଥର ପୃଥିବୀକୁ ଅଗ୍ନି ଗ୍ରାସ କରିବ । କଳିଯୁଗ ଶେଷ ସମୟରେ ହିଙ୍ଗୁଳା ଫେରିବ ସପ୍ତ ବାର । ଏବେ ଅନେକ ସ୍ଥାନରେ ନିଆଁ ଲାଗୁଛି । ସ୍ଥାନେ ସ୍ଥାନେ ଏହି ଘଟଣା ଘଟିବ ବୋଲି ସୂଚନା ମିଳିଛି । ଖରା ପ୍ରବଳ ହେବ ଆଉ ଖରାରେ ନଦୀ ନାଳ ଶୁଖିଯିବ । ଏଭଳି ଅନେକ କଥା ମାଳିକାରେ ଲେଖା ହୋଇଛି ।

Advertisement