Jun 6, 2024, 16:53 IST

ଓଡ଼ିଶାପାଇଁ ମୋଦୀ କଲେ ବଡ଼ ପ୍ଲାନ୍ ଦେଖନ୍ତୁ ଆଗାମୀ ଦିନରେ ମିଳିବ ଏହିସବୁ ସୁବିଧା

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ବନ୍ଧୁଗଣ ଏବେଠୁ ଓଡିଶାରେ ଆରମ୍ଭ ହେବ ବିଜେପି ସରକାରଙ୍କ ଶାସନ। ଅନ୍ତ ଘଟିଛି ୨୪ ବର୍ଷର ବିଜେଡି ସରକାର। 
Vg
ବନ୍ଧୁଗଣ ଏବେ ଓଡ଼ିଶାରେ କିଛି ନୂଆ ହେବ ବୋଲି ସମସ୍ତେ ଭାବୁଛନ୍ତି। ସେଥିପାଇଁ ବିଜେଡ଼ି ଅପେକ୍ଷା ପସନ୍ଦ କରୁଛନ୍ତି ବିଜେପିଙ୍କୁ। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ଏବେ ଓଡିଶାର ପରବର୍ତ୍ତୀ ମୂଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ବା ଆଲୋଚନା ହେଉଛି।ହେଲେ ଗତକାଲିର ନିର୍ବାଚନ ଫଳ ଆସିବା ପରେ ଏବେ ବିଜେଡିକୁ ନେଇ ଯେତିକି ଚର୍ଚ୍ଚା ହେଉନି ନବୀନ ପଟ୍ଟନାୟକଙ୍କୁ ନେଇ ସେତିକି ଚର୍ଚ୍ଚା କରୁଛନ୍ତି ଲୋକେ। 
ବନ୍ଧୁଗଣ ଏବେ ସବୁଠି ନବୀନ ପଟ୍ଟନାୟକଙ୍କୁ ନେଇ ଚର୍ଚ୍ଚା ଜୋର୍ ଚାଲିଛି। କାରଣ ତାଙ୍କ ଭଳି ଜଣେ ରାଜନେତା ଗାଦିରୁ ହଟିବା ସମସ୍ତଙ୍କୁ କଷ୍ଟ ଦେଇଛି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ୫ ବର୍ଷ ପରେ ପୁଣି ବିଜେଡି କ୍ଷମତାକୁ ଆସିବ ବୋଲି ମଧ୍ୟ କେହି କେହି କହୁଛନ୍ତି। ଅନ୍ୟପଟେ ବିଗତ ଦିନରେ ମୋଦୀ ଓଡ଼ିଶା ଆସି ଯେଉଁ ଗ୍ୟାରେଣ୍ଟି ଦେଇ ଯାଇଥିଲେ ସେସବୁକୁ ସେ ପୂରଣ କରିବେ କି ନାହିଁ ତାହା ଆଗକୁ ଜଣାପଡ଼ିବ।

Advertisement