Sep 11, 2024, 18:46 IST

ଭୂତ ଭିଡ଼ିଓରୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା ଦେଖନ୍ତୁ ମୁଁହ ଖୋଲି କହିଲେ ସବୁ ସତ

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଓଡ଼ିଶାରେ ଭୂତ ପାଇଁ ୟୁଟ୍ୟୁବରୁ ମିଳୁଛି ଲକ୍ଷ ଲକ୍ଷ ଟଙ୍କା। କେହି କେହି ଲୋକ ଭୂତ ନାରେ ମିଛି ଭିଡିଓ ୟୁଟ୍ୟୁବରେ ଅପଲୋଡ଼ କରି ପାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଜଣେ ଯୁବକ ଭୂତକୁ ନଦେଖି ଡରି ଡରି ଭିଡିଓ ବନେଇଲେ ଆଉ ସେହି ଭିଡିଓ ଦେଖି କିଛି ଲୋକ ମଧ୍ୟ ଭୀୟଭିତ ହେଲେ। ଆଉ ଜଣେ ଯୁବକ ସେହି ସ୍ଥାନକୁ ଯାଇ ଲୋକଙ୍କୁ ଦେଖାଇଲେ ଯେ, ସେହିଠାରେ ଭୂତ ନାହିଁ। 
Gg
କେବଳ ୟୁଟ୍ୟୁବରେ ଲକ୍ଷ ଲକ୍ଷ ଟଙ୍କା କମାଇବା ପାଇଁ ଏମିତି ଭୂତ ନାଁରେ ଡରାଇ କିଛି ଭିଡିଓ କରୁଥିବା ଅଭିଯୋଗ କରିଛନ୍ତି ଜଣେ ଯୁବକ। ଯୁବକ ଜଣଙ୍କ ନାଁ ହେଉଛି ଭୁବନେଶ୍ଵର ମୁଣ୍ଡା। ତେବେ ପୁରା ପୃଥିବୀର ଲୋକେ ଚିନ୍ତାରେ ରହିଛନ୍ତି ଯେ, ମହାକାଶଚାରୀ ସୁନୀତା କେମିତି ମହାକାଶରୁ ପୃଥିବୀକୁ ଫେରିବେ। କିନ୍ତୁ ଓଡ଼ିଶାରେ ଯେମିତି ଭୂତକୁ ନେଇ ଡ଼ରା ଯାଉଛି ସତର୍କତା ନାଁରେ ୟୁଟ୍ୟୁବରୁ ଲକ୍ଷ ଲକ୍ଷ ଟଙ୍କା କମା ଯାଉଛି। 
Gg
ଏସବୁ ଦେଖି ଲାଗୁଛି ଯେ, "ମଣିଷ ଚନ୍ଦ୍ରପୃଷ୍ଠକୁ ଚାଲିଗଲେ ମଧ୍ୟ ଯେତେ ଆଧୁନିକ ହେଇଗଲେ ମଧ୍ୟ ଆଇ ମା ଗପରୁ ଶୁଣିଥିବା ସେହି ଭୂତ କାହାଣୀକୁ କେବେ ଭୁଲି ହେବନି"। ବନ୍ଧୁଗଣ ନା ଏପର୍ଯ୍ୟନ୍ତ କୌଣସି ଭୂତର ପରିଚୟ ମିଳିଛି ନା କେଉଁଠି କୌଣସି ଭୂତ ରହିଛି ତାର ପ୍ରମାଣ ମିଳିଛି। ବୈଜ୍ଞାନିକ ପଦ୍ଧତିରେ କୌଣସି ପ୍ରମାଣ ମଧ୍ୟ ମିଳିପାରିନାହିଁ। କିନ୍ତୁ ୟୁଟ୍ୟୁବରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ପାଇଁ ବହୁ ସମୟରେ ବହୁତ୍ ଜଣ ଭୂତର ନାଁକୁ ବ୍ଯବହାର କରି ଟଙ୍କା କମାଉଛନ୍ତି ବୋଲି ଅଭିଯୋଗ ହେଉଛି। ଆପଣ ମାନେ ବି ପୂର୍ବରୁ ଦେଖିଥିବେ କେମିତି ପ୍ରିୟାରାଜକୁ ଭୂତ୍ ଲାଗିଥିଲା। 
ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ ସେହି ଭୂତ ନିଖୋଜ ହେଇଯାଇଥିଲା। ଆଉ ଏବେ ରାଜକୁମାର ବ୍ଲକରେ ବି ସେମିତି ଭୂତ ଦେଖିବାକୁ ମିଳୁଛି। ତେବେ ଏଭଳି ମିଛରେ ଲୋକଙ୍କୁ କାହାଣୀ କହି ଅନ୍ଧବିଶ୍ୱାସକୁ ଏକ ପ୍ରକାର ପ୍ରୋତ୍ସାହନ ଦିଆଯାଉଥିବା ଅଭିଯୋଗ ହେଇଛି। ଏପରିକି ଭୂତ ଥିବା ଭଳି ଭୟାନକ ପରିବେଶ ସୃଷ୍ଟି କରିବା ପାଇଁ ଲୋକ ଲଗାଇ ଭୂତ ଭଳି ଅଜବ ଶବ୍ଦ ସୃଷ୍ଟି କରାଯାଉଥିବା ମଧ୍ୟ ଭୁବନେଶ୍ୱର ମୁଣ୍ଡା ନାମକ ଜଣେ ୟୁଟ୍ୟୁବର ଅଭିଯୋଗ କରିଛନ୍ତି।

Advertisement