ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ୨୫୦ ଟଙ୍କାରୁ ବି କମ ଜିଓର ଏହି ରିଚାର୍ଜ ପ୍ଲାନ। ଏହି ପ୍ଲାନରେ ରହିଛି ଆକର୍ଷଣୀୟ ବେନିଫିଟ୍। ଦେଶର ସବୁଠାରୁ ବଡ଼ ଟେଲିକମ୍ପ କମ୍ପାନୀ ରିଲାନ୍ସ ଜିଓ ନିକଟରେ ସମସ୍ତ ପ୍ରିପେଡ୍ ବାଲାନ୍ସ ମାହାଙ୍ଗା କରିଦେଇଛି।
ଯଦି ନିଜ ପାଇଁ ଏକ ଶସ୍ତା ଏବଂ ଦମଦାର ବେନିଫିଟ୍ ଥିବା ପ୍ଲାନ୍ ଚାହୁଁଛନ୍ତି। ତେବେ ଜିଓ ପୋଲ୍ଟଫଲିଅରେ ବହୁତ୍ ସାରା ଅପ୍ସନ୍ ରହିଛି। ତେବେ ଜିଓର ୨୪୯ ଟଙ୍କିଆ ପ୍ଲାନରେ ପ୍ରତିଦିନ ଆପଣ ୧୫୦ ଜିବି ଡାଟା ସହିତ ୨୮ ଦିନର ବୈଧତା ପାଇବେ। ଟୋଟାଲ ଏଥିରେ ୩୩ ଜିବି ଡାଟା ମିଳେ। ଏହି ପ୍ଲାନରେ ରିଚାର୍ଜ କରି ଜଣେ ୟୁଜର ୨୮ ଦିନ ପର୍ଯ୍ୟନ୍ତ ଅଲଲିମିଟେଡ କଥା ହେଇପାରିବେ।
ଆଉ ୧୦୦ ଏସେମେସର ଫାଇଦା ବି ଉଠାଇ ପାରିବେ। ଜିଓର ୧୯୯ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୧୫୦ ଜିବି ଡାଟା ମିଳିବ ଯାହାର ବୈଧତା ରହିବ ୧୮ ଦିନ। ଅର୍ଥାତ୍ ପ୍ଲାନରେ ଟୋଟାଲ ୨୭ ଜିବି ଡାଟା ମିଳିବ। ସେହିପରି ପ୍ଲାନରେ ଅଲଲିମିଟେଡ କଲିଂ ଆଉ ସବୁଦିନ ୧୦୦ ଏସେମେସର ସୁବିଧା ବି ପାଇପାରିବେ। ଅନ୍ୟ ବେନିଫଟ କଥା କହିଲେ ଏଥିରେ ଜିଓ ଟିଭି, ଜିଓ ସିନେମା, ଜିଓ ଗ୍ଲାଉଡ୍ରର ସବସ୍କ୍ରିସନ୍ ମଧ୍ୟ ମିଳିବ।