ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସରକାରଙ୍କ ଯୋଜନା ବିଷୟରେ ଜାଣିପାରିବେ । ସରକାର କୃଷକମାନଙ୍କ ପାଇଁ ଅନେକ ଯୋଜନା କରିଥାନ୍ତି । ଆଉ ଏବେ କୃଷକ ମାନଙ୍କ ପାଇଁ ପୁଣି ଆସିଛି ଏକ ନୂଆ ଉପହାର । ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଇପାରିବେ ।
ଚାଷୀଙ୍କ ପାଇଁ ଏହି ବଡ ଉପହାରରେ ତାଙ୍କୁ ମାଗଣା କିଛି ଜିନିଷ ମିଳିବ । ଆବେଦନ କରିବାକୁ ହେଲେ କିଛି ଡକ୍ୟୁମେଣ୍ଟ ଦରକାର । କୃଷକମାନଙ୍କ କଲ୍ୟାଣ ପାଇଁ ଏବେ କଲ୍ୟାଣକାରୀ ଯୋଜନା ନେଇ ଆସିଛନ୍ତି ସରକାର । ଅନେକ ସମୟରେ ସରକାର ଅନେକ ଯୋଜନା କୃଷକମାନଙ୍କ ପାଇଁ ନେଇ ଆସିଥାନ୍ତି । ଏବେ କୃଷକମାନଙ୍କ ପାଇଁ ରହିଛି ନୂଆ ଖବର । ସରକାର ଏବେ ପୁଣି ତାଙ୍କ ପାଇଁ ନିୟମ ନେଇ ଆସିଛନ୍ତି । କାହାକୁ ଅସୁବିଧା ହେବାକୁ ଯେମିତି ନପଡେ ସେଥିପାଇଁ ସରକାର ଏହି ନିୟମ ନେଇଛନ୍ତି ।
କାହାକୁ ଯେମିତି ବିଦ୍ୟୁତର ସମସ୍ୟା ସମ୍ମୁଖୀନ ହେବାକୁ ପଡିବ ନାହିଁ ସେଥିପାଇଁ ସରକାର ମୁଖ୍ୟମନ୍ତ୍ରୀ ବିଦ୍ୟୁତ୍ ଯୋଜନା ୨୦୨୪ ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଏପ୍ରିଲ ମାସ ୨୦୨୪ ମସିହାରୁ ୭.୫ ସାୱାର ବିଶିଷ୍ଟ କୃଷି ପମ୍ପ ବ୍ୟବହାର କରୁଥିବା କୃଷକଙ୍କୁ ମାଗଣା ବିଜୁଳି ବା ଲାଇନ୍ ମିଳିବ ।ଏହି ଯୋଜନାରେ କୃଷକମାନେ ଲାଭ ଉଠାଇ ପାରିବେ । ଆଉ କୃଷକମାନଙ୍କୁ ୨୦୨୯ ମସିହା ପର୍ଯ୍ୟନ୍ତ ଏହି ଯୋଜନାର ଲାଭ ମିଳିବ । ୨୦୨୯ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ଲାଭ ଚାଷୀମାନେ ପାଇପାରିବେ ।
ମହାରାଷ୍ଟ୍ର ସରକାର ଏବେ ଏଭଳି କିଛି ଯୋଜନା ଆଣିଛନ୍ତି କୃଷକମାନଙ୍କ ପାଇଁ । ଏହି ଯୋଜନାରେ କୃଷକମାନେ ଲାଭ ପାଇପାରିବେ । କୃଷକମାନଙ୍କ ପାଇଁ ମାଗଣା ବିଦ୍ୟୁତ ଦେବା ପାଇଁ ୬୯୮୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ଏହି ଯୋଜନା ବିଷୟଟି ସବିଶେଷ ତଥ୍ୟ ଜାଣିବା ପାଇଁ ଆପଣ ମହାରାଷ୍ଟ୍ର ସରକାରଙ୍କ ଅଫିସିଆଲ୍ ୱେବସାଇଟରେ ଭିଜିଟ କରିପାରିବେ । ଏହାଦ୍ବାରା ୪୪ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ । ଏହାକୁ ଅନଲାଇନ୍ ଆଉ ଅଫଲାଇନରେ ଆବେଦନ କରିପାରିବେ ।