May 19, 2024, 17:10 IST

ଷ୍ଟକ ମାର୍କେଟରେ କେମିତି କରିବେ ଟଙ୍କା ଡବଲ ଦେଖନ୍ତୁ ଆଉ ଜାଣନ୍ତୁ ଏହାର ବାସ୍ତବ ଟ୍ରିକ

Yu

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଜିକାଲି ସୋସିଆଲ ମିଡିଆ ଅଛି ବୋଲି ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଏବେ ଜାଣିବେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଖବର ଏବେ ଷ୍ଟକ୍ ମାର୍କେଟକୁ ନେଇ ଆସିଛି। ଷ୍ଟକ୍ ଏକ୍ସଚେଞ୍ଜ କହିଲେ ଆପଣମାନେ ବୁଝି ପାରୁଥିବେ। ଏହିଥିରେ ଜିନିଷ କିଣା ଯାଇଥାଏ ଆଉ ଜିନିଷ ବିକ୍ରି କରାଯାଇଥାଏ।
Yu
ଷ୍ଟକ୍ ମାର୍କେଟରେ ଲୋକମାନେ ଟଙ୍କା ଲଗାଇ ଥାଆନ୍ତି ଆଉ ଏହା ଆପଣମାନେ ତ ଜାଣିଥିବେ। ଆଉ ଏହି ଷ୍ଟକ୍ ମାର୍କେଟରେ ଟଙ୍କା ଦୁଇଗୁଣ ହୋଇ ଯାଇଥାଏ। ଏବେ ଏହି ଷ୍ଟକ୍ ଏକ୍ସଚେଞ୍ଜକୁ ନେଇ ଜଣେ ବ୍ୟକ୍ତି କିଛି କଥା କହିଛନ୍ତି।
ସେ କହିଛନ୍ତି, ବି ଟୁ ବି ହେଉଛି ଭୁବନେଶ୍ଵର ଟୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ। ଏହା ଭାରତରେ ପ୍ରଥମ ହେଉଛି। ଏଭଳି ସୁଯୋଗ ଏବେ ସାମ୍ନାକୁ ଆସିଛି। ଏହାରି ମାଧ୍ୟମରେ ପ୍ରତି ମାସରେ ଟଙ୍କା ଆପଣମାନେ ପାଇପାରିବେ। ଏବେ ଲୋକମାନେ ଟଙ୍କା ଡବଲ କରିବାକୁ ଭାବୁଛନ୍ତି। 
ସବୁବେଳେ ଲୋକମାନେ ଚାହିଁ ଥାଆନ୍ତି କି ତାଙ୍କର ଟଙ୍କା କିଭଳି ବଢ଼ିଯାଉ। ଆଉ ଏବେ ଏହିଭଳି କିଛି ସୁଯୋଗ ଆଣିଛନ୍ତି ଏହି ଷ୍ଟକ୍ ଏକ୍ସଚେଞ୍ଜ ମାର୍କେଟ। ଏହି ମାର୍କେଟରେ ଲୋକମାନେ ଟଙ୍କା ଲଗାଇ ଥାଆନ୍ତି ଆଉ ଏଥିରୁ ଲାଭ ମଧ୍ୟ ପାଆନ୍ତି।
Yy
ଷ୍ଟକ୍ ମାର୍କେଟ ଆପଣଙ୍କୁ ଅନେକ କିଛି ସୁବିଧା ଦେଇପାରିବ। ଷ୍ଟକ୍ ମାର୍କେଟ ଆପଣଙ୍କୁ ସବୁଠାରୁ ଅଧିକ ଟଙ୍କା ଦେଇପାରିବ। ସେ ତିନି ପ୍ରକାରର ରୁଟ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ରୁଟ ହେଉଛି ଭୁବନେଶ୍ୱରରୁ ଭାଇଜାଗ, ଭାଇଜାଗରୁ ବିଜୟୱାଡା, ଆଉ ବିଜୟୱାଡ଼ା ରୁ ବମ୍ବେ।
ସେ ହାଇଦ୍ରାବାଦରେ ରହିବେ। ଆଉ ସେଠାରେ ଏହି ବିଷୟରେ କଥା ହେବେ। ବାହାରର କୌଣସି ରାଇଡର ଯଦି ଚାହୁଁଛନ୍ତି ତାହେଲେ ତାଙ୍କୁ ସେ ସ୍ବାଗତ କରିବେ। ଆଉ ଜଣେ ବ୍ୟକ୍ତି ହେଉଛନ୍ତି ରାକେଶ ଦଳ ବେହେରା। ସେ ଏହି ଷ୍ଟକ୍ ମାର୍କେଟକୁ ନେଇ କିଛି କଥା କହିଛନ୍ତି।
ଷ୍ଟକ୍ ମାର୍କେଟରେ ଲୋକମାନେ ଭାବିଥାନ୍ତି କି ରାତାରାତି ଧନୀ ହୋଇଯିବେ। ଏହା ସତ୍ୟ ନୁହେଁ। ଷ୍ଟକ୍ ମାର୍କେଟରେ ଆପଣମାନେ ଧନୀ ହୋଇପାରିବେ ଆଉ ସେଥିରେ ସମୟ ଲାଗିବ। ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଏହି ବ୍ୟକ୍ତି ଜଣକ କହିଛନ୍ତି। ଏହି ବ୍ୟକ୍ତି ଜଣକ ଜଣେ ଛାତ୍ର ଅଟନ୍ତି।

Advertisement