Jun 30, 2024, 17:09 IST

ରଥଯାତ୍ରାରେ ଅଶ୍ଵିନୀ ବୈଷ୍ଣବଙ୍କ ବଡ଼ ପ୍ଲାନ୍ ଦେଖନ୍ତୁ ପୁରୀକୁ ଗଡିବ ୩୧୫ଟି ଟ୍ରେନ

Jh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଆଉ କିଛିଦିନ ପରେ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପଡ଼ିବାକୁ ଯାଉଛି । ଆଉ ଏହି ପବିତ୍ର ରଥଯାତ୍ରାରେ ସରକାର କିଛି ନୂଆ ନିୟମ ବାହାର କରିଛନ୍ତି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । 
Bh
ପବିତ୍ରା ରଥଯାତ୍ରା ପାଇଁ ଅନେକ ସ୍ଥାନରୁ ଲୋକମାନେ ଆସିଥାନ୍ତି । ଆଉ ଅନେକ ଲୋକ ଟ୍ରେନରେ ଯିବାଆସିବା କରିଥାନ୍ତି । ପୂର୍ବରୁ ଅର୍ଥାତ୍ ପୂର୍ବ ବର୍ଷ ୨୨୦ କି ୨୨୨ଟି ସ୍ପେଶିଆଲ ଟ୍ରେନ ଚାଲିଥିଲା । ଆଉ ଏହି ବର ବିଜେପି ସରକାର ଶାସନ ସମ୍ଭଳିଛି । ଆଉ ଏବେ ଆମର ରେଳମନ୍ତ୍ରୀ ହେଉଛନ୍ତି ଅରୁଣ ବୈଷ୍ଣବ । ସେ ଅନେକ କିଛି କାମ କରିଛନ୍ତି । ଏହି ମନ୍ତ୍ରୀ ଜଣକ ସବୁବେଳେ ତାଙ୍କ କାମକୁ ନେଇ ଚର୍ଚ୍ଚାରେ ରହିବା ସହ ଏବେ ସେ ରଥଯାତ୍ରା ପାଇଁ କିଛି ନୂଆ ନିୟମ ବାହାର କରିଛନ୍ତି । ଏବେ ସ୍ପେଶିଆଲ୍ ଟ୍ରେନ ସଂଖ୍ୟା ବଢିବ ।
Gh
ଏବେ ରଥଯାତ୍ରା ପାଇଁ ୩୧୫ଟି ସ୍ପେସିଆଲ ଟ୍ରେନ କରାଯାଇଛି ବୋଲି ରେଳ ମନ୍ତ୍ରୀ କହିଛନ୍ତି । ଯଦି ଆପଣମାନେ ୧୦ ବର୍ଷ ତଳର ଘଟଣା ଦେଖିବେ ତାହେଲେ ସେତେବେଳେ ୮୭ଟି ଟ୍ରେନ ଚାଲୁଥିଲା । ଆଉ ଏବେ ଏହା ବଢିଯାଇଛି । ରଥଯାତ୍ରା ପାଇଁ ବସ୍, ଟ୍ରେନ ଏବଂ ସବୁ ପ୍ରକାରର ଗାଡ଼ି ଭିଡ ରହିଥାଏ । ଆଉ ସେଥିପାଇଁ ଏହି ବିଷୟକୁ ନେଇ ସରକାର ଏହି ସବୁ ଯୋଜନା କରିଛନ୍ତି । ଗତବର୍ଷ ଲୋକମାନେ ହଇରାଣ ହୋଇଥିଲେ ଆଉ ଏହି ବର୍ଷ ଏଭଳି ନହେବା ପାଇଁ ସରକାର ଯୋଜନା କରୁଛନ୍ତି ।
ଏହିଥର ଓଡ଼ିଶାବାସୀ ରଥଯାତ୍ରା ପାଇଁ ଟ୍ରେନରେ ଆସନ୍ତୁ ବୋଲି ରେଳ ମନ୍ତ୍ରୀ କହିଛନ୍ତି । ଏହି ସ୍ପେଶିଆଲ ଟ୍ରେନ ଦଶପଲ୍ଲା ଅଞ୍ଚଳରୁ ଚାଲିବ । କେଉଁଝର, ବାଲେଶ୍ଵର, ଭଦ୍ରକ, ସୁନ୍ଦରଗଡ଼, ଗଞ୍ଜାମ, ମୟୂରଭଞ୍ଜ, ବଲାଙ୍ଗୀର, କଟକ, ଯାଜପୁର, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ଜୟପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼ ଆଦି ଜିଲ୍ଲାର ଲୋକମାନେ ଏହି ସ୍ପେଶିଆଲ ଟ୍ରେନ ସାହାଯ୍ୟରେ ପୁରୀ ଆସିପାରିବେ ବୋଲି ରେଳ ମନ୍ତ୍ରୀ କହିଛନ୍ତି । ଏବେ ଏହି ରେଳ ମନ୍ତ୍ରୀକରିଥିବା ଯୋଜନା ଏବଂ ଅନେକ କିଛି କଥା ଲୋକମାନେ ଜାଣିପାରିବେ ।

Advertisement