ଜଣେ ଯୁବତୀ ଏବେ ଏହା ଅଭିଯୋଗ ଆଣିଛନ୍ତି କି ତାଙ୍କର ପ୍ରେମିକ ତିନି ତିନି ଥର ତାଙ୍କର ଗ-ର୍ଭକୁ ନଷ୍ଟ କରିଛନ୍ତି ବୋଲି। ଷଷ୍ଠ ଶ୍ରେଣୀରୁ ହିଁ ଦୁହେଁ ଦୁହିଁକୁ ଭଲ ପାଉଥିଲେ ଯୁବତୀ ଜଣକ ସହ ମଧ୍ୟ ଆଜି ପର୍ଯ୍ୟନ୍ତ ରଖି ଆସୁଥିଲା। ଏବେ ତିନିଟା ପିଲାଙ୍କୁ ନଷ୍ଟ କରିଦେଇ ସ୍ତ୍ରୀ କରିବା ପାଇଁ ମନା କରୁଛି। ଏବେ ଝିଅଟି ମୁହଁ ରେ ଓଢଣି ଘୋଡାଇ ଆସି ସେ ଷଷ୍ଠ ଶ୍ରେଣୀରୁ ଭଲ ପାଉଥିବା ପୁଅ ନାମରେ ଅଭିଯୋଗ କରିଛି।

ପୁଅ ସହ ଏହି ଝିଅ ବର୍ଷ ବର୍ଷ ଧରି ଶାରୀରିକ ସମ୍ପର୍କ ରଖି ଆସୁଥିଲା। ତିନି ତିନିଥର ସେ ପ୍ରେମିକା ଛୁଆର ମାଆ ମଧ୍ୟ ହୋଇଥିଲା। ସେହି ପ୍ରେମିକ ଜଣକ ମଧ୍ୟ ପ୍ରେମିକା କୁ ନେଇ ମନ୍ଦିର ଯାଇଥିଲା ଆଉ ସେଠାରେ ମଧ୍ୟ ତାକୁ ବାହା ହୋଇଥିଲା। ଏଭଳି କି ପ୍ରେମିକ ସହ ସମ୍ପର୍କ ରଖି ତାକୁ ଗ-ର୍ଭ-ବତୀ ମଧ୍ୟ କରୁଥିଲା। ଅନେକ ପିଲାକୁ ସେ ନଷ୍ଟ ମଧ୍ୟ କରି ଦେଇଛି। ଆଉ ଏତେ ସବୁ କରିବା ପରେ ଏବେ ପ୍ରେମିକା କୁ ବାହା ହେବାକୁ ବାରଣ କରି ଦେଇଛି।

ଏହି ପ୍ରେମିକ ଜଣକ ଓଏଏସ ପାଇ ଯାଇଛି। ସେ ଏବେ ଗର୍ଭବତୀ କରୁଥିବା ପ୍ରେମିକା କୁ ଛାଡି ଆଉ ଜଣକୁ ମଧ୍ୟ ବାହା ହେବା ପାଇଁ ଯାଉଛି। ପ୍ରେମିକ ଛାଡ଼ିଦେବା ପରେ ଏବେ ମୁହଁ କୁ ଲୁଚାଇ ଥାନା କୁ ଦୌଡିଛି ପ୍ରେମିକା। ଦୁଇ ଜଣଙ୍କ ମଧ୍ୟରେ ଷଷ୍ଠ ଶ୍ରେଣୀରୁ ହିଁ ପ୍ରେମ ସମ୍ପର୍କ ଆରମ୍ଭ ହୋଇ ଯାଇଥିଲା। ଛୋଟ ବେଳୁ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ଆଉ ଆଗକୁ ଯାଇ ସେମାନେ ବାହା ହେବାକୁ ମଧ୍ୟ ସ୍ବପ୍ନ ଦେଖି ଥିଲେ।
ଏହା ଭିତରେ ଅନେକ ଥର ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯାହାକୁ ନେଇ ପ୍ରେମିକା ଜଣକ ତିନି ତିନି ଥର ଗ-ର୍ଭ-ବତୀ ମଧ୍ୟ ହୋଇଥିଲେ। ତିନି ତିନି ଥର ବାଧ୍ୟ ହୋଇ ଝିଅଟି ତାର ଗର୍ଭ କୁ ନଷ୍ଟ ମଧ୍ୟ କରି ଦେଇଥିଲା। ପୁଅ ଝିଅକୁ ଗ୍ରହଣ କରିବାକୁ ମନା କରିବା ସହ ପୁଅର ଘର ଲୋକମାନେ ମଧ୍ୟ ଏହି ଯୁବତୀ ଜଣକୁ ଗ୍ରହଣ କରୁ ନାହାଁନ୍ତି। ଯାହାକୁ ନେଇ ଝିଅ ଜଗତସିଂହପୁର ଥାନାରେ ଏନେଇ ଅଭିଯୋଗ କରିଛି।