ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ଅନେକ କିଛି ବିଷୟରେ ଜାଣିପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବ୍ୟକ୍ତି ଜଣେ ମହିଳାଙ୍କ ସହିତ କରୁଥିଲା ଏଭଳି କାମ ଯାହାକୁ ଦେଖି ଦେଇଥିଲା ମହିଳାଙ୍କ ପୁଅ । ଆଉ ଗୋଟେ ପୁଅ ମାଆ ସହିତ ଏଭଳି କାମ ଦେଖି କେମିତି ବା ସହି ଥାଆନ୍ତା ।

ଏହି ପୁଅ ଜଣଙ୍କର ମାଆ ସହିତ ଦୁ-ଷ୍କ-ର୍ମ କରାଯାଇଥିଲା । ଆଉ ଏହି କଥା ଦେଖିଥିଲା ପୁଅ ଜଣକ । ମାଆ ଜଣକ ପୁଅକୁ ରକ୍ଷା କରିବାକୁ କହିଲା । ଏହାପରେ ପୁଅ ଜଣକ କରିଥିଲା ଏଭଳି କାମ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ପୁଅ ଜଣକ ଆଗରେ ମାଆ ସହିତ ଏଭଳି ଦୁ-ଷ୍କ-ର୍ମ ହେବା କିଏ ବା ସହିବ । ଗୋଟେ ପୁଅ ତା ସାମ୍ନାରେ ତାର ମାଆ ସହିତ ଏଭଳି ହେବାର ସହ୍ୟ କରିପାରିବ ନାହିଁ । ମାଆ ଜଣକ ସହିତ ଦୁ-ଷ୍କ-ର୍ମ ହେବାର ଦେଖି ପୁଅ ଜଣକ ପଥରରେ ଛେଚି ଦୁ-ଷ୍କ-ର୍ମକାରୀଙ୍କୁ ମାରି ଦେଇଥିଲା ।

ପୁଅ ଆଗରେ ମାଆକୁ ଦୁ-ଷ୍କ-ର୍ମ କରି ଚାଲିଥିଲା ଦୁ-ଷ୍କ-ର୍ମକାରୀ । ଏସବୁ ଦେଖି ପୁଅ ସହିପାରିଲା ନାହିଁ । ପିଚୁ ରାସ୍ତା ଉପରେ ଦୁ-ଷ୍କ-ର୍ମକାରୀକୁ ପଥରରେ ଛେଚି ଛେଚି ମାରି ପକାଇଥିଲା ପୁଅ । ଆଉ ପୁଅ ଜଣକ ମୁଣ୍ଡକୁ ଛେଚି ଦେଇଥିଲା ଯାହା ଦ୍ଵାରା ପିଚୁ ରାସ୍ତା ପୁରା ରକ୍ତାକ୍ତ ହୋଇ ଯାଇଥିଲା । ଆଉ କଳା ପିଚୁ ରାସ୍ତା ପୁରା ରକ୍ତରେ ଭିଜି ଯାଇଥିଲା । ଗୋଟେ ପୁଅ କିଭଳି ନିଜ ସାମ୍ନାରେ ମାଆର ଦୁ-ଷ୍କ-ର୍ମ ହେଉଥିବାର ବା ଦେଖିପାରିବ ସେଥିପାଇଁ ପୁଅ ଏଭଳି କରିଥିଲା ।
ଏଭଳି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଅଭିଯୁକ୍ତ ଜଣଙ୍କର ନାଁ ହେଉଛି ରଞ୍ଜନ ପ୍ରଧାନ । ଅଭିଯୁକ୍ତ ଜଣକ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ମୃ-ତ ବ୍ୟକ୍ତିଙ୍କ ନାମ ହେଉଛି ଗଗନ ନାୟକ । ବୁଧବାର ଦିନ ଅଭିଯୁକ୍ତ ଜଣକ ଗିରଫ ହୋଇଥିଲେ । ସେମାନେ କାମରୁ ଫେରୁଥିବା ସମୟରେ ନିଜ ମାଆ ସହ ଏଭଳି ହେବାର ଦେଖିଥିଲେ ପୁଅ ରଞ୍ଜନ ଆଉ ନିରଞ୍ଜନ । ସେଥିପାଇଁ ସେମାନେ ଏଭଳି କରିଥିଲେ । ଏବେ ଏହି ଘଟଣାର ତଦନ୍ତ କରାଯାଉଛି ।