Nov 27, 2024, 15:05 IST

ସେ ବାବା ର ଆଶ୍ରମ ରେ ଚାଲିଚି ଦେହ ଧନ୍ଦା..ଆଶ୍ରମ ପଛରେ ଗୋଦାମ ଘରେ ଚାଲିଚି କାମ..

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଠକ ବାବାମାନଙ୍କର ପ୍ରାଦୁର୍ଭାବ ବିଷୟରେ ଆପଣମାନେ ଜାଣିଥିବେ । ଏଭଳି ଅନେକ ବାବା ଅଛନ୍ତି ଯେଉଁମାନେ ଏଭଳି ସବୁ କାମ କରନ୍ତି ଯାହା ଏହି ସମାଜ ଆଖିରେ ଖରାପ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ବାବାଙ୍କ ବିଷୟରେ ଜାଣିପାରିବେ । 
Hh
ବୈକୁଣ୍ଠ ଧାମ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ । ସ୍ଵାମୀ ଜଣକ କାନ୍ଦୁଥିବା ବେଳେ ତାର ସ୍ତ୍ରୀକୁ ବାବା ଜଣକ ଭଣ୍ଡେଇ ନେଇଗଲେ । ଏହି ସ୍ତ୍ରୀ ଜଣକ ଅନେକ ପାଠ ପଢ଼ିଥିଲା କିନ୍ତୁ ଏହି ବାବା ଜଣକ ତାଙ୍କର ମୁଣ୍ଡରେ କଣ ସବୁ ପଶାଇ ଦେଲେ । ବାବା ଜଣକ ଏହି ସ୍ତ୍ରୀ ଜଣକୁ ତାଙ୍କ ପାଖକୁ ତାଙ୍କ ସହିତ ରାତି ବିତାଇବାକୁ ଡାକିଥିଲେ ଆଉ ଏହି ବିଷୟରେ ସ୍ତ୍ରୀ ଜଣକର ସ୍ଵାମୀ ସବୁ ଜାଣି ଦେଇଥିଲେ । ଏହି କଥା ସେ ହ୍ୱାଟସଅପ ମେସେଜ ଦ୍ଵାରା ଦେଖିଥିଲେ । ଏବେ ବୈକୁଣ୍ଠ ଧାମ ଆଗରେ ସ୍ଵାମୀ ଜଣକ କାନ୍ଦି ପକାଉଛି । ଏହି ସୁନ୍ଦର ସ୍ତ୍ରୀ ଜଣକ କରିଥିଲା ଏଭଳି କାମ ।
Hh
ଏହି ସ୍ତ୍ରୀ ଜଣକ ରମାଦେବୀ କଲେଜରେ ଏମଫିଲ କରୁଛନ୍ତି । ଆଉ ଭୁବନେଶ୍ୱରରେ ଥିବା ବୈକୁଣ୍ଠ ଧାମକୁ ନେଇ ଅନେକ କଥା ଆସୁଥିବା ବେଳେ ଏହି ସ୍ତ୍ରୀ ଜଣକ ଏତେ ପାଠ ପଢ଼ି ଏହି ବାବା ଜଣଙ୍କୁ ବିଶ୍ୱାସ କରିଥିଲେ । ଆଉ ସ୍ଵାମୀ ଜଣଙ୍କ ଏହି ବାବାଙ୍କ ପାଖକୁ ଯିବାକୁ ବାରଣ କରିବାରୁ ସ୍ତ୍ରୀ ଜଣକ ତାଙ୍କୁ ଛାଡି ଦେଇ ପଳାଇ ଆସିଛନ୍ତି । ଏବେ ସ୍ଵାମୀ ଜଣକ ତାଙ୍କ ସ୍ତ୍ରୀକୁ ଖୋଜୁଛନ୍ତି । ଏହି ବାବା ଜଣକ ତାଙ୍କ ସ୍ତ୍ରୀକୁ ନେଇ ଯାଇଛନ୍ତି ବୋଲି ସ୍ଵାମୀ ଜଣକ ଅଭିଯୋଗ ଆଣିଛନ୍ତି । ଏବେ ଏହି ଅଭିଯୋଗକୁ ନେଇ ଚର୍ଚ୍ଚା ହେଉଛି ।
ଏହି ସ୍ତ୍ରୀ ଜଣକ ଏବେ କେଉଁଠାରେ ଅଛନ୍ତି ତାହା ଜଣାପଡ଼ି ନାହିଁ । ବାବା ଜଣକ ହେଉଛନ୍ତି ଏମକ୍ରୀଷ୍ଣାନ ପ୍ରଭୁ । ଏହି ମହିଳା ଜଣକ ବାବାଙ୍କ ସଂସ୍ପର୍ଶରେ ଆସିବା ପରେ ବଦଳି ଯାଇଥିଲେ । ୨୦୧୪ ମସିହାରେ ମହିଳା ଜଣକ ବିବାହ କରିଥିଲେ କିନ୍ତୁ ଏବେ ତାଙ୍କ ସ୍ବାମୀଙ୍କୁ ଛାଡି ପଳାଇ ଯାଇଛନ୍ତି । ଏବେ ଏହି ସ୍ଵାମୀ ଜଣକ ବୈକୁଣ୍ଠ ଧାମ ଯାଇ ଦେଖିଥିଲେ ସେଠାରେ ତାଙ୍କ ସ୍ଵାମୀ ନଥିଲେ । ଆଉ ଏବେ ତାଙ୍କ ସ୍ଵାମୀ ତାଙ୍କୁ ଖୋଜିବାରେ ଲାଗିଛନ୍ତି । ଏବେ ସ୍ଵାମୀ ଜିତେନ୍ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏବେ ଏହି ବାବାଙ୍କ ସହିତ ତାଙ୍କ ସ୍ତ୍ରୀ କେଉଁଆଡେ ଚାଲି ଯାଇଛନ୍ତି ବୋଲି ସନ୍ଦେହ କରାଯାଉଛି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

Advertisement