ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଦୁଇଜଣ ପୁଅ ମିଶି ତାର ମାଆକୁ ମାରି ଦେଇଛନ୍ତି । ବାପା ମାଆ କେତେ କଷ୍ଟ କରି ପିଲାଟିଏ ଜନ୍ମ କରିଥାଏ କିନ୍ତୁ ଏହି ପିଲାମାନେ ଏଭଳି କାମ କରିବେ ସେହି କଥା କିଏ ବା ଜାଣିଛି ।ମାଆ ଜଣଙ୍କୁ ମାରି ଦେଇଛି ତାର ପୁଅ । ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।
ମାଆ ଜଣକ ଅନେକ ଦୁଃଖ କଷ୍ଟ ସହି ପିଲାକୁ ମଣିଷ କରିଥାଏ କିନ୍ତୁ ପିଲାମାନେ ଏଭଳି କାମ କରିବେ ଯାହା ଏହି ସମାଜ ପାଇଁ ଖରାପ ଅଟେ ।ଏହି ପୁଅମାନେ ନୃଶଂସ ହୋଇ ଯାଇଛନ୍ତି । ସେମାନେ ତାଙ୍କ ମାଆକୁ ମାରି ଦେଇଛନ୍ତି । ମାଆର ଗଳା କାଟି ଖୁସି ହୋଇ ଯାଇଛନ୍ତି ଏହି ଦୁଇପୁଅ । ଏହି ଦୁଇ ପୁଅ ଏଭଳି କାମ କରିଛନ୍ତି ଯାହା ସତରେ ବହୁତ ଖରାପ ଅଟେ । କେବେ କଣ କେଉଁ ପୁଅ ଏଭଳି ନୃଶଂସ ହୋଇପାରିବ । ଏହି ଦୁଇ ପୁଅ ଏଭଳି କାମ କରିବେ ବୋଲି କେହି କେବେ ଭାବି ନଥିଲେ ।
ମାଆର ଗଳା କାଟି ଦୁଇ ପୁଅ ଖୁସି ହୋଇ ଯାଇଛନ୍ତି । ଆଉ ସେମାନେ ମାଆର ଗଳା କାଟି ରକ୍ତ ବୁହାଇ ଦେଇଥିଲେ । ଏହି ଦୁଇ ପୁଅ ଏଭଳି କାମ କରିବା ପଛର କାରଣ ଜଣାପଡି ନାହିଁ । ସାହି ପଡିଶା ଲୋକମାନେ କେତେବେଳେ ଏହି ଘଟଣା ବିଷୟରେ ଜାଣି ଦେବେ ସେଥିପାଇଁ ମାଆକୁ ମାରି ଦେଇ ବିଲେଇ ମରି ଯାଇଛି ବୋଲି କହିଥିଲେ । ମାଆକୁ ମାରି ଦେଇ ତାକୁ ଲୁଚାଇ ଦେଇଛନ୍ତି ଏହି ଦୁଇପୁଅ ।ଏହି ବିଷୟରେ ପଡିଶା ଲୋକମାନେ ଜାଣିବା ପରେ କରିଥିଲେ ଏଭଳି କାମ ।
ପଡିଶା ଲୋକମାନେ ଏହି ଦୁଇ ପୁଅ ତାଙ୍କ ମାଆକୁ ମାରି ଦେଇଛନ୍ତି ବୋଲି ଜାଣିବାକୁ ପାଇଥିଲେ । ଆଉ ଏହାପରେ ବିଲେଇର ଶବ କହି ଦୁଇ ପୁଅ ଲୋକ ଡକାଇ ଫୋପଡ଼ିବାକୁ ନେଇଥିଲେ ଆଉ ସେତେବେଳେ ଏହାକୁ ଦେଖି ଦେଇଥିଲେ ପଡିଶା ଲୋକ । ଆଉ ସେତେବେଳେ ଜଣା ପଡ଼ିଥିଲା କି ଏହି ଦୁଇଜଣ ପୁଅ ତାର ମାଆକୁ ମାରି ଦେଇଛନ୍ତି । ଏହି ଦୁଇ ପୁଅ ତାର ମାଆ ସହିତ ଏଭଳି କରିବା ପଛର କାରଣ କଣ ତାହା ଜଣାପଡି ନାହିଁ । ଏହି ଘଟଣାକୁ ନେଇ ଏବେ ପୋଲିସ ତଦନ୍ତ କରୁଛି ।