ବର୍ତ୍ତମାନ ସମୟରେ କିଟ୍ କଲେଜ୍ କୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଯାହାକୁ ନେଇ ଏବେ ସାରା ଓଡ଼ିଶାରେ ମଧ୍ୟ ଚହଳ ସୃଷ୍ଟି ହୋଇଛି। ଏବେ ଏହି ସମ୍ପର୍କରେ ଯେତେବେଳେ ପୂର୍ବତନ ବିଧାୟକ ସୁର ରାଉତରାୟ ଙ୍କୁ ପଚରା ଯାଇଥିଲେ ସେତେବେଳେ ସେ ଏଭଳି ପ୍ରତିକ୍ରିୟା ଦେଇଥିଲେ ତାହା ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ସେ କହିଥିଲେ କି ମନୋଜ ନାୟକ କଲେଜ୍ ରେ ଜଣେ ଅଧ୍ୟାପକ ର ଚାକିରୀ କରିଥିଲେ ,

ଆଉ ସେ ଏଗ୍ରୀକଲଚର ରେ ଚାକିରୀ କରିଥିଲେ। ହେଲେ ଏବେ ସେ ୨୦ ହଜାର କୋଟି ଟଙ୍କାର ମାଲିକ ଅଟନ୍ତି। ଅଚ୍ୟୁତ ସାମନ୍ତ ସେମିତି ଯଦି ସୁନାମ ଅର୍ଜନ କରିଛନ୍ତି ତାହା ହେଉଛି କିସ୍ ଆଉ କିଟ୍ କଲେଜ୍ ପାଇଁ ଆଉ ସେ ଜମି ସୁର ରାଉତରାୟ ତାଙ୍କୁ ଦେଇଥିବା କଥା କହିଥିଲେ। ଏହା ସେ ଜାନକୀ ପଟ୍ଟନାୟକ ଠାରୁ ଦେଇଥିବା କଥା କହିଥିଲେ। ଆଜି ଯେଉଁ ବିରାଟ ଆଦିବାସୀ ହରିଜନ ମାନଙ୍କ ପାଇଁ ସ୍କୁଲ୍ ହୋଇଛି ,

ସେଭଳି ସ୍କୁଲ ସାରା ବିଶ୍ବରେ କେହି ହେଲେ ମଧ୍ୟ କରି ନାହାଁନ୍ତି। ହଜାର ହଜାର ,ଲକ୍ଷ୍ୟ ଲକ୍ଷ ଛାତ୍ର ଯୁବକ ମାନେ ଇଞ୍ଜିନିୟର , ଡାକ୍ତର ହୋଇ ଆଜି ବିଶ୍ୱ ସ୍ତରରେ ଚାକିରୀ ପାଇଛନ୍ତି। ସେଥିପାଇଁ ଏଭଳିଆ ଲୋକ ସବୁ କୋଟିପତି ବୋଲି ସେ କହିଥିଲେ। ଓଡ଼ିଆ ମାନେ କେଉଁଠାରେ ଥିଲେ ଖାଇବାକୁ ପାଉନଥିଲେ ହେଲେ ତାଙ୍କ ପାଇଁ ଏବେ ଭୁବନେଶ୍ଵର ରେ ଏଭଳି ବ୍ୟବସ୍ଥା କରା ଯାଇଛି ବୋଲି କଂଗ୍ରେସ ନେତା ସୁର ରାଉତରାୟ କହିଥିଲେ।
ଆଉ ସେ ସମସ୍ତ ହେଉଛନ୍ତି କୋଟିପତି ଖାଲି ଆମେ ଅଚ୍ୟୁତ ସାମନ୍ତ କୁ ଧରିଲେ ହେବ ନାହିଁ। ସମସ୍ତେ ଏହି ଜାଗାରେ ଅନୁଷ୍ଠାନ କରି ପିଲାଙ୍କ ଆଡ଼ମିଶନ କରୁଛନ୍ତି। ପ୍ରେମ ପାଇଁ ସେ ଝିଅ ମରିଥିବା କଥା ସୁର ରାଉତରାୟ କହିଥିଲେ ଏଥି ସହ ଏହା ମଧ୍ୟ କହିଥିଲେ କି ଏଥିରେ ଅଚ୍ୟୁତ ସାମନ୍ତ ଙ୍କ କୌଣସି ଭୁଲ୍ ନାହିଁ ବୋଲି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।