ବର୍ତ୍ତମାନ ସମୟରେ ଭଣ୍ଡ ବାବାଙ୍କୁ ନେଇ ଚାରିଆଡେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଯେବେଠୁ ଭୁବନେଶ୍ୱରରେ ଜଣେ ନିଜକୁ ସାଧୁ ବୋଲି କହୁଥିବା ସାଧୁ ବାହାରିଛନ୍ତି ସେବେଠାରୁ ହିଁ ଏହି ମାମଲା ସଙ୍ଗୀନ ହେବାରେ ଲାଗିଛି। ତାଙ୍କୁ ନେଇ ଏବେ ଗୋଟେ ପରେ ଗୋଟେ ଅନେକ କଥା ମଧ୍ୟ ସାମ୍ନା କୁ ଆସିବାରେ ଲାଗିଛି। ଯେତେବେଳେ ତାଙ୍କ ଆଶ୍ରମର ଚେୟାର ମ୍ୟାନ କୁ ଏହି ସମ୍ପର୍କରେ ପଚରା ଯାଇଥିଲା ସେତେବେଳେ ମଧ୍ୟ,
ସେ ତାଙ୍କର ଆଶ୍ରମରେ ଥିବା ସେହି କୁନି ବାଳକ ଯାହାକୁ କି ସେ ବାବା ବନେଇଛନ୍ତି ତାଙ୍କୁ ସେ ଭଗବାନ ଙ୍କ ସହ ତୁଳନା କରିଥିଲେ। ଏହାପରେ ତାଙ୍କୁ ଏନେଇ ପାଲଟା ପ୍ରଶ୍ନ ମଧ୍ୟ କରା ଯାଇଥିଲା କି ସାରଥୀ ମଧ୍ୟ ନିଜକୁ ଭଗବାନ ବୋଲି କହୁଥିଲେ। ସେତେବେଳେ ଚେୟାର ମ୍ୟାନ ଜଣକ କହିଥିଲେ କି କାହା ସହ ତାଙ୍କ ବାବାଙ୍କୁ ତୁଳନା କରା ନଯାଉ ତାଙ୍କର ବାବା ସମ୍ପୂର୍ଣ୍ଣ ଭାବରେ ନିଆରା ଅଟନ୍ତି ସମସ୍ତଙ୍କ ଠାରୁ ଭିନ୍ନ ମଧ୍ୟ।
ସେଟା ତାଙ୍କର କେଳେଙ୍କାରି ଥିଲା ତାଙ୍କ ସହ କିଛି ଲେନ୍ ଦେନ୍ ନାହିଁ ବୋଲି ଏହା ବ୍ୟକ୍ତି ଜଣକ କହିଥିଲେ। ଏଭଳି ସେ ବାବା ସାରଥୀଙ୍କ ନାମରେ ମଧ୍ୟ ଅନେକ କଥା କହିଥିଲେ। ହେଲେ ତାଙ୍କ ଆଶ୍ରମରେ ଥିବା ସେହି କୁନି ବାବା ଙ୍କ ଭରପୁର ଭାବରେ ପ୍ରଶଂସା କରିଥିଲେ। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏବେ ସେ ଆଶ୍ରମରେ ପୋଲିସ ମଧ୍ୟ ଯାଇ ପହଞ୍ଚି ଗଲାଣି। ଗୋଟେ ପରେ ଗୋଟେ ସତ ମଧ୍ୟ ସାମ୍ନା କୁ ଆସୁଛି।
ଯାହାକି ସ୍ଥାନୀୟ ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆ ସାରା ହିଁ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ନିଜର ଭିନ୍ନ ଭିନ୍ନ ପ୍ରକାରର ମତାମତ ଦେଇଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ ଶୁଣି ସାରିବା ପରେ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।