ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଜଣେ ବ୍ୟକ୍ତି ଏଭଳି କିଛି କହିଛନ୍ତି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଥିଲେ କି ବିଜେଡିର ଏବେ ସମୟ ଆସିଗଲା। ଆଉ ସେ ଶ୍ରିମୟୀ ମିଶ୍ର ଙ୍କୁ ଏଭଳି କଥା କହିଛନ୍ତି ଯାହାକୁ ଆପଣ ମାନେ ବିଶ୍ବାସ ମଧ୍ୟ କରି ପାରିବେ ନାହିଁ। ସେ କହିଥିଲେ କି ଶ୍ରିମୟୀ ମିଶ୍ର କୁଆଡେ ଅଜ୍ଞାତ ବାସ ରେ ଯାଇଥିଲେ ନା ସେ ନିଜ ପାଇଁ କୋଉଠି ସ୍ବାମୀ ଖୋଜିବାକୁ ଯାଇଥିଲେ।
ତାଙ୍କର ସେଭଳି କିଛି ଅଭ୍ୟାସ ପାଇଁ ତାଙ୍କୁ ନବୀନ ପଟ୍ଟନାୟକ ଘୃଣା କରୁଛନ୍ତି ବୋଲି ମଧ୍ୟ କହିଥିଲେ। ସେ ବିଜେଡ଼ି ରେ ଉପର ଦେଖାଣିଆ ଭାବରେ ମିଶୁଛନ୍ତି। ଆଉ ଖୁବ୍ ଶୀଘ୍ର ମଧ୍ଯ ସେ ଲୁଚି ଛପି ବିଜେପି ରେ ଯାଇ ମିଶି ଯିବେ ବୋଲି କହିଛନ୍ତି। ସେ ଭାବିଥିଲେ କି ସମ୍ବଲପୁର ରୁ ଆସିଲେ ବିଜେଡ଼ି ଭିତରେ ପଶିଲେ ପାନ୍ଥ ନିବାସକୁ ମାଡ଼ି ବସିବେ ବୋଲି। ଏହା ମଧ୍ୟ ଭାବିଥିଲେ କି ପାଣ୍ଡିଆନ ତାଙ୍କର ଖୁବ୍ ଆପଣାର ଅଟନ୍ତି।
ଆଉ ଆଗାମୀ ନିର୍ବାଚନରେ ତାଙ୍କୁ ଏକ ଟିକେଟ ମଧ୍ୟ ମିଳିଯିବ ବୋଲି। ଭୁବନେଶ୍ଵର ଯାଇ ଖୁବ୍ ବୁଲାବୁଲି ମଧ୍ୟ କରିଥିଲେ। ଭାବୁଥିଲେ କି ବେଗୁନିଆ ରୁ ସେ ଟିକେଟ ନେବେ ବୋଲି ମାତ୍ର ସେଭଳି କିଛି ହୋଇ ପାରିଲା ନାହିଁ। ବ୍ୟକ୍ତି ଜଣକ ତାଙ୍କ ନାମରେ ଏଭଳି ମଧ୍ୟ କହିଛନ୍ତି କି ଶ୍ରିମୟୀ ମିଶ୍ରଙ୍କ ଗୋରା ଚମ କିଛି କାମ କରି ପାରିଲା ନାହିଁ ବୋଲି। ସେଥିପାଇଁ ସେ ଏବେ ରକ୍ତ ଚାଉଳ ଚୋବାଉଛନ୍ତି ବୋଲି କହିଥିଲେ।
ଯାହାକୁ ଦେଖୁଛନ୍ତି ତାଙ୍କ ଉପରେ ଅଶାନ୍ତି ହେଉଛନ୍ତି। ଏଭଳି ଭାବରେ ବ୍ୟକ୍ତି ଜଣକ ଶ୍ରିମୟୀ ମିଶ୍ର ଙ୍କ ନାମରେ ଅନେକ କଥା କହୁଥିଲେ। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ବ୍ୟକ୍ତି ଜଣକ ଏଭଳି କଥା ଶୁଣି ଶ୍ରିମୟୀ ମିଶ୍ର କୌଣସି ପ୍ରକାରର ପ୍ରତିକ୍ରିୟା ରଖି ନାହାଁନ୍ତି। ଏବେ ଦେଖିବା ବାକି ରହିଲା କି ଶ୍ରିମୟୀ ମିଶ୍ର ଏନେଇ କଣ ପ୍ରତିକ୍ରିୟା ଦେଉଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।