ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । କୋଲକାତା ସହରର ଘଟଣା ବିଷୟରେ ତ ଆପଣମାନେ ଜାଣିଥିବେ । ଏହି ସହରର RG କର ମେଡ଼ିକାଲ କଲେଜରେ ଘଟିଥିବା ଘଟଣାକୁ ନେଇ ଏବେ ପୁରା ରାଜ୍ୟରେ ଚର୍ଚ୍ଚା । ପୁରା ଦେଶରେ ଏହି ମହିଳା ଡାକ୍ତରଙ୍କ ଦୁ-ଷ୍କ-ର୍ମ ଆଉ ହ-ତ୍ୟାକୁ ନେଇ ଖବର ଆସୁଛି ।
କୋଲକାତା ଡାକ୍ତର ମୃ-ତ୍ୟୁ ମାମଲାରେ ଆସୁଛି ନୂଆ ନୂଆ ଟୁଇଷ୍ଟ । ଆର୍. ଜି କର କଲେଜର ପୂର୍ବତନ ପ୍ରିନ୍ସିପାଲଙ୍କୁ ଚିଠି ଲେଖିଥିଲେ ମମତା । ଆଉ ଚିଠି ଭିତରେ ଯାହା ଲେଖଥିଲା ତାହା ଦେଖି ଆପଣ ବି ଚକିତ ହୋଇପଡିବେ । ଏବେ ଏହି ଘଟଣାକୁ ନେଇ ସାରା ଦେଶରେ ବିକ୍ଷୋଭ ଜାରି ରହିଛି । ଏବେ ଏହି ଘଟଣାର ତଦନ୍ତ ସିବିଆଇ କରୁଛି । ଏବେ ଏହି ଘଟଣାର ତଦନ୍ତ ପରେ ଏଭଳି କିଛି ଖବର ଆସୁଛି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଖବର ଆସିଛି କି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି କଲେଜର ପୂର୍ବତନ ପ୍ରିନ୍ସିପାଲଙ୍କ ପାଖକୁ ଚିଠି ଲେଖିଥିଲେ ।
କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ପାଖକୁ ସେ ଚିଠି ଲେଖିଥିଲେ । ସେ ତାଙ୍କ ଚିଠିରେ କଣ ଲେଖିଥିଲେ ଆଉ ଏହାସହ ମେଡ଼ିକାଲରେ କଣ କଣ ସବୁ ଚାଲିଛି ଏହାକୁ ନେଇ ଏବେ ଚାଞ୍ଚଲ୍ୟ କରିବା ଭଳି ଖବର ଆସିଛି । ଏବେ ଏହି ପ୍ରିନ୍ସିପାଲ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ କଣ ଥିଲା ସମ୍ପର୍କ ଏହାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଏବେ ଏହାର ପ୍ରମାଣ ଦେଉଛି ଏହି ଚିଠି । ଏହି ଚିଠିରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ ମମତା ବାନାର୍ଜୀ ।
୨୦୨୨ ମସିହାରେ ଏହି ଚିଠି ଲେଖିଥିଲେ ମମତା ବାନାର୍ଜୀ । ଏହି ଚିଠିରେ ସେ ତାଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଆଉ ଏହି ଚିଠି ଆସିବା ପରେ ସେମାନଙ୍କ ମଧ୍ୟରେ ସମ୍ପର୍କ ଥିଲା ବୋଲି ଜଣାପଡିଛି । ଏବେ ଏହି ଟ୍ରେନି ଡାକ୍ତରଙ୍କୁ ନେଇ ଆକ୍ରୋଶ ବଢ଼ିବାରେ ଲାଗିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ସମେତ ଚାରିଜଣ ଡାକ୍ତର ସାମିଲ ଅଛନ୍ତି ବୋଲି ସୂଚନା ମିଳିଛି । ଏବେ ଏହି ଘଟଣାର ତଦନ୍ତ ଚାଲିଛି ଆଉ ଏହି ଘଟଣା ତଦନ୍ତ ପରେ ଆଉ କଣ ସବୁ ତଥ୍ୟ ସାମ୍ନାକୁ ଆସୁଛି ତାହା ଜଣାପଡ଼ିବ ।