Updated: Jan 6, 2025, 11:26 IST

ସାମ୍ବାଦିକଙ୍କୁ ହ-ତ୍ୟା ଘଟଣା ଭାଇ ହେଲା ଗିରଫ ଆଉ ତାପରେ

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଛତିଶଗଡ ରାଜ୍ୟରୁ ଆସିଛି କିଛି ଖବର । ସାମ୍ବାଦିକମାନଙ୍କ ଦ୍ଵାରା ଆପଣମାନେ ଖବର ପାଇ ପାରୁଛନ୍ତି । ଏବେ ଜଣେ ସାମ୍ବାଦିକଙ୍କୁ ହ-ତ୍ୟା କରାଯାଇଛି ବୋଲି ଖବର ଆସିଥିବା ବେଳେ ଏନେଇ ଅନେକ ତଥ୍ୟ ଏବେ ସାମ୍ନାକୁ ଆସିଛି । ସାମ୍ବାଦିକ ଜଣଙ୍କୁ ହ-ତ୍ୟା କରିଥିବା ମାମଲାରେ ସମ୍ପର୍କୀୟ ଭାଇ ଗିରଫ ହେଲେ ବୋଲି ଏବେ ସୂଚନା ମିଳିଛି । ରାସ୍ତାକାମକୁ ନେଇ ଏହି ଘଟଣା ଘଟିଛି ବୋଲି ସୂଚନା ମିଳିଛି ।
Vv
ଛତିଶଗଡ ରାଜ୍ୟର ବେଶ୍ ଜଣାଶୁଣା ସାମ୍ବାଦିକ ହେଉଛନ୍ତି ମୁକେଶ ଚନ୍ଦ୍ରକାନ୍ତ । ରାସ୍ତାକାମ ପାଇଁ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ଏବେ ଖବର ଆସିଛି । ସାମ୍ବାଦିକ ଜଣକ ରାସ୍ତାକାମ ବେଳେ ହେଉଥିବା ଦୁର୍ନୀତିର ଫର୍ଦ୍ଦାଫାସ କରିଥିଲେ ଆଉ ଏଥିପାଇଁ ତାଙ୍କୁ ଜୀବନରୁ ମାରିଦେଲେ । ଏହି ଦୁର୍ନୀତିର ଫର୍ଦ୍ଦାଫାସ କରୁଥିବାରୁ ତାଙ୍କୁ ହ-ତ୍ୟା କରାଯାଇ ପାଇଖାନା ଟାଙ୍କିରେ ଭର୍ତ୍ତି କରାଯାଇଥିଲା । ଏହି ହ-ତ୍ୟାରେ ମୁକେଶଙ୍କ ସମ୍ପର୍କୀୟ ଭାଇର ହାତ ଅଛି ବୋଲି ସୂଚନା ମିଳିଛି । ତାଙ୍କ ଭାଇଙ୍କୁ ଏବେ ପୋଲିସ ଗିରଫ କରିଛି । 
Hh
ଏବେ ପୋଲିସ ତିନିଜଣ ଅଭିଯୁକ୍ତଙ୍କ ସମେତ ମୁକେଶଙ୍କ ସମ୍ପର୍କୀୟ ଭାଇ ରିତେଶ ଚନ୍ଦ୍ରକାନ୍ତଙ୍କୁ ଗିରଫ କରିଛି । ରାସ୍ତା ନିର୍ମାଣ ପାଇଁ ୫୦ କୋଟି ଟଙ୍କାର ଟେଣ୍ଡର ପାଇଥିଲେ । ଆଉ ଏହା ଧୀରେଧୀରେ ବଢ଼ି ୧୨୦ କୋଟି ଟଙ୍କାରେ ପହଞ୍ଚିଥିଲା । କିନ୍ତୁ ରାସ୍ତାର ନିର୍ମାଣ ଶୈଳୀ ଉନ୍ନତମାନର ନଥିଲା । ରାସ୍ତାର ଲମ୍ବ କି ଓସାର ମଧ୍ୟ ଉନ୍ନତ ନଥିଲା । ଏହି ସାମ୍ବାଦିକ ମୁକେଶ ରାସ୍ତାକୁ ନେଇ ଏତେ ଟଙ୍କା କଣ ହେଲା ବୋଲି ପ୍ରଶ୍ନ କରିଥିଲେ । ଆଉ ହୋଇଥିବା ଦୁର୍ନୀତିର ଫର୍ଦ୍ଦାଫାସ କରିଥିଲେ ।
ଏହି ଅଭିଯୋଗ ପରେ ସାମ୍ବାଦିକ ଜଣଙ୍କର ଭାଇ ତାଙ୍କ ଉପରେ ରାଗ ରଖିଥିଲେ । ଜାନୁଆରୀ ୧ ତାରିଖରେ ମୁକେଶଙ୍କ ଭାଇ ଗୋଟିଏ ମିଟିଂ କରିଥିଲେ । ଏହି ବୈଠକରେ ଯୋଗ ଦେବା ପରଠାରୁ ମୁକେଶଙ୍କ ଫୋନ୍ ସ୍ଵିଚ ଅଫ ଆସିଥିଲା । ପରେ ତାଙ୍କ ବଡଭାଇ ସେ ନିଖୋଜ ହୋଇ ଯାଇଛନ୍ତି ବୋଲି ଥାନାରେ ଅଭିଯୋଗ ଦେଇଥିଲେ । ପୋଲିସ ଦୁଇଦିନ ପରେ ମୃ-ତଦେହ ପାଇଖାନା ଟାଙ୍କିରୁ ଉଦ୍ଧାର କରିଥିଲେ । ଆଉ ତାପରେ ପୋଲିସ ତଦନ୍ତ ଆରମ୍ଭ କରି ଏହି ହ-ତ୍ୟା ବିଷୟରେ ଜାଣି ପାରିଥିଲା । ମୁକେଶଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ଏବଂ ତିନିଜଣ ଯୁବକ ମିଶି ହ-ତ୍ୟା କରିଛନ୍ତି ବୋଲି ପୋଲିସ ଜାଣିପାରିଥିଲା ।

Advertisement