Dec 18, 2024, 15:17 IST

ଶାଳୀକୁ କରିବାକୁ ସବୁଦିନ ବାଧ୍ୟ କରୁଥିଲା ଏହି ଭିଣୋଇ

Bv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ଅନେକ ଅଞ୍ଚଳରେ ଘଟୁଥିବା ଘଟଣା ସବୁ ପାଇ ପାରୁଛନ୍ତି । ଏବେ କିଛି ଖବର ଆସିଛି ଗୋଟିଏ ଅଞ୍ଚଳରେ ଘଟିଥିବା ଶାଳୀ ଆଉ ଭେଣୋଇର ପ୍ରେମକୁ ନେଇ । ବ୍ୟକ୍ତି ଜଣକ ବିବାହ କରିଥିଲେ କିନ୍ତୁ ସେ ତାଙ୍କ ଶାଳୀଙ୍କୁ ଭଲ ପାଉଥିଲେ । ଆଉ ଶାଳୀକୁ ଅନେକ ଥର ପ୍ରେମ ନିବେଦନ ମଧ୍ୟ କରିଛନ୍ତି । ଶାଳୀ ଜଣକ ମନା କରିବାରୁ ଏଭଳି କିଛି କରିଥିଲେ ଏହି ବ୍ୟକ୍ତି ଜଣକ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Hh
ଭେଣୋଇର ପ୍ରେମ ଶାଳୀ ପାଇଁ ପଡିଲା ମହଙ୍ଗା । ଭେଣୋଇର ପ୍ରେମ ନିବେଦନକୁ ଶାଳୀ ଗ୍ରହଣ ନ କରିବାରୁ ଶାଳୀ ଉପରେ ରାଗିଗଲା ଭେଣୋଇ ଆଉ ଘଟାଇଲା ନୃଶଂସ କାଣ୍ଡ । ଭେଣୋଇ ଜଣକ ରାଗରେ ଜରଜର ହୋଇ ଶାଳୀକୁ ମାରି କାଟି ପକାଇଛି । ସେ ତାର ଶାଳୀକୁ କାଟି ତିନିଖଣ୍ଡ କରି ଦେଇଛି । ଯାହାର ଭିଡିଓ ଦେଖିଲେ ଯେ କେହିବି ଚମକି ପଡ଼ିବ । ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ କରିବାରୁ ଶାଳୀକୁ କାଟି ଦେଇ ତିନିଖଣ୍ଡ କରିଦେଲା ଭେଣୋଇ । ଏଭଳି ଘଟଣା ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଘଟିଛି । ସେହି ଅଞ୍ଚଳରେ ଏଭଳି ଭୟାବହ ହ-ତ୍ୟାକାଣ୍ଡ ଘଟିଛି ।
Bb
ଏହି ଘଟଣା କୋଲକାତାର ତଲିକାଟ ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ଅଞ୍ଚଳରେ ଥିବା ଏକ ଅଳିଆ ଗଦାରୁ ଜଣେ ମହିଳାଙ୍କ କଟା ମୁଣ୍ଡ ମିଳିଥିଲା । ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ତଦନ୍ତ ଅନୁସାରେ ପୋଲିସ ଅଭିଯୁକ୍ତ ଜଣଙ୍କୁ ଖୋଜୁଛି । ୨୪ ଘଣ୍ଟା ମଧ୍ୟରେ ପୋଲିସ ହ-ତ୍ୟାକାରୀକୁ ବାନ୍ଧିଛି । ଏହି ହ-ତ୍ୟାକାରୀ ଜଣକ ଆଉ କେହି ନୁହେଁ ବରଂ ସେ ହେଉଛନ୍ତି ଏହି ମହିଳାଙ୍କ ଭେଣୋଇ । ସେ ପ୍ରଥମେ ଗଳା ଚିପି ଆଉ ତାପରେ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲା । 
ପୀଡ଼ିତା ଦୁଇ ବର୍ଷ ହେବ ସ୍ବାମୀଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । ସେ ଏକ ପାର୍କରେ କାମ କରୁଥିଲେ । ଆଉ ତାଙ୍କ ସମ୍ପର୍କୀୟ ଭେଣୋଇ ମଧ୍ୟ ସେଠାକୁ କାମ କରିବାକୁ ଯାଉଥିଲେ । ତାଙ୍କ ଭେଣୋଇ ନସ୍କର ସେଠାରେ କାମ କରୁ କରୁ ଶାଳୀ ପ୍ରେମରେ ପଡି ଯାଇଥିଲେ । ତାଙ୍କୁ ସେ ପ୍ରେମ ନିବେଦନ କରିଥିଲେ । କିନ୍ତୁ ଶାଳୀ ଜଣକ ପ୍ରେମ ନିବେଦନକୁ ମନା କରିବାରୁ ଏଭଳି କାଣ୍ଡ କରିଥିଲା ବୋଲି ସ୍ବୀକାର କରିଛି । ଏହି ଘଟଣାରେ କେବଳ ଭେଣୋଇ ଅଛନ୍ତି ନା ତାଙ୍କ ସହିତ ଆଉ କିଏ ସାମିଲ ଅଛନ୍ତି ଏବେ ପୋଲିସ ଏନେଇ ତଦନ୍ତ କରୁଛି ।

Advertisement