Oct 13, 2024, 14:08 IST

ସକାଳୁ ଉଠିବା କ୍ଷଣି ସ୍ତ୍ରୀ ମୁଣ୍ଡ ହାଣିଲା ସ୍ବାମୀ..ସ୍ବାମୀ କଣ ପାଇଁ ଏମିତି କଲା ଜାଣିଲେ ହେବେ ଆଶ୍ଚର୍ୟ

Gg

ଦଶହରାରେ ସ୍ତ୍ରୀର ମୁଣ୍ଡ ହାଣି ଗାଁ ପାଖ ଜଙ୍ଗଲ ଭିତରକୁ ଫିଙ୍ଗି ଦେଲା ସ୍ବାମୀ। ଗୋଟିଏ ପଟେ ମା ଦୁର୍ଗାଙ୍କ ପୂଜା ହେଉଥିଲା। ଆଉ ଅନ୍ୟପଟେ ନୃସଂସ ସ୍ବାମୀ ସ୍ତ୍ରୀର ମୁଣ୍ଡ ହାଣୁଥିଲା। ଶେଷରେ ସ୍ତ୍ରୀର ଶବକୁ ନେଇ ସ୍ୱାମୀ ଏବଂ ଶଶୁର ଘର ଲୋକ ଜଙ୍ଗଲରେ ଫୋପାଡ଼ି ଦେଲେ। ଦର୍ଶକ ବନ୍ଧୁ ଟିକେ ଭଲ କରି ଦେଖନ୍ତୁ ଏ ମହିଳାଙ୍କୁ। ଯାହାଙ୍କ ନାଁ ହେଉଛି ସାରଳା ତିଘର। ଯାହାକି ସାରଳା ଆଠ ବର୍ଷ ତଳେ କୁନାଙ୍କୁ ବୈଦିକ ରୀତିନୀତି ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ବିବାହ କରିଥିବା ବେଳେ ସବୁ ଝିଅଙ୍କ ପରି ଅନେକ ସ୍ବପ୍ନ ଦେଖି ଥିଲେ।

Gg

ବାହା ହୋଇ ନିଜ ସ୍ୱାମୀ ସହିତ ସୁଖର ସଂସାର କରିବେ ବୋଲି। ହେଲେ ସବୁ ସ୍ବପ୍ନ କେବଳ ସ୍ବପ୍ନରେ ରହିଗଲା। ତେବେ ଦିନକୁ ଦିନ ସମୟ ଗଡିବା ସହିତ ତାଙ୍କ ସୁଖର ସଂସାର ଉପରେ ସତେ ଯେମିତି କାହାର ନଜର ଲାଗି ଗଲା। ଆଉ ଦେଖୁ ଦେଖୁ ସାରଳାଙ୍କ ଉପରେ ଆରମ୍ଭ ହୋଇ ଗଲା ନିର୍ଯ୍ୟାତନା । ଛୋଟ ଛୋଟ କଥାରେ ଶାଶୁଘର ଲୋକେ ନିଜ ବୋହୂଙ୍କୁ ନିର୍ଯ୍ୟାତନା ଦେଉ ଥିବା ବେଳେ ମଥାରେ ସିନ୍ଦୂର ଦେଇ ସ୍ବାମୀ ସାଜି ଥିବା ସେହି ପିଶାଚଟା ସତେ ଯେମିତି ସବୁକିଛି ଭୁଲି ଯାଇଥିଲା। ନିଜ ପରିବାର ସହିତ ମିଶି କାଳେ ନିଜର ସୁନ୍ଦରୀ ସ୍ତ୍ରୀକୁ ମାରପିଟ କରୁଥିଲା।

ହେଲେ ସେତିକି ସେ ନୃଶଂସ ମନଙ୍କ ମନ ଭରି ନଥିଲା। ଆଉ ଦେଖୁ ଦେଖୁ ଆଖି ପିଚୁଳାକେ ନିଜ ସ୍ତ୍ରୀ ସାରଳାର ସବୁକିଛି ସାରି ଦେଇଥିଲା ଆଉ ତା ଜୀବନ ନେଇ ଯାଇଥିଲା। ଆଉ ତାକୁ କୁଆଡେ଼ ଖଣ୍ଡ ଖଣ୍ଡ କରି ଜଙ୍ଗଲକୁ ଫିଙ୍ଗି ଦେଇଥିଲା। ଏମିତି କିଛି ଅଭିଯୋଗ ସାରଳାଙ୍କ ପରିବାର ଲୋକ ଆଣିଥିବା ବେଳେ ତାଙ୍କ ଝିଅକୁ ତା ଶାଶୁ ଘର ଲୋକେ ହ-ତ୍ୟା କରିଥିବା କାନ୍ଦି କାନ୍ଦି କହୁଛନ୍ତି। ଏଭଳି ଘଟଣା ଫୁଲବାଣୀରେ ଦେଖିବାକୁ ମିଳିଛି।

Gg

ସେହି ଅଞ୍ଚଳରେ କୁନା ତିଘରଙ୍କୁ, ସାରଳା ତିଘର ଆଠ ବର୍ଷ ତଳେ ବିବାହ କରିଥିଲେ।ହଠାତ୍ କୁଆଡେ ସାରଳା ତିଘର ନିଜ ଶାଶୁ ଘର ଛାଡ଼ି କେଉଁ ଆଡେ ଚାଲି ଯାଇଥିଲେ। ଯାହାକୁ ନେଇ ଶାଶୁ ଘର ଲୋକେ ତାଙ୍କ ଝିଅ କୁଆଡ଼େ ଚାଲି ଯାଇଥିବା ବାପଘର ଲୋକଙ୍କୁ ଖବର ଦେଇଥିବା ବେଳେ ପରିବାର ଲୋକେ ଚାରିଆଡ଼େ ଖୋଜା ଖୋଜି ଆରମ୍ଭ କରି ଦେଇ ଥିଲେ। ହେଲେ କେଉଁଠି ବି ନିଜ ଝିଅକୁ ପାଇ ନଥିଲେ।

ଏ ନେଇ ପୋଲିସର ଦ୍ବାରସ୍ଥ ହୋଇ ବାପ ଘର ଲୋକ ଅଭିଯୋଗ କରିଥିଲେ। ପୋଲିସ୍ ମଧ୍ୟ ଗୁରୁତର ସହିତ ସାରଳାଙ୍କୁ ଖୋଜା ଖୋଜି କରୁ ଥିଲା। ତାଙ୍କ ଖଣ୍ଡ ବିଖଣ୍ଡିତ ମୃ-ତ ଦେହ ଜଙ୍ଗଲରୁ ମିଳିଥିଲା। ଏହାକୁ ନେଇ ସାଇଣ୍ଟିଫିକ୍ ଟିମ୍ ତନାଘନ ଜାରି ରଖିଥିବା ବେଳେ ଦେଖିବାକୁ ବାକି ରହିଲା ଘଟଣା ଆଗକୁ କେଉଁ ମୋଡ଼ ନେଉଛି।

Advertisement