Updated: Oct 20, 2024, 15:57 IST

ସକାଳୁ ସକାଳୁ ଥାନା ଆଗରେ ୟେ କି ଦୃଶ୍ୟ..ମନ୍ମଥ ଙ୍କ ଗୋଡ଼ ଧରି ଏମିତି କାନ୍ଦିଲେ..

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।

Gg
ଝାରପଡା ଜେଲ ରେ ବିଚାରଧୀନ କଏଦୀ ଙ୍କ ମୃ-ତ୍ୟୁ। ଜେଲ୍ ରେ ତାଙ୍କୁ ମା-ରି ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ। ଗତ ୫ତାରିଖ ରୁ ଜେଲ୍ ରେ ଥିଲେ ବିଦ୍ୟାଧର ଗୁରୁ, ଆଜି ସକାଳୁ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ କୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ଜେଲ୍ ରେ ତାଙ୍କ ସ୍ତ୍ରୀ ଙ୍କୁ ଏନେଇ ସୂଚନା ଦିଆ ଯାଇଥିଲା।ହେଲେ ହସ୍ପିଟାଲ ଚିକିତ୍ସା ପୂର୍ବରୁ ତାଙ୍କର ମୃ-ତ୍ୟୁ ହୋଇଥିଲା ବୋଲି ତାଙ୍କ ଓକିଲ କହିଛନ୍ତି। 
Gtff
ପରିବାର ପକ୍ଷରୁ ବିଦ୍ୟାଧର ଙ୍କୁ ହ-ତ୍ୟା କରିବା ଅଭିଯୋଗ ରେ ନ୍ୟାୟ ଦାବି କରିଛନ୍ତି।ଆଜି ମାମଲା ରେ ବିଧାୟକ ଆସି ମୃତକ ଙ୍କ ପରିବାର ସହ ଆଲୋଚନା କରିଛନ୍ତି। ତେବେ ପୋଷ୍ଟମର୍ଟମ ରିପୋର୍ଟ୍ ଆସିଲେ ଜଣା ପଡ଼ିବ ବୋଲି ଜେଲ୍ ର ଡିଜି ଅରୁଣ ରାୟ ସୂଚନା ଦେଇଛନ୍ତି। ତେବେ ଏହି ଘଟଣା ରେ ବିଦ୍ୟାଧର ଙ୍କ ସ୍ତ୍ରୀ କହିଛନ୍ତି ଯେ ପୋଲିସ ମାନେ ବାଡେଇ ବାଡେଇ ମୋ ସ୍ବାମୀ ଙ୍କୁ ମାରି ଦେଇଛନ୍ତି।ସେ ଅଭିଯୋଗ କରିଛନ୍ତି ଯେ ମୋତେ କିଛି କହିନାହାନ୍ତି ଖାଲି କହିଲେ ଯେ ତାଙ୍କ ଦେହ ଖରାପ ତାଙ୍କୁ ହସ୍ପିଟାଲ ଆଣିଛନ୍ତି। 
ତେବେ ବିଦ୍ୟାଧର ଙ୍କ ହୃଦଘାତ ହେଇଚି ବୋଲି ଥାନା ରୁ ତାଙ୍କ ପରିବାର କୁ ଜଣାଇ ନାହାନ୍ତି। ପରିବାର ଲୋକ ଙ୍କ କହିବା କଥା ଯେ କାଲି ୯ ଟା ରେ ସେ ସୁସ୍ଥ ଥିଲେ ହଠାତ କେମିତି ଏସବୁ ହେଇଯିବ ,ଡାକ୍ତର ବି କିଛି ଜଣାଉ ନାହାନ୍ତି।ତାଙ୍କୁ ଜେଲ୍ ଭିତରେ ମାରି ଦିଆ ଯାଇଛି ବୋଲି ଅଭିଯୋଗ କରିଛନ୍ତି।ଏବେ ଦେଖିବାକୁ ବାକି ରହିଲା ପ୍ରକୃତରେ ଘଟଣା କଣ ହୋଇଛି।

Advertisement