ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ମନ୍ଦିର ବିଷୟରେ କିଛି ଖବର ଜାଣିପାରିବେ । ଆପଣମାନେ ସମସ୍ତେ ତ ବାଲାଜୀ ମନ୍ଦିର ନାଁ ଶୁଣିଥିବେ । ଏହା ଏକ ବହୁତ ବଡ ମନ୍ଦିର ଅଟେ । ଏହାସହ ଏହା ଏକ ପ୍ରସିଦ୍ଧ ସ୍ଥାନ ଅଟେ । ଏଠାକୁ ଲୋକେ ତୀର୍ଥ କରିବାକୁ ଯାଇଥାନ୍ତି । ଏବେ ବାଲାଜୀ ମନ୍ଦିରକୁ ନେଇ ଏଭଳି କିଛି ଖବର ଆସିଛି ଯାହାକୁ ନେଇ ଏବେ ଚର୍ଚ୍ଚା ହେବା ସହ ଉଠୁଛି ପଡୁଛି।
ତିରୁପତି ବାଲାଜୀ ମନ୍ଦିରର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶୁଛି ବୋଲି ଖବର ଆସିଥିଲା । ଆଉ ଏହି ଖବର ଶୁଣି ଏବେ ସାରା ଦେଶ ଚିନ୍ତାରେ ରହିଥିବା ବେଳେ ଆଉ ଏକ ଖବର ସାମ୍ନାକୁ ଆସିଛି । ଏହି ଘଟଣା ଏକ ତୀବ୍ର ରୂପ ଧାରଣ କରିଥିବା ବେଳେ ଏବେ ଏହି ଘଟଣାକୁ ନେଇ ଆସିଛି ଆଉ କିଛି ଖବର । ଘିଅରେ ବିଷାକ୍ତ ଜିନିଷ ମିଶା ଯାଉଛି ବୋଲି ଏବେ ଖବର ଆସୁଛି ।ଏହି ଖବର ଜଣାପଡିବା ପରେ ଜାତୀୟ ରାଜନୀତି ଉଷ୍ଣ ହେବାରେ ଲାଗିଛି ।
କେବଳ ତିରୁପତି ବାଲାଜୀ ଭଗବାନଙ୍କ ପ୍ରସାଦ ନୁହେଁ ବରଂ ଆପଣଙ୍କ ଖାଇବାରେ ମଧ୍ୟ ପଶୁ ତେଲ ମିଶୁଛି ବୋଲି ଖବର ଆସୁଛି । ଏବେ ନକଲି ଘିଅ ମାର୍କେଟରେ ମିଳୁଥିବା ବେଳେ ଆପଣମାନେ ଏହି ନକଲି ଘିଅ ବ୍ୟବହାର କରୁଛନ୍ତି ବୋଲି ଖବର ଆସୁଛି । ଘିଅ ମଣିଷ ଶରୀର ପାଇଁ ଉପକାରୀ ଅଟେ । ଆଉ ଘିଅରେ ଅନେକ ଜିନିଷ ଥାଏ । ଆଉ ଘିଅ ଖାଇବା ଦ୍ବାରା ବୃଦ୍ଧ ବୟସରେ ମଧ୍ୟ ସତେଜ ରହିଥାନ୍ତି ଲୋକମାନେ । କିନ୍ତୁ ଏବେ ମାର୍କେଟରେ ମିଳୁଥିବା ଘିଅ ଲୋକମାନେ ଖାଉଛନ୍ତି । ଆଉ ଏହାକୁ ଖାଇବା ପରେ ସ୍ବାସ୍ଥ୍ୟ ଉତ୍ତମ ରହିବା ବଦଳରେ ଅସୁସ୍ଥ ହୋଇଯାଉଛି ।
ଏବେ ଲୋକମାନେ ନକଲି ଘିଅ ଖାଇ ମେଡିକାଲ ଯାଉଛନ୍ତି । ଆଉ ଘିଅରେ ପୋମାଲିନ ତେଲ ମିଶିଥାଏ । ଆଉ ଏହାକୁ ଖାଇବା ଦ୍ବାରା ବହୁତ କ୍ଷତି ହୋଇଥାଏ । ଆପଣମାନେ ଘିଅ ଅସଲି ନା ନକଲି ତାହା ପରୀକ୍ଷା କରି ଘିଅ କିଣନ୍ତୁ । ପ୍ରଥମେ ଏକ ଗ୍ଲାସରେ ପାଣି ନେଇ ସେଥିରେ ଘିଅ ପକାଇବେ ଆଉ ଯଦି ଘିଅ ଅସଲି ହୋଇଥିବ ତାହେଲେ ଏହା ଉପରେ ଭାସିବ । ଏଭଳି ନହେଲେ ଘିଅରେ କିଛି ଆୟୋଡିନ ମିଶାନ୍ତୁ ଆଉ ଏହାର ରଙ୍ଗ ନ ବଦଳିଲେ ଏହା ଅସଲି ବୋଲି ଜାଣନ୍ତୁ । ଘିଅ ଗରମ କରନ୍ତୁ ଆଉ ଏହାକୁ ଏକ ପାତ୍ରରେ ରଖନ୍ତୁ ଆଉ ଦେଖିବେ ଏହା ସେଭଳି ନବସି ରହିଲେ ଏହା ଅସଲି ବୋଲି ଜାଣନ୍ତୁ ।