ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ପାଣିପାଗକୁ ନେଇ ଆସୁଥିବା ଖବର ବିଷୟରେ ଆପଣମାନେ ଜାଣି ପାରୁଛନ୍ତି । ଏବେ ଖରାଦିନ ହେଲେ ମଧ୍ୟ ବାତ୍ୟା ହେବ ବୋଲି ସୂଚନା ମିଳୁଛି । ଏବେ ଖବର ଆସିଛି କି ମାଡ଼ି ଆସୁଛି ଭୟଙ୍କର ବାତ୍ୟା । ଏହି ବାତ୍ୟାର ନାମ ହେଉଛି "ଗେରାନ୍ସ" । ଏବେ ଏହି ଖବର ଆସିବା ପରେ କିଛି ଦେଶ ଥରିବାକୁ ଲାଗିଲାନି । ଏହି ବାତ୍ୟା ପାଇଁ ଏୟାରପୋର୍ଟ ବି ବନ୍ଦ ହୋଇଛି ।

ଏହି ବାତ୍ୟାର ବେଗ ବହୁତ ଅଧିକ ରହିବ । ବାତ୍ୟାର ବେଗ ଘଣ୍ଟା ପ୍ରତି ୧୬୫ କିମି ରହିବ ବୋଲି ସୂଚନା ମିଳିଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଏୟାରପୋର୍ଟ ବନ୍ଦ ହେଲା ବୋଲି ସୂଚନା ମିଳିଛି । ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଏବେ ଧୀରେ ଧୀରେ ବାତ୍ୟାରେ ପରିଣତ ହେବାକୁ ଯାଉଛି । ଏବେ ସମ୍ଭାବ୍ୟ ବାତ୍ୟା ଆସିବା ବେଳେ ୧୬୫ କିମି ବେଗରେ ପବନ ବହିବ ବୋଲି ଆଶଙ୍କା କରାଯାଉଛି । ଏହି ବାତ୍ୟାର ପ୍ରଭାବ ବହୁତ ଅଧିକ ହେବ ବୋଲି ସୂଚନା ମିଳିଛି ।

ପବନ ବହିବା କାରଣରୁ ସବୁକିଛି ଛାରଖାର ହୋଇଯିବ ବୋଲି ସୂଚନା ମିଳିଛି । ଏହି ବାତ୍ୟା ଏବେ ବଡ ବିପଦ ନେଇ ଆସୁଛି ବୋଲି ସୂଚନା ମିଳିଛି । ପାଣିପାଗ ବିଭାଗ କହିଛି ଖରା ଦିନରେ ଏଭଳି ବାତ୍ୟା ହେବ । ବୁଧବାର ଦିନ ସନ୍ଧ୍ୟା ୭ ଘଟିକା ସମୟରୁ ଏୟାରପୋର୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି । ଏଭଳି ଅନେକ କିଛି ବନ୍ଦ ହୋଇଯିବ ବୋଲି ଏବେ ଖବର ଆସିଛି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଖବର ପାଇବା ସହ ଅନେକ ବିଷୟରେ ଜାଣିପାରିବେ ।
ବାତ୍ୟାରେ ପବନର ବେଗ ବହୁତ ଅଧିକ ରହିବ ଆଉ ଏହି ବାତ୍ୟା ଅନେକ କିଛି ନଷ୍ଟ କରିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ବାତ୍ୟା ଗେରାନ୍ସ ପ୍ରଭାବରେ ଆଇଲ୍ୟାଣ୍ଡ ପୁରା ଛିନ୍ ଛତର ହୋଇଯିବ । ଏବେ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ବାତ୍ୟା ଆସିବା ବେଳେ ଏହାର ବେଗ ବହୁତ ଅଧିକ ରହିବ । ଚଳିତ ବର୍ଷ ୩୩ ପ୍ରତିଶତ ବର୍ଷା ହୋଇଛି । ଏହି ବାତ୍ୟା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ଆଉ ଏହି ବାତ୍ୟା ପାଇଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।