Jul 16, 2024, 16:47 IST

ରିୟା ଏବଂ ସ୍ୱାମୀ ମିଶିକି ଦେଉଥିଲେ ନିର୍ଯାତନା !! ଦେଖନ୍ତୁ ମୁଁହ ଖୋଲିଲେ ଯୁବତୀ

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଓଲିଉଡ ଅଭିନେତ୍ରୀ ରିୟା ଦେଙ୍କୁ ନେଇ ଆସିଥିବା ଖବର ସବୁ ଜାଣି ପାରୁଥିବେ । ତାଙ୍କ ଘରେ କାମ କରୁଥିବା ଝିଅ ବର୍ଷା ତାଙ୍କ ନାଁରେ ଅଭିଯୋଗ ଆଣିଛି । ଆଉ ଏବେ ଏହି ସଙ୍ଗୀନ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରୁଛି । ପୋଲିସ ଏବେ ଅନେକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି ।
Bb
ଏବେ ପୋଲିସ ଏହି ଘଟଣାର ତଦନ୍ତ କରି ଅଭିନେତ୍ରୀ ରିୟା ଦେଙ୍କୁ ପଚରାଉଚରା କରୁଛି । ଆଉ ଏପଟେ ଗୋଟିଏ ପରେ ଗୋଟିଏ କଥା ସାମ୍ନାକୁ ଆସୁଛି । ଅଭିନେତ୍ରୀ ରିୟାଙ୍କ ସ୍ବାମୀ ବର୍ଷାଙ୍କ ଅନିଚ୍ଛା ସତ୍ତ୍ୱେ ମଧ୍ଯ ଭିଡିଓ କରୁଥିଲେ । ସେ ବର୍ଷାଙ୍କୁ ହୁଏତ ଡରାଉଥିଲେ ଆଉ ବର୍ଷା ଡର ଭୟରେ ଇଚ୍ଛା ନଥିଲେ ମଧ୍ୟ ଭିଡିଓ କରୁଥିଲେ । ଅଭିନେତ୍ରୀ ରିୟା ଏବଂ ତାଙ୍କ ସ୍ୱାମୀଙ୍କ ପାଇଁ ଅଡ଼ୁଆ ବଢୁଛି । ଅନେକ କଥା ଏବେ ସାମ୍ନାକୁ ଆସୁଛି । ଏବେ ଏହି କଥା ସାମ୍ନାକୁ ଆସୁଛି କି ରିୟାଙ୍କ ସ୍ବାମୀ ସୁନୀଲ ବର୍ଷାଙ୍କ ଭିଡିଓ ସୁଟ୍ କରୁଥିଲେ । 
Bb
ଆଉ ଏବେ କଥା ଆସୁଛି କି ଏହି ଭିଡିଓରେ କଣ ଅଛି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଚନ୍ଦ୍ରଶେଖରପୁର ଥାନାରୁ ମାମଲା ବିଡାନାସୀ ଥାନାକୁ ଆସିଲାଣି । ଆଉ ଏବେ ରିୟାକୁ ପଚରାଉଚରା କରିଛି ପୋଲିସ । ରିୟାଙ୍କ ସହିତ ତାଙ୍କ ସ୍ବାମୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ଅଭିଯୋଗକାରିଣୀ କେବେ ଠାରୁ ତାଙ୍କ ଘରେ କାମ କରୁଥିଲେ ଆଉ ତାଙ୍କୁ କେତେ ଟଙ୍କା ମିଳୁଥିଲା । ଆଉ ଏଭଳି ଅନେକ କଥା ଏବେ ସାମ୍ନାକୁ ଆସିଥିଲା । ଏବେ ବର୍ଷା ସହ ତାଙ୍କ ଭଉଣୀ ଦେଖା କରିବାକୁ ଯାଇଥିଲେ ।
ଆଉ ଏବେ ତାଙ୍କ ଭଉଣୀ ଅନେକ କିଛି କଥା କହିଛନ୍ତି । ରିୟାଙ୍କ ସ୍ବାମୀ ବାଧ୍ୟ କରି ଭିଡିଓ କରୁଥିଲେ । ଆଉ ତଦନ୍ତ ହେବା ପରେ ଅନେକ କିଛି ତଥ୍ୟ ସାମ୍ନାକୁ ଆସିବ । ଯୁବତୀ ଜଣକ ରିୟା ଏବଂ ତାଙ୍କ ସ୍ୱାମୀଙ୍କ ନାଁରେ ଅଭିଯୋଗ ଆଣିଥିଲେ । ରିୟା ଏବଂ ତାଙ୍କ ସ୍ଵାମୀ ତାଙ୍କୁ ନିର୍ଯାତନା ଦେଇଥିଲେ ବୋଲି ଏହି ଯୁବତୀ ଜଣକ ଅଭିଯୋଗ କରିଥିଲେ । ଏବେ ଏହି ଯୁବତୀ ଜଣଙ୍କର ଅଭିଯୋଗ ଆଧାରରେ ଏହି ଘଟଣାକୁ ନେଇ ତଦନ୍ତ କରାଯାଉଛି । ଆଉ ତଦନ୍ତ ପରେ ଅନେକ ତଥ୍ୟ ସାମ୍ନାକୁ ଆଦିବା ପରେ ଏବେ ନ୍ୟାୟ ଦାବି କରିଛନ୍ତି ସମସ୍ତେ ।

Advertisement