May 17, 2024, 17:36 IST

ଓଡ଼ିଶାରେ ଜିତିବ କେଉଁ ଦଳ ମୁଁହ ଖୋଲି କହିଦେଲେ ରବି ଦେଖନ୍ତୁ କଣ ଦେଲେ ପ୍ରତିକ୍ରିୟା

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ଅଞ୍ଚଳର ଖବର ପାଇବା ସହ ରାଜନୀତିକୁ ନେଇ ଆସିଥିବା ଖବର ପାଇ ପାରୁଛନ୍ତି।
ଆପଣମାନେ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବ କି ବିଜେଡି ଜିତିବ ନା ବିଜେପି । ଏବେ ତ ସବୁଆଡେ ନିର୍ବାଚନର ମାହୋଲ ରହିଛି । ଆଉ ଏହି ନିର୍ବାଚନରେ ଅନେକ କଥା ସାମ୍ନାକୁ ଆସୁଛି । ଏହି ନିର୍ବାଚନକୁ ନେଇ କେ ରବି କିଛି କଥା କହିଛନ୍ତି ।
Bb
ସେ କହିଛନ୍ତି, ସାଧାରଣ ନିର୍ବାଚନରେ ଆଗୁଆ କିଛି କହିହେବ ନାହିଁ । କିଏ ଜିତିବ କିଏ ହାରିବ ତାହା କହିହେବ ନାହିଁ । ୨୦୧୪ ମସିହା, ୨୦୧୯ ମସିହା ନିର୍ବାଚନରେ ବିଜୁ ଜନତା ଦଳ ଓଡ଼ିଶାରେ ଜିତିଥିଲେ ।
ଏହାକୁ ଦେଖି ଏବେ ହେବାକୁ ଯାଉଥିବା ନିର୍ବାଚନ କଥା କହିବା କଷ୍ଟ । ଲୋକମାନଙ୍କ ମନରେ ସବୁବେଳେ ପ୍ରଶ୍ନ ଆସିଥାଏ କି ବିଜେଡି ଜିତିବ ନା ବିଜେପି । ଗୋଟେ ଗୋଟେ ସ୍ଥାନରେ ବିଜେଡି ତାର ସତ୍ତା ବନାଇ ରଖିଛି ଆଉ ଗୋଟେ ଗୋଟେ ସ୍ଥାନରେ ବିଜେପି ତାର ସ୍ଥାନ ବାଜୟୀ ରଖିଛି । 
ଏହି ୨୦୨୪ ମସିହା ନିର୍ବାଚନରେ ବିଜେଡି ନିର୍ବାଚନରେ ଜିତି ପାରେ କି ବିଜେପି ଜିତିପାରେ ତାହା ଜଣାପଡି ନାହିଁ । ପ୍ରଥମ ପର୍ଯ୍ୟାୟରେ ଯେଉଁ ଭୋଟ ହେଲା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଆଦି ଅଞ୍ଚଳରେ । ସେହି ଅଞ୍ଚଳରେ ଅଧିକ ପରିମାଣରେ ମହିଳାମାନେ ଭୋଟ ଦେଇଛନ୍ତି ।
Bh
ମହିଳାମାନଙ୍କ ଭୋଟ ବିଜେଡି ଆଡ଼କୁ ଯିବ ବୋଲି ଲିଗୁଥିବା ବେଳେ ଯୁବ ମାନଙ୍କର ଭୋଟ ବିଜେପି ଆଡ଼କୁ ଯିବ ବୋଲି ଲାଗୁଛି । ଏବଂ କେତେକ ସ୍ଥାନରେ କଂଗ୍ରେସ ଜିତି ପାରେ ବୋଲି ଆଶଙ୍କା ବି ରହିଛି । 
ଅନ୍ୟ ରାଜ୍ୟ ମାନଙ୍କରେ ବିଜେପି ଅନେକ କାମ କରିଛି । ଓଡ଼ିଶାରେ ବିଜେପିର ଆରଏସଏସ ଏତେ ନାହିଁ । ଯେଉଁ ଅଞ୍ଚଳରେ ନିର୍ବାଚନ ସରି ଯାଇଛି ସେହି ଅଞ୍ଚଳର ନେତା ମାନେ ଆସି ଚର୍ଚ୍ଚା କରୁଛନ୍ତି । ଆଜିକାଲି ଲୋକମାନେ କାହାକୁ ବିଜେତା କରିବେ ତାହା ଜଣାପଡ଼ି ନାହିଁ ।
ଅନେକ ନେତା ମନ୍ତ୍ରୀ ଅଛନ୍ତି । ଆଉ ଏବେ ଯେଉଁମାନେ ପ୍ରାର୍ଥୀ ଭାବରେ ଛିଡ଼ା ହୋଇଛନ୍ତି ସେମାନେ ଲୋକମାନଙ୍କୁ ନିଜ ଆଡକୁ ଟାଣିବା ପାଇଁ ଭାଷଣ ଦେଇଥାନ୍ତି । ଆଉ ସରକାରରେ କେଉଁ ଦଳ ଆସିବ ତାହା ଜଣାପଡ଼ି ନାହିଁ । ଏବେ ଏହି ନିର୍ବାଚନକୁ ନେଇ ସେ ଅନେକ କଥା କହିଛନ୍ତି ।

Advertisement